ଟାପିନାରୋଫ, ବେନଭିଟିମୋଡ ଭାବରେ ମଧ୍ୟ ଜଣାଶୁଣା, ପ୍ଲେକ୍ ସୋରିୟାସିସ୍ ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଏକ ଔଷଧ ।[୧] [୨] ଏହା ଚର୍ମରେ ପ୍ରୟୋଗ କରାଯାଏ ।[୧]

ଟାପିନାରୋଫ
Clinical data
Trade namesVtama
SynonymsBenvitimod; GSK-2894512; (E)-3,5-Dihydroxy-4-isopropyl-trans-stilbene; 3,5-Dihydroxy-4-isopropylstilbene
data
Routes of
administration
Topical
Legal status
Legal status
Identifiers
  • 5-[(E)-2-Phenylethen-1-yl]-2-(propan-2-yl)benzene-1,3-diol
Chemical and physical data
FormulaC17H18O2
Molar mass୨୫୪.୩୩ g·mol−1
3D model (JSmol)
  • CC(C)c1c(cc(cc1O)/C=C/c2ccccc2)O
  • InChI=1S/C17H18O2/c1-12(2)17-15(18)10-14(11-16(17)19)9-8-13-6-4-3-5-7-13/h3-12,18-19H,1-2H3/b9-8+
  • Key:ZISJNXNHJRQYJO-CMDGGOBGSA-N

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଲୋମ କୂପ ପ୍ରଦାହ, ଗଲୁ ଏବଂ ଚର୍ମ ସ୍ପର୍ଶ ପ୍ରଦାହ (କଣ୍ଟାକ୍ଟ ଡର୍ମାଟାଇଟିସ୍) ହୋଇପାରେ ।[୧] ଏହା ଏକ ଆରିଲ୍ ହାଇଡ୍ରୋକାର୍ବନ୍ ରିସେପ୍ଟର ଆକ୍ଟିଭେଟର୍ ।[୧]

୨୦୨୨ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟାପିନାରୋଫ ଅନୁମୋଦିତ ହୋଇଥିଲା ।[୧] ୨୦୨୨ ସୁଦ୍ଧା ୟୁରୋପ କିମ୍ବା ବ୍ରିଟେନରେ ଏହା ଅନୁମୋଦିତ ହୋଇନଥିଲା ।[୩] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ୬୦ ଗ୍ରାମ ବିଶିଷ୍ଟ ୧% କ୍ରିମର ମୂଲ୍ୟ ପ୍ରାୟ ୧୪୦୦ ଡଲାର ଥିଲା ।[୪]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Vtama- tapinarof cream". DailyMed. 23 May 2022. Archived from the original on 3 July 2022. Retrieved 19 June 2022.
  2. Stein Gold, Linda; Rubenstein, David S.; Peist, Ken; Jain, Piyush; Tallman, Anna M. (September 2021). "Tapinarof cream 1% once daily and benvitimod 1% twice daily are 2 distinct topical medications". Journal of the American Academy of Dermatology. 85 (3): e201–e202. doi:10.1016/j.jaad.2021.04.103.
  3. "Tapinarof". SPS - Specialist Pharmacy Service. 29 August 2020. Archived from the original on 26 January 2022. Retrieved 12 December 2022.
  4. "Vtama Prices, Coupons, Copay & Patient Assistance". Drugs.com (in ଇଂରାଜୀ). Retrieved 12 December 2022.