ଜୟଲଳିତା

(ଜୟଲଲିତାରୁ ଲେଉଟି ଆସିଛି)

ଜୟଲଳିତା ଜୟରାମ [a] (୨୪ ଫେବୃଆରୀ ୧୯୪୮ - ୫ ଡିସେମ୍ବର ୨୦୧୬) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଓ ରାଜନେତ୍ରୀ ଥିଲେ । ସେ ତାମିଲନାଡୁରେ ୫ ଥର ମୁଖ୍ୟମନ୍ତ୍ରୀ ୧୯୯୧ରୁ ୨୦୧୬ ଭିତରେ ଚଉଦ ବର୍ଷ ଧରି ଭାବେ କାମ କରିଥିଲେ । ୧୯୮୯ରୁ ସେ ଏକ ଦ୍ରାବିଡ଼ ଦଳ ଏ.ଆଇ.ଡି.ଏମ୍.କେର ସଭାପତି ଥିଲେ । ତାଙ୍କ ସମର୍ଥକମାନେ ତାଙ୍କୁ "ଆମ୍ମା" (ମା), "ପୁରଚି ତାଳାଇବି" (ବୈପ୍ଳବିକ ନେତା) ଓ "ତାମିଲନାଡୁର ଲୌହମାନବୀ" ଭାବେ ସମ୍ବୋଧନ କରନ୍ତି ।

ଜେ. ଜୟଲଳିତା
ஜெ ஜெயலலிதா
୨୦୧୪ରେ ଜୟଲଳିତା
ତାମିଲନାଡୁର ମୁଖ୍ୟ ମନ୍ତ୍ରୀ
କାର୍ଯ୍ୟକାଳ
୨୩ ମଇ ୨୦୧୫ – ୫ ଡିସେମ୍ବର ୨୦୧୬
ରାଜ୍ୟପାଳସି. ବିଦ୍ୟାସାଗର ରାଓ
ପୂର୍ବ ଅଧିକାରୀଓ.ପନୀରସେଲଭମ
ପର ଅଧିକାରୀଓ.ପନୀରସେଲଭମ
ନିର୍ବାଚନ ମଣ୍ଡଳୀଡ. ରାଧାକୃଷ୍ଣ ନଗର
କାର୍ଯ୍ୟକାଳ
୧୬ ମଇ ୨୦୧୧ – ୨୭ ସେପ୍ଟେମ୍ବର ୨୦୧୪
ପୂର୍ବ ଅଧିକାରୀକରୁଣାନିଧି
ପର ଅଧିକାରୀଓ.ପନୀରସେଲଭମ
ନିର୍ବାଚନ ମଣ୍ଡଳୀଶ୍ରୀରଙ୍ଗମ
କାର୍ଯ୍ୟକାଳ
୨ ମାର୍ଚ୍ଚ ୨୦୦୨ – ୧୨ ମଇ ୨୦୦୬
ପୂର୍ବ ଅଧିକାରୀଓ.ପନୀରସେଲଭମ
ପର ଅଧିକାରୀକରୁଣାନିଧି
ନିର୍ବାଚନ ମଣ୍ଡଳୀଅଣ୍ଡିପଟ୍ଟି
କାର୍ଯ୍ୟକାଳ
୧୪ ମଇ ୨୦୦୧ – ୨୧ ସେପ୍ଟେମ୍ବର ୨୦୦୧
ପୂର୍ବ ଅଧିକାରୀକରୁଣାନିଧି
ପର ଅଧିକାରୀଓ.ପନୀରସେଲଭମ
ନିର୍ବାଚନ ମଣ୍ଡଳୀDid not contest
କାର୍ଯ୍ୟକାଳ
୨୪ ଜୁନ ୧୯୯୧ – ୧୨ ମଇ ୧୯୯୬
ପୂର୍ବ ଅଧିକାରୀରାଷ୍ଟ୍ରପତି ଶାସନ
ପର ଅଧିକାରୀକରୁଣାନିଧି
ନିର୍ବାଚନ ମଣ୍ଡଳୀବର୍ଗୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ
ଜୟଲଳିତା କୋମଳବଲ୍ଲୀ

(1948-02-24)୨୪ ଫେବୃଆରୀ ୧୯୪୮
ମାଣ୍ଡ୍ୟା, ମଇଶୁର ରାଜ୍ୟ, ଭାରତ
ମୃତ୍ୟୁ୫ ଡିସେମ୍ବର ୨୦୧୬(2016-12-05) (ବୟସ ୬୮)
ଚେନ୍ନାଇ, ତାମିଲନାଡୁ
ରାଜନୀତିକ ଦଳଅଖିଳ ଭାରତୀୟ ଅନ୍ନା ଦ୍ରାବିଡ଼ ମୁନେତ୍ର କଡ଼ଗମ
ପେଷାଅଭିନେତ୍ରୀ, ରାଜନେତା

୨୦୧୧ ବିଧାନ ସଭା ନିର୍ବାଚନରେ ଜୟଲଳିତାଙ୍କ ନେତୃତ୍ୱାଧୀନ ଏଆଇଏଡିଏମକେ ସରକାର ଓ ତାଙ୍କ ସହ-ଦଳ ଡିଏମକେ ସହ ସମ୍ପର୍କ ଛିନ୍ନ କରି ଜିତିଥିଲେ । ଚତୁର୍ଥ ଥର ମୁଖ୍ୟମନ୍ତ୍ରୀ ଭାବେ ଜିତିବା ପରେ ସାମାଜିକ ବିକାଶ ନିମନ୍ତେ ବିଶାଳ ଯୋଜନାମାନ ଘୋଷଣା କରିଥିଲେ । ତେବେ ତାଙ୍କ ତିନି ବର୍ଷ ଶାସନ ପରେ ଏକ ବିଚାର ନ୍ୟାୟାଳୟ ତାଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ମାମଲାରେ ୨୦୧୪ ମସିହାରେ ଦୋଷୀ ସାବ୍ୟସ୍ତ କରି ତାଙ୍କ ମୁଖ୍ୟମନ୍ତ୍ରୀ ପଦ ରଦ୍ଦ କରିଥିଲେ । ଆଠ ମାସ ପରେ ତେଇଶ ଦିନ ଜେଲରେ ରହିବା ପରେ କର୍ଣ୍ଣାଟକ ହାଇକୋର୍ଟରୁ ଜୟଲଳିତା ସମସ୍ତ ଦୋଷରୁ ମୁକ୍ତ ହୋଇ ଆଉଥରେ ୨୦୧୫ ମଇରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୧୬ ବିଧାନ ସଭା ନିର୍ବାଚନରେ ସେ ୧୯୮୪ରେ ଏମଜିଆରଙ୍କ ପରେ ଆଉଥରେ ମୁଖ୍ୟମନ୍ତ୍ରୀ ହେବାରେ ପ୍ରଥମ ମୁଖ୍ୟମନ୍ତ୍ରୀ । ସେହି ବର୍ଷ ସେ ଗୁରୁତର ଭାବେ ଅସୁସ୍ଥ ହୋଇ ୭୫ ଦିନ କାଳ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ୨୦୧୬ ଡିସେମ୍ବର ୫ ତାରିଖରେ ଏକ ହୃଦ୍‌ରୋଧର ଶୀକାର ହୋଇ ମୃତ୍ୟୁବରଣ କରିଥିଲେ ।

ପ୍ରାରମ୍ଭିକ ଜୀବନ ସମ୍ପାଦନା

ଚଳଚ୍ଚିତ୍ର ଜୀବନ ସମ୍ପାଦନା

ଅଧିକ ଦେଖନ୍ତୁ: ଜୟଲଳିତାଙ୍କ ଅଭିନୀତ କଥାଚିତ୍ର

ରାଜନୈତିକ ଜୀବନ ସମ୍ପାଦନା

ଆଧାର ସମ୍ପାଦନା

  1. "'Scrabble' in real life". The Hindu.
  2. "Chasing The Poll Stars". Tehelka. Archived from the original on 2016-10-22. Retrieved 2016-12-07.

ଟୀକା ସମ୍ପାଦନା

  1. ଜ୍ୟୋତିଷ କାରଣ ସକାଶେ ୨୦୦୧ ମସିହାରେ ଜୟଲଳିତା ତାଙ୍କ ନାମର ଇଂରାଜୀ ବନାନରେ ଅଧିକ ଏକ "a" ଯୋଡ଼ିଥିଲେ ।[୧][୨]

ବାହାର ତଥ୍ୟ ସମ୍ପାଦନା