ଜୋହାନ୍ ଅଗଷ୍ଟସ ଆର୍ଫୱେଡ଼ସନ୍
ଜୋହାନ୍ ଅଗଷ୍ଟସ ଆର୍ଫୱେଡ଼ସନ୍ (English: Johan August Arfwedson; ୧୨ ଜାନୁଆରୀ ୧୭୯୨ – ୨୮ ଅକ୍ଟୋବର ୧୮୪୧) ଜଣେ ସ୍ୱୀଡୀୟ ରସାୟନବିତ୍ ଥିଲେ । ସେ ୧୮୧୭ ମସିହାରେ ଲିଥିଅମ ନାମକ ରାସାୟନିକ ମୌଳିକକୁ ଆବିଷ୍କାର କରିବାସହ ଏହା ଏକ ପୃଥକ୍ ଲବଣ ବୋଲି ଦର୍ଶାଇଥିଲେ ।
Johan August Arfwedson | |
---|---|
![]() Johan August Arfwedson | |
ଜନ୍ମ ଓ ଜନ୍ମସ୍ଥାନ | ୧୨ ଜାନୁଆରୀ ୧୭୯୨ Sweden |
ମୃତ୍ୟୁ | ୨୮ ଅକ୍ଟୋବର ୧୮୪୧ | (ବୟସ ୪୯)
ଜାତୀୟତା | Swedish |
ପ୍ରସିଦ୍ଧି | Discovered lithium |
ବିଜ୍ଞାନୀ ଜୀବନ | |
କ୍ଷେତ୍ର | Chemistry |
ଆଦର୍ଶ | Jöns Jakob Berzelius |
ଜୀବନ ଓ କାର୍ଯ୍ୟସମ୍ପାଦନ କରନ୍ତୁ
ଆହୁରି ଦେଖନ୍ତୁସମ୍ପାଦନ କରନ୍ତୁ
ଆଧାରସମ୍ପାଦନ କରନ୍ତୁ
ଆହୁରି ପଢନ୍ତୁସମ୍ପାଦନ କରନ୍ତୁ
- Weeks, Mary Elvira; Larson, Mary E. (1937). "J. A. Arfwedson and his Services to Chemistry". Journal of Chemical Education. 14 (9): 403–407. doi:10.1021/ed014p403.