ଜୋଲ୍ମିଟ୍ରିପ୍ଟାନ

ଏହା ଏକ ଔଷଧ ଯାହା ଅଧକପାଳି ଓ କ୍ଲଷ୍ଟର ମୁଣ୍ଡବିନ୍ଧା ପାଇଁ ବ୍ୟବହୃତ ହୋଇପାରେ ।

ଜୋଲ୍ମିଟ୍ରିପ୍ଟାନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଜୋମିଗ, ହେଉଛି ଏକ ଔଷଧ ଯାହା ଅଧକପାଳି ଓ କ୍ଲଷ୍ଟର ମୁଣ୍ଡବିନ୍ଧା ପାଇଁ ବ୍ୟବହୃତ ହୋଇପାରେ ।[୨] ଏହା ପାଟିରେ ବଟିକା କିମ୍ବା ନାକ ସ୍ପ୍ରେ ଭାବରେ ବ୍ୟବହୃତ ହୁଏ ।[୨]

ଜୋଲ୍ମିଟ୍ରିପ୍ଟାନ
Clinical data
Trade namesZomig, others
AHFS/Drugs.commonograph
MedlinePlusa601129
data
Pregnancy
category
Routes of
administration
By mouth, nasal spray
Legal status
Legal status
Pharmacokinetic data
Bioavailability40% (by mouth)
Protein binding25%
MetabolismLiver (CYP1A2-mediated, to active metabolite)
Elimination half-life3 hours
ExcretionKidney (65%) and fecal (35%)
Identifiers
  • (S)-4-({3-[2-(Dimethylamino)ethyl]-1H-indol-5-yl}methyl)-1,3-oxazolidin-2-one
ECHA InfoCard100.158.186 Edit this at Wikidata
Chemical and physical data
FormulaC16H21N3O2
Molar mass୨୮୭.୩୬ g·mol−1
3D model (JSmol)
  • O=C1OC[C@@H](N1)Cc2ccc3c(c2)c(c[nH]3)CCN(C)C
  • InChI=1S/C16H21N3O2/c1-19(2)6-5-12-9-17-15-4-3-11(8-14(12)15)7-13-10-21-16(20)18-13/h3-4,8-9,13,17H,5-7,10H2,1-2H3,(H,18,20)/t13-/m0/s1 checkY
  • Key:ULSDMUVEXKOYBU-ZDUSSCGKSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଝିମଝିମ, ଅଇ, ଶୁଖିଲା ପାଟି ଏବଂ ମୁଣ୍ଡ ବୁଲାଇବା ହୋଇପାରେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଔଷଧର ଅତ୍ୟଧିକ ବ୍ୟବହାର ମୁଣ୍ଡବିନ୍ଧା ହୋଇପାରେ। [୩] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ କରୋନାରୀ ଭାସୋସ୍ପାଜ୍ମ, ଷ୍ଟ୍ରୋକ, ଉଚ୍ଚ ରକ୍ତଚାପ, ଆନାଫାଇଲକ୍‌ସିସ ଏବଂ ସେରୋଟୋନିନ୍ ସିଣ୍ଡ୍ରୋମ ହୋଇପାରେ ।[୩] ଗର୍ଭାବସ୍ଥାରେ କିମ୍ବା ସ୍ତନ୍ୟପାନ ସମୟରେ ବ୍ୟବହାର ସୁରକ୍ଷିତ କି ନାହିଁ ତାହା ଅସ୍ପଷ୍ଟ ରହିଛି । [୧] [୨] ଏହା ଏକ ଟ୍ରିପଟାନ ଯାହା ଏକ ସିଲେକ୍ଟିଭ୍ ସେରୋଟୋନିନ୍ ରିସେପ୍ଟରର ଆଗୋନିଷ୍ଟ ୧ବି ଓ ୧ଡି (1B ଏବଂ 1D) ଉପ-ପ୍ରକାର ଭାବରେ କାର୍ଯ୍ୟ କରେ ।[୩]

୧୯୯୦ ମସିହାରେ ଜୋଲ୍ମିଟ୍ରିପ୍ଟାନ ପେଟେଣ୍ଟ ହୋଇଥିଲା ଏବଂ ୧୯୯୭ରେ ଡାକ୍ତରୀ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୪] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ଅଟେ ।[୨] ଯୁକ୍ତରାଷ୍ଟ୍ରରେ ୬ ମାତ୍ରାର ଔଷଧର ମୂଲ୍ୟ ୨୦୨୧ ସୁଦ୍ଧା ୩୦ ଡଲାର ଥିଲା ।[୫] ଯୁକ୍ତରାଜ୍ୟରେ ଏହି ପରିମାଣର ମୂଲ୍ୟ ୨୦୨୦ ସୁଦ୍ଧା ପ୍ରାୟ ୧୨ ପାଉଣ୍ଡ ଥିଲା ।[୨]

  1. ୧.୦ ୧.୧ ୧.୨ "Zolmitriptan Use During Pregnancy". Drugs.com (in ଇଂରାଜୀ). Archived from the original on 26 November 2020. Retrieved 4 August 2021.
  2. ୨.୦ ୨.୧ ୨.୨ ୨.୩ ୨.୪ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 504. ISBN 978-0-85711-369-6.{{cite book}}: CS1 maint: date format (link)
  3. ୩.୦ ୩.୧ ୩.୨ ୩.୩ "Zolmitriptan Monograph for Professionals". Drugs.com (in ଇଂରାଜୀ). Archived from the original on 12 August 2020. Retrieved 3 August 2021.
  4. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 531. ISBN 9783527607495. Archived from the original on 2020-10-23. Retrieved 2021-01-20.
  5. "Zolmitriptan Prices, Coupons & Savings Tips - GoodRx". GoodRx. Retrieved 3 August 2021.