ଜୋଲ୍ମିଟ୍ରିପ୍ଟାନ
ଜୋଲ୍ମିଟ୍ରିପ୍ଟାନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଜୋମିଗ, ହେଉଛି ଏକ ଔଷଧ ଯାହା ଅଧକପାଳି ଓ କ୍ଲଷ୍ଟର ମୁଣ୍ଡବିନ୍ଧା ପାଇଁ ବ୍ୟବହୃତ ହୋଇପାରେ ।[୨] ଏହା ପାଟିରେ ବଟିକା କିମ୍ବା ନାକ ସ୍ପ୍ରେ ଭାବରେ ବ୍ୟବହୃତ ହୁଏ ।[୨]
Clinical data | |
---|---|
Trade names | Zomig, others |
AHFS/Drugs.com | monograph |
MedlinePlus | a601129 |
data |
|
Pregnancy category | |
Routes of administration | By mouth, nasal spray |
Legal status | |
Legal status |
|
Pharmacokinetic data | |
Bioavailability | 40% (by mouth) |
Protein binding | 25% |
Metabolism | Liver (CYP1A2-mediated, to active metabolite) |
Elimination half-life | 3 hours |
Excretion | Kidney (65%) and fecal (35%) |
Identifiers | |
| |
ECHA InfoCard | 100.158.186 |
Chemical and physical data | |
Formula | C16H21N3O2 |
Molar mass | ୨୮୭.୩୬ g·mol−1 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଝିମଝିମ, ଅଇ, ଶୁଖିଲା ପାଟି ଏବଂ ମୁଣ୍ଡ ବୁଲାଇବା ହୋଇପାରେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଔଷଧର ଅତ୍ୟଧିକ ବ୍ୟବହାର ମୁଣ୍ଡବିନ୍ଧା ହୋଇପାରେ। [୩] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ କରୋନାରୀ ଭାସୋସ୍ପାଜ୍ମ, ଷ୍ଟ୍ରୋକ, ଉଚ୍ଚ ରକ୍ତଚାପ, ଆନାଫାଇଲକ୍ସିସ ଏବଂ ସେରୋଟୋନିନ୍ ସିଣ୍ଡ୍ରୋମ ହୋଇପାରେ ।[୩] ଗର୍ଭାବସ୍ଥାରେ କିମ୍ବା ସ୍ତନ୍ୟପାନ ସମୟରେ ବ୍ୟବହାର ସୁରକ୍ଷିତ କି ନାହିଁ ତାହା ଅସ୍ପଷ୍ଟ ରହିଛି । [୧] [୨] ଏହା ଏକ ଟ୍ରିପଟାନ ଯାହା ଏକ ସିଲେକ୍ଟିଭ୍ ସେରୋଟୋନିନ୍ ରିସେପ୍ଟରର ଆଗୋନିଷ୍ଟ ୧ବି ଓ ୧ଡି (1B ଏବଂ 1D) ଉପ-ପ୍ରକାର ଭାବରେ କାର୍ଯ୍ୟ କରେ ।[୩]
୧୯୯୦ ମସିହାରେ ଜୋଲ୍ମିଟ୍ରିପ୍ଟାନ ପେଟେଣ୍ଟ ହୋଇଥିଲା ଏବଂ ୧୯୯୭ରେ ଡାକ୍ତରୀ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୪] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ଅଟେ ।[୨] ଯୁକ୍ତରାଷ୍ଟ୍ରରେ ୬ ମାତ୍ରାର ଔଷଧର ମୂଲ୍ୟ ୨୦୨୧ ସୁଦ୍ଧା ୩୦ ଡଲାର ଥିଲା ।[୫] ଯୁକ୍ତରାଜ୍ୟରେ ଏହି ପରିମାଣର ମୂଲ୍ୟ ୨୦୨୦ ସୁଦ୍ଧା ପ୍ରାୟ ୧୨ ପାଉଣ୍ଡ ଥିଲା ।[୨]
- ↑ ୧.୦ ୧.୧ ୧.୨ "Zolmitriptan Use During Pregnancy". Drugs.com (in ଇଂରାଜୀ). Archived from the original on 26 November 2020. Retrieved 4 August 2021.
- ↑ ୨.୦ ୨.୧ ୨.୨ ୨.୩ ୨.୪ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 504. ISBN 978-0-85711-369-6.
{{cite book}}
: CS1 maint: date format (link) - ↑ ୩.୦ ୩.୧ ୩.୨ ୩.୩ "Zolmitriptan Monograph for Professionals". Drugs.com (in ଇଂରାଜୀ). Archived from the original on 12 August 2020. Retrieved 3 August 2021.
- ↑ Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 531. ISBN 9783527607495. Archived from the original on 2020-10-23. Retrieved 2021-01-20.
- ↑ "Zolmitriptan Prices, Coupons & Savings Tips - GoodRx". GoodRx. Retrieved 3 August 2021.