ଜେ.ଜେ.ଶୋଭା
ଟ୍ରାକ ଏବଂ ଫିଲ୍ଡ ରନର୍
ଜାଭୁର ଜଗଦିଷପ୍ପା ଶୋଭା (ଜନ୍ନ ୧୪ ଜାନୁୟାରୀ ୧୯୭୮) ଟ୍ରାକ ଏବଂ ଫିଲ୍ଡ ରନର୍ । ତାଙ୍କ ଜନ୍ନ ସ୍ଥାନ ହେଉଛି କର୍ଣାଟକର ଧାର୍ୱାଡ ନିକଟରେ ଥିବା ପଶୁପତିହାଲରେ । ସେ ଏବେ ସିକନ୍ଦରାବାଦରେ ରାହୁଛନ୍ତି । ଆଫ୍ରୋ - ଏସୀୟନ ଗେମ୍ସର ଆରମ୍ଭରେ ସେ ହେପ୍ଟାଥଲନରେ ଅଂଶ ଗ୍ରହଣ କରି ଜିତିଥିଲେ । ସେ ୨୦୦୪ରେ ୬୨୧୧ ପଏଣ୍ଟ କରି ଜାତୀୟ ରେକର୍ଡ କରିଥିଲେ ।[୧]
ବ୍ୟକ୍ତିଗତ ତଥ୍ୟ | |
---|---|
ପୂରା ନାମ | Javur Jagadeeshappa Shobha |
ଜନ୍ମ | Pashupathihaal, Dharwad, Karnataka, India | ୧୪ ଜାନୁଆରୀ ୧୯୭୮
Sport | |
ଦେଶ | ଭାରତ |
କ୍ରୀଡ଼ା | Athletics |
Event(s) | Heptathlon |
Achievements and titles | |
Personal best(s) | 6211 (New Delhi 2004) |
Medal record | |
Updated on 10 July 2013. |
ଆଥେନ୍ସରେରେ ୨୦୦୪ ମସିହାରେ ଅଲିମ୍ପିକ୍ସରେ ଭାଗନେଇଥିଲେ । ସେ ୨୦୦୪ ମସିହାରେ ଅର୍ଜୁନ ଆୱାର୍ଡ ପାଇଥିଲେ । ୨୦୦୮ ବେଜିଂ ଅଲିମ୍ପିକ୍ସରେ ସେ ୫୭୪୯ ପଏଣ୍ଟ କରି ୨୮ ନଂ ସ୍ଥାନରେ ରହିଥିଲେ ।[୨]
ଆନ୍ତର୍ଜାତୀୟ ପ୍ରତିଯୋଗିତା
ସମ୍ପାଦନାYear | Competition | Venue | Position | Event | Notes |
---|---|---|---|---|---|
Representing ଭାରତ | |||||
2002 | Asian Championships | Colombo, Sri Lanka | 2nd | Heptathlon | 5775 pts |
Asian Games | Busan, South Korea | 3rd | Heptathlon | 5870 pts | |
2003 | Afro-Asian Games | Hyderabad, India | 1st | Heptathlon | 5884 pts |
2004 | Olympic Games | Athens, Greece | 11th | Heptathlon | 6172 pts |
2006 | Asian Games | Doha, Qatar | 3rd | Heptathlon | 5662 pts |
2007 | Asian Championships | Amman, Jordan | 2nd | Heptathlon | 5356 pts |
2008 | Asian Indoor Championships | Doha, Qatar | 4th | Pentathlon | 3860 pts |
Olympic Games | Beijing, China | 29th | Heptathlon | 5749 pts |
ଆଧାର
ସମ୍ପାଦନା- ↑ "J. J. Shobha". Olympics at Sports-Reference.com. Sports Reference LLC.
- ↑ [୧]
ବାହାର ଆଧାର
ସମ୍ପାଦନାଉଇକିମିଡ଼ିଆ କମନ୍ସରେ Javur Jagadeeshappa Shobha
ବାବଦରେ ମାଧ୍ୟମ ରହିଛି ।