ଜୀବନ ଚିନ୍ତା, ମଧୁସୂଦନ ରାଓଙ୍କ ରଚିତ ଏକ ଓଡ଼ିଆ କାବ୍ୟ ଅଟେ ।[୧] ପ୍ରଣବ ପଟ୍ଟନାୟକ ଏହାକୁ ତାଙ୍କ ରେ ଆତ୍ମନ୍ ନିଦ୍ରା ପରିହରି ଗୀତରେ ଗାଇଥିଲେ ।

କିଛି ପଦ ସମ୍ପାଦନ କରନ୍ତୁ

ରେ ଆତ୍ମନ୍ ନିଦ୍ରା ପରିହରି
ଫେଡି ଚିନ୍ତାର ଲୋଚନ, କର କର ନିରୀକ୍ଷଣ
ନିଶବ୍ଦେ ଜୀବନ ସ୍ରୋତ ଧାଉଁଛି କିପରି
ଭେଟିବାକୁ ମୃତ୍ୟୁ-ସିନ୍ଧୁ-କରାଳ-ଲହରୀ ।

ଆଧାର ସମ୍ପାଦନ କରନ୍ତୁ

  1. eodisha.org. "ରେ ଆତ୍ମନ ନିଦ୍ରା ପରିହରି". Retrieved 18 August 2014.

ବାହାର ଲିଙ୍କ ସମ୍ପାଦନ କରନ୍ତୁ