ଜୀବନର ଚଲାପଥେ

୨୦୧୮ର ଓଡ଼ିଆ କଥାଚିତ୍ର

ଜୀବନର ଚଲାପଥେ, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବର୍ଷାଭାବନା ଖଟୁଆ ଓ ଅଦିତି ଦାସ । ସୌମ୍ୟକାନ୍ତ ଖଣ୍ଡାୟୀ ଏହି କଥାଚିତ୍ରଟିର କାହାଣୀ, ସଂଳାପ ଓ ଗୀତ ରଚନା କରିଥିଲେ ଏବଂ ସ୍ୱର ସଂଯୋଜନା କରିଥିଲେ ।[୩] ଦିଲୀପ ମହାନ୍ତି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]

ଜୀବନର ଚଳାପଥେ
ନିର୍ଦ୍ଦେଶକଦିଲୀପ ମହାନ୍ତି
ପ୍ରଯୋଜକବର୍ଷାଭାବନା ଖଟୁଆ
ଅଦିତି ଦାସ
ସଂଳାପସୌମ୍ୟକାନ୍ତ ଖଣ୍ଡାୟୀ
ଚିତ୍ରନାଟ୍ୟଦିଲୀପ ମହାନ୍ତି
କାହାଣୀସୌମ୍ୟକାନ୍ତ ଖଣ୍ଡାୟୀ
କଳାକାରକ୍ରିଷ୍ଣା
ପୂଜା
ରକି
ସୋନି
ପଦ୍ମା ବସ୍ତିଆ
ସୌଭାଗିନୀ ମହାପାତ୍ର
ସୌମ୍ୟକାନ୍ତ ଖଣ୍ଡାୟୀ
ସଙ୍ଗୀତସୌମ୍ୟକାନ୍ତ ଖଣ୍ଡାୟୀ
ଚିତ୍ରଗ୍ରହଣଗୋପାଳକୃଷ୍ଣ ସାହୁ
ସମ୍ପାଦକଦେବେନ ମିଶ୍ର
ମୁକ୍ତିଲାଭ ତାରିଖ
୧୪ ଡିସେମ୍ବର ୨୦୧୮[୧]
ଦେଶ ଭାରତ
ଭାଷାଓଡ଼ିଆ

କ୍ରିଷ୍ଣା, ପୂଜା, ରକି, ସୋନି, ପଦ୍ମା ବସ୍ତିଆ, ସୌଭାଗିନୀ ମହାପାତ୍ର, ସୌମ୍ୟକାନ୍ତ ଖଣ୍ଡାୟୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩]

ଅଭିନୟସମ୍ପାଦନ କରନ୍ତୁ

  • କ୍ରିଷ୍ଣା
  • ପୂଜା
  • ରକି
  • ସୋନି
  • ପଦ୍ମା ବସ୍ତିଆ
  • ସୌଭାଗିନୀ ମହାପାତ୍ର
  • ସୌମ୍ୟକାନ୍ତ ଖଣ୍ଡାୟୀ

କାହାଣୀସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ

ସୌମ୍ୟକାନ୍ତ ଖଣ୍ଡାୟୀ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଓ ଗୀତ ରଚନା କରିଥିଲେ ।[୩] ଅଭିଜିତ ମଜୁମଦାର, ଅରବିନ୍ଦ ଦତ୍ତ, ନମିତା ମହାନ୍ତି, ସୌମ୍ୟକାନ୍ତ ଖଣ୍ଡାୟୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତସମ୍ପାଦନ କରନ୍ତୁ

କ୍ରମଗୀତକବିଗାୟକସମୟ
1."ମୁଁ ତୁମକୁ"ସୌମ୍ୟକାନ୍ତ ଖଣ୍ଡାୟୀଅଭିଜିତ ମଜୁମଦାର 
2."ରଜନୀ"ସୌମ୍ୟକାନ୍ତ ଖଣ୍ଡାୟୀଅରବିନ୍ଦ ଦତ୍ତ, ନମିତା ମହାନ୍ତି 
3."ଦେଖ କେତେ"ସୌମ୍ୟକାନ୍ତ ଖଣ୍ଡାୟୀସୌମ୍ୟକାନ୍ତ ଖଣ୍ଡାୟୀ 
4."ସପନ ସହର ମୋର"ସୌମ୍ୟକାନ୍ତ ଖଣ୍ଡାୟୀଅଭିଜିତ ମଜୁମଦାର 
5."କୋଟିକେ ଗୋଟିଏ"ସୌମ୍ୟକାନ୍ତ ଖଣ୍ଡାୟୀଅରବିନ୍ଦ ଦତ୍ତ, ନମିତା ମହାନ୍ତି 
6."ତାଙ୍କର ଦେଖି"ସୌମ୍ୟକାନ୍ତ ଖଣ୍ଡାୟୀସୌମ୍ୟକାନ୍ତ ଖଣ୍ଡାୟୀ 

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ "Jibanara Chalapathe Movie: Showtimes, Review, Trailer, Posters, News & Videos | eTimes". timesofindia.indiatimes.com. E Times. Retrieved 28 December 2018.
  2. "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 29 December 2018. Retrieved 29 December 2018.
  3. ୩.୦ ୩.୧ ୩.୨ "Ollywood Actor Krishna's Upcoming Flick Jibanara Chala Pathe - EnewsOdia.Com". enewsodia.com. E News ଓଡ଼ିଆ. 24 April 2017. Retrieved 28 December 2018.

ବାହାର ଆଧାରସମ୍ପାଦନ କରନ୍ତୁ