ଜାନାମିଭିର
ଜାନାମିଭିର, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ରେଲେଞ୍ଜା, ହେଉଛି ଏକ ଔଷଧ ଯାହା ଫ୍ଲୁ କ କିମ୍ବା ଫ୍ଲୁ ଖ ଯୋଗୁ ହେଉଥିବା ଇନଫ୍ଲୁଏଞ୍ଜା ରୋଗର ଚିକିତ୍ସା ତଥା ପ୍ରତିରୋଧ ପାଇଁ ବ୍ୟବହୃତ ହୁଏ ।[୧] ପାଉଡର ଆକାରରେ ପ୍ରଶ୍ୱାସରେ କିମ୍ବା ଶିରାରେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[୧] [୨]
Clinical data | |
---|---|
Pronunciation | /zəˈnæmɪvɪər/ |
Trade names | Relenza, Dectova, others |
AHFS/Drugs.com | monograph |
Pregnancy category | |
Routes of administration | Inhalation, IV |
Legal status | |
Legal status | |
Pharmacokinetic data | |
Bioavailability | 2% (by mouth) |
Protein binding | <10% |
Metabolism | Negligible |
Elimination half-life | 2.5–5.1 hours |
Excretion | Kidney |
Identifiers | |
| |
ECHA InfoCard | 100.218.632 |
Chemical and physical data | |
Formula | C12H20N4O7 |
Molar mass | ୩୩୨.୩୧ g·mol−1 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ଶ୍ୱାସନଳୀ ପ୍ରଦାହ ଏବଂ କାଶ ହୋଇପାରେ ।[୧] ଆଜ୍ମା କିମ୍ବା ସିଓପିଡି ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ। [୧] ଯଦିଓ ଏହା ଗର୍ଭଧାରଣ କିମ୍ବା ସ୍ତନ୍ୟପାନରେ କ୍ଷତି ଘଟାଉଥିବା ଦେଖାଯାଏ ନାହିଁ, ତଥାପି ଏହି ଜନସଂଖ୍ୟାରେ ଏହା ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[୩] ଏହା ଏକ ନ୍ୟୁରାମିନିଡେଜ୍ ଇନହିବିଟର ଏବଂ ଭାଇରାଲ୍ ରେପ୍ଲିକେସନ ବନ୍ଦ କରି କାମ କରେ ।[୧]
୧୯୯୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଜାନାମିଭିର ଅନୁମୋଦିତ ହୋଇଥିଲା। [୧] ୨୦୨୧ ସୁଦ୍ଧା ଯୁକ୍ତରାଷ୍ଟ୍ରରେ ଚିକିତ୍ସାର ଗୋଟିଏ ଚିକିତ୍ସାକ୍ରମର ମୂଲ୍ୟ ପ୍ରାୟ ୬୮ ଡଲାର ଥିଲା ।[୪] ଯୁକ୍ତରାଜ୍ୟରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୬ ପାଉଣ୍ଡ ଥିଲା | [୫] ଇଞ୍ଜେକ୍ସନ ଯୋଗ୍ୟ ଔଷଧ ୟୁରୋପରେ ଉପଲବ୍ଧ ହେଉଛି ।[୨]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Zanamivir Monograph for Professionals". Drugs.com (in ଇଂରାଜୀ). Archived from the original on 5 March 2021. Retrieved 4 August 2021.
- ↑ ୨.୦ ୨.୧ "Dectova". Archived from the original on 2 January 2021. Retrieved 4 August 2021.
- ↑ "Zanamivir (Relenza) Use During Pregnancy". Drugs.com (in ଇଂରାଜୀ). Archived from the original on 4 December 2020. Retrieved 4 August 2021.
- ↑ "Zanamivir Prices, Coupons & Savings Tips - GoodRx". GoodRx. Archived from the original on 12 June 2016. Retrieved 4 August 2021.
- ↑ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 700. ISBN 978-0-85711-369-6.
{{cite book}}
: CS1 maint: date format (link)