ଜାତୀୟ ରାଜପଥ ୮ ( ପୁରାତନ ନମ୍ବର )
ଜାତୀୟ ରାଜପଥ ୮ (NH-) ଏକ ଭାରତୀୟ ୪ ଲେନ ବିଶିଷ୍ଟ ଜାତୀୟ ରାଜପଥ ।ଏହା ଭାରତୀୟ ରାଜଧାନୀ ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ଯାଇଛି ଓ ଏହା ଆକଳନ ହିସାବରେ ଉପମହାସେଶରେ ସବୁଠୁ ବ୍ୟସ୍ତ ରାଜପଥ । ଏହି ରାଜପଥରେ ଗୁରୁଗାଁ , ଜଯପୁର, ସୁରାଟ , ଆଜମେର , ଉଦୟପୁର , ଅହମଦାବାଦ , ବରୋଦା ପଡିଥାଏ । ଏହାର ପୂର୍ଣା ଦୂରତା ୧୪୨୮ କିଲୋମିଟର ।.[୧]
ଏହି ରାଜପଥ ଭାରତ ସରକାରଙ୍କଦ୍ୱାରା ନିର୍ମିତ ଓ ଆଧୂନିକୀକରଣ ହେଇଥିବା ' ସୁବର୍ଣ୍ଣ ଚତୁର୍ଭୁଜ' ପ୍ରକଳ୍ପ ର ଏକ ଅଂଶ ।
ଦିଲ୍ଲୀ ମୁମ୍ବାଇ ଶିଳ୍ପ କରିଡ଼ର
ସମ୍ପାଦନାଭାରତ -ଜାପାନର ମିଳିତ ସହଯୋଗରେ ଏହି ବହୁ ମିଲିୟନ ଟଙ୍କାର କରିଡର ଜାତୀୟ ରାଜପଥ -୮ରେ ଅବସ୍ଥିତ । ୯୦ବିଲିଆନ ଦଳରଦ୍ୱାରା ନିର୍ମିତ ହେଇଥିବା ଏହି ପ୍ରକଳ୍ପର ପ୍ରଥମ ସୋପାନ ୨୦୧୨ରେ ସମ୍ପୂର୍ଣ୍ଣ ହେଲା ।