ଜର୍ଜ ଓମ
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ଜର୍ଜ ସାଇମନ ଓମ (German: [oːm]; ୧୬ ମାର୍ଚ୍ଚ ୧୭୮୯ - ୬ ଜୁଲାଇ ୧୮୫୪) ଜଣେ ଜର୍ମାନ ପଦାର୍ଥ ବିଜ୍ଞାନୀ ଓ ଗାଣିତିକ ଥିଲେ । ସେ "ଓମ'ଙ୍କ ନିୟମ" ପାଇଁ ଜଣାଶୁଣା । ଜଣେ ସ୍କୁଲ ଶିକ୍ଷକ ଭାବେ ଓମ ଆଲେସାଣ୍ଡ୍ରୋ ଭୋଲଟାଙ୍କଦ୍ୱାରା ଉଦ୍ଭାବିତ ଇଲେକ୍ଟ୍ରୋକେମିକାଲ ସେଲ ଉପରେ ଗବେଷଣା ଆରମ୍ଭ କରିଥିଲେ । ନିଜ ତିଆରି ଯନ୍ତ୍ରପାତି ବ୍ୟବହାର କରି ଓମ ଏକ ନିର୍ଦ୍ଧିଷ୍ଠ ତାପମାତ୍ରାରେ ପରିବାହୀରେ ପ୍ରବାହିତ ବିଦ୍ୟୁତ ଶକ୍ତି ପରିବାହୀର ଦୁଇ ପ୍ରାନ୍ତରେ ଥିବା ବିଦ୍ୟୁତ ବିଭବ ପାର୍ଥକ୍ୟ ସହିତ ସମାନୁପାତୀ ଓ ପରିବାହୀର ପ୍ରତିରୋଧ ସହିତ ପ୍ରତିଲୋମାନୁପାତୀ ବୋଲି ଆବିଷ୍କାର କରିଥିଲେ । ଏହା ଓମ'ଙ୍କ ନିୟମ ଭାବେ ଜଣାଶୁଣା ।
ଜର୍ଜ ସାଇମନ ଓମ | |
---|---|
![]() | |
ଜନ୍ମ ଓ ଜନ୍ମସ୍ଥାନ | ୧୬ ମାର୍ଚ୍ଚ ୧୭୮୯ |
ମୃତ୍ୟୁ | ୬ ଜୁଲାଇ ୧୮୫୪ | (ବୟସ ୬୫)
ବ୍ରାଣ୍ଡେନବର୍ଗ-ବେରୁଥ, ବାଭାରିଆ | |
ଜାତୀୟତା | ଜର୍ମାନ |
ଶିକ୍ଷାନୁଷ୍ଠାନ | University of Erlangen |
ପ୍ରସିଦ୍ଧି | Ohm's law Ohm's phase law Ohm's acoustic law |
ପୁରସ୍କାର | Copley Medal (1841) |
ବିଜ୍ଞାନୀ ଜୀବନ | |
କ୍ଷେତ୍ର | ପଦାର୍ଥ ବିଜ୍ଞାନ (ବୈଦ୍ୟୁତିକ ବିଜ୍ଞାନ) |
କର୍ମାନୁଷ୍ଠାନ | University of Munich |
ଡକ୍ଟରୀ ଉପଦେଷ୍ଟା | Karl Christian von Langsdorf |
ଜୀବନୀସମ୍ପାଦନ କରନ୍ତୁ
ପ୍ରାରମ୍ଭିକ ଜୀବନସମ୍ପାଦନ କରନ୍ତୁ
ଜର୍ଜ ସାଇମନ ଓମ ଏର୍ଲାଜେନର ଏକ ପ୍ରୋଟେଷ୍ଟାଣ୍ଟ ପରିବାରରେ ପିତା ଜୋହାନ ୱଲ୍ଫଗାଙ୍ଗ ଓମଙ୍କ ଔରସ୍ୟରୁ ଓ ମାତା ମାରିଆଏଲିଜାବେଥ ବେକଙ୍କଠାରୁ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାମାତା ଶିକ୍ଷିତ ନ ହୋଇଥିଲେ ମଧ୍ୟ ଓମଙ୍କ ପିତା ଜଣେ ସମ୍ମାନଷ୍ପଦ ବ୍ୟକ୍ତି ଥିଲେ ଯେ, ତାଙ୍କୁ ଉଚ୍ଚଶିକ୍ଷାଲାଭ ପାଇଁ ସହଯୋଗ କରିଥିଲେ । ଓମ ଦମ୍ପତ୍ତିଙ୍କର ସାତଜଣ ସନ୍ତାନଙ୍କ ମଧ୍ୟରୁ କେବଳ ତିନିଜଣ ଜୀବିତ ରହିଥିଲେ: ଜର୍ଜ ସାଇମନ, ତାଙ୍କର ସାନ ଭାଇ ମାର୍ଟିନ, ଯେ ଜଣେ ବହୁ ପ୍ରସିଦ୍ଧ ଗାଣିତିକ ହୋଇଥିଲେ ଓ ତାଙ୍କ ଭଉଣୀ ଏଲିଜାବେଥ ବାର୍ବରା । ତାଙ୍କୁ ଦଶବର୍ଷ ହୋଇଥିଲା ବେଳେ ତାଙ୍କ ମାତାଙ୍କ ଦେହାନ୍ତ ହୋଇଯାଇଥିଲା ।
ବିଶ୍ୱବିଦ୍ୟାଳୟରେ ଜୀବନସମ୍ପାଦନ କରନ୍ତୁ
କର୍ମମୟ ଜୀବନସମ୍ପାଦନ କରନ୍ତୁ
ଓମଙ୍କ ନିୟମସମ୍ପାଦନ କରନ୍ତୁ
ଏକ ନିର୍ଦ୍ଧିଷ୍ଠ ତାପମାତ୍ରାରେ ପରିବାହୀରେ ପ୍ରବାହିତ ବିଦ୍ୟୁତ୍ ଶକ୍ତି ପରିବାହୀର ଦୁଇ ପ୍ରାନ୍ତରେ ଥିବା ବିଦ୍ୟୁତ ବିଭବ ପାର୍ଥକ୍ୟ ସହିତ ସମାନୁପାତୀ ଓ ପରିବାହୀର ପ୍ରତିରୋଧ ସହିତ ପ୍ରତିଲୋମାନୁପାତୀ ।
ଓମ'ଙ୍କ ଶବ୍ଦ ନିୟମସମ୍ପାଦନ କରନ୍ତୁ
ଓମ'ଙ୍କ ଶବ୍ଦ ନିୟମ, ଶବ୍ଦ ପ୍ରବାହୀ ନିୟମ ବା କେବଳ ଓମ'ଙ୍କ ନାମରେ ଜଣା ଏହି ନିୟମ ଅନୁସାରେ, କାନ ଏକାଧିକ ହାର୍ମୋନିକ ଶବ୍ଦତରଙ୍ଗମାନଙ୍କୁ ଏକ ସାମୁହିକ ଧ୍ୱନି ଭାବେ ଗ୍ରହଣ କରିଥାଏ । ଏହା ସମ୍ପୂର୍ଣ୍ଣ ସତ ଭାବେ ଗ୍ରହଣ କରାଯାଇନାହିଁ ।[୧]
କାମସମ୍ପାଦନ କରନ୍ତୁ
- Grundlinien zu einer zweckmäßigen Behandlung der Geometrie als höheren Bildungsmittels an vorbereitenden Lehranstalten / entworfen (Guidelines for an appropriate treatment of geometry in higher education at preparatory institutes / notes)
- Erlangen : Palm und Enke, 1817. - XXXII, 224 S., II Faltbl. : graph. Darst. (PDF, 11.2 MB)
- Die galvanische Kette : mathematisch bearbeitet (The Galvanic Circuit Investigated Mathematically)
- Berlin : Riemann, 1827. - 245 S. : graph. Darst. (PDF, 4.7 MB)
- Elemente der analytischen Geometrie im Raume am schiefwinkligen Coordinatensysteme (Elements of analytic geometry concerning the skew coordinate system)
- Nürnberg : Schrag, 1849. - XII, 590 S. - (Ohm, Georg S.: Beiträge zur Molecular-Physik ; 1) (PDF, 81 MB)
- Grundzüge der Physik als Compendium zu seinen Vorlesungen (Fundamentals of physics: Compendium of lectures)
- Nürnberg : Schrag, 1854. - X, 563 S. : Ill., graph. Darst. Erschienen: Abth. 1 (1853) - 2 (1854) (PDF, 38 MB)
ଆଧାରସମ୍ପାଦନ କରନ୍ତୁ
- ↑ Robert Sekuler (1974). "Spatial Vision". In Mark R. Rosenzweig (ed.). Annual Review of Psychology, Vol. 25. Annual Reviews Inc. p. 215. ISBN 978-0-8243-0225-2.