ଜମ୍ମୁ ବିମାନ ବନ୍ଦର

ଜମ୍ମୁ ବିମାନ ବନ୍ଦର , ଶତବାରୀ ବିମାନ ବନ୍ଦର ଭାବେ ମଧ୍ୟ ପରିଚିତ [୩] (IATA: IXJICAO: VIJU) ଭାରତୀୟ ରାଜ୍ୟ ଜମ୍ମୁ ଓ କାଶ୍ମୀରରେ ଅବସ୍ଥିତ । ଏହା ଭାରତର ପାକିସ୍ତାନର ସୀମା ରେଖାରୁ 14 କିଲୋମିଟର ଦୂରରେ ଅବସ୍ଥିତ । 

ଜମ୍ମୁ ବିମାନ ବନ୍ଦର
جموں ہوائی اڈا
Jamūn̲ Havā'ī Aḍā
IATA: IXJICAO: VIJU
ସାରକଥା
ବିମାନ ବନ୍ଦର ପ୍ରକାର Military/Public
Owner Indian Air Force[୧]
ପରିଚାଳକ Airports Authority of India and Indian Air Force
ଅବସ୍ଥାନ Jammu, Jammu and Kashmir, India
ଉଚ୍ଚତା (ସମୁଦ୍ର ଠାରୁ) 1,029 ft / 314 m
ଦିଗବାରେଣି 32°41′21″N 074°50′15″E / 32.68917°N 74.83750°E / 32.68917; 74.83750
Map
IXJ is located in Jammu and Kashmir
IXJ
IXJ
IXJ is located in India
IXJ
IXJ
ରନବେ
ଦିଗ ଲମ୍ବ ଭୂମି
ft m
18/36 6,699 2,042 Asphalt
Statistics (2014)
Passenger movements 915,580(Increase8.28%)
Source: AAI,[୨]List of busiest airports in India by passenger traffic</ref>

ନିର୍ମାଣ  ସମ୍ପାଦନା

ଏଠାରେ ଥିବା 6,500 ବର୍ଗମିଟର ସ୍ଥାନରେ ଥିବା ଟର୍ମିନାଲରୁ କେବଳ ଘରେଇ ଉଡାଣ ପାଇଁ ଯାତ୍ରୀଙ୍କ ପାଇଁ  ସୁବିଧା ରହିଛି ।[୨]ଏହାର 2ଟି ଗେଟ ସହ 14ଟି କାଉଣ୍ଟର ରହିଛି ।[୨] ବାଇସ୍ନୋଦେବୀ ଯାତ୍ରୀଙ୍କ ସୁବିଧା ନିମନ୍ତେ ଏଠାରେ ସୂଚନା କେନ୍ଦ୍ର ରହିଛି । .[୪] ପିଚୁ [୫] ନିର୍ମିତ ରାନୱେ 2042[୨] ମିଟର ହେଇଥିବା ବେଳେ ଏଠାରୁ ଏୟାର ବସ A320 ଯାତ୍ରା କରି ପାରେ ।[୪]

ବିମାନସେବା  ଓ ଗନ୍ତବ୍ୟ ସ୍ଥଳ  ସମ୍ପାଦନା

ବିମାନ ସେବା ଗନ୍ତବ୍ୟ &#13;
Air India Delhi, Leh, Srinagar
Air India Regional Delhi
GoAir Delhi, Mumbai, Srinagar
IndiGo Delhi, Mumbai, Srinagar
Vistara Delhi, Srinagar

ପରିସଙ୍ଖ୍ୟନ ସମ୍ପାଦନା

ଏଠାରୁ ବାର୍ଷିକ ଯାତ୍ରୀ ଚଳାଚଳ 845,555 ଥିଲା ଓ ଏହା 27 ତମ ଭାରତୀୟ ବ୍ୟସ୍ତତମ ବିମାନ ବନ୍ଦର ଥିଲା । 

ରାସ୍ତା  ସମ୍ପାଦନା

ଜମ୍ମୁ ସହରରୁ 8 କିଲୋମିଟର ଦୂରରେ RS ପୁରା ରାସ୍ତାରେ ଏହା ଅବସ୍ଥିତ । [୬] ଏଠାକୁ ସହରକୁ ଟ୍ଯାକ୍ସି ଓ ବସ ସୁବିଧା ରହିଥାଏ । [୪]

ଆଧାର  ସମ୍ପାଦନା

  1. "Evaluation Of Patna And Jammu Airport" (Press release). Indian Ministry of Civil Aviation. 19 August 2010. Retrieved 27 November 2016.
  2. ୨.୦ ୨.୧ ୨.୨ ୨.୩ "Jammu: Technical information". Airports Authority of India. 25 June 2014. Retrieved 27 November 2016. ଆଧାର ଭୁଲ: Invalid <ref> tag; name "aaiti" defined multiple times with different content
  3. Lovell-Hoare, Sophie; Lovell-Hoare, Max (2014). Kashmir: Jammu, Kashmir Valley, Ladakh, Zanskar. Chalfont St Peter: Bradt Travel Guides. p. 230. ISBN 978-1-84162-396-2.
  4. ୪.୦ ୪.୧ ୪.୨ "Jammu: Passenger information". Airports Authority of India. 12 September 2016. Retrieved 27 November 2016.
  5. "Jammu -- VIJU". DAFIF. October 2006. Archived from the original on 28 November 2016. Retrieved 27 November 2016.
  6. "Jammu: General information". Airports Authority of India. 5 September 2016. Retrieved 27 November 2016.

ବାହାର ଲିଙ୍କ  ସମ୍ପାଦନା