ଜବାହର ନବୋଦୟ ବିଦ୍ୟାଳୟ ଓଡ଼ିଶାର ନୂଆପଡ଼ା ଜିଲ୍ଲାର ନୂଆପଡ଼ା ସହର ସନ୍ନିକଟ ଥିବା ତରବୋଡ଼ର ଏକ କେନ୍ଦ୍ର ସରକାରୀ ଆବାସିକ ବିଦ୍ୟାଳୟ । ୩୦ ଏକର ବିସ୍ତୃତ ଏହି ବିଦ୍ୟାଳୟରେ ଷଷ୍ଠରୁ ଦ୍ୱାଦଶ ପର୍ଯ୍ୟନ୍ତ ପାଠ ପଢ଼ିବାର ବ୍ୟବସ୍ଥା ରହିଛି । ବିଦ୍ୟାଳୟରେ ପଢ଼ିବା ପାଇଁ ଏକ ପ୍ରବେଶ ପରିକ୍ଷାରେ ଉତ୍ତିନ୍ନ ହେବାକୁ ପଡ଼େ । ସଫଳ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରେ ପଢ଼ିବା ପାଇଁ ଅନୁମତି ଦିଆଯାଏ । ଏହି ବିଦ୍ୟାଳୟରେ ସି.ବି.ଏସ୍.ଇ ପାଠ୍ୟ ଖସଡ଼ା ଅନୁସାରେ ପାଠ ପଢ଼ା ହୁଏ। ସମସ୍ତ ଉପକୃତ ଛାତ୍ରଛାତ୍ରୀଙ୍କୁ ନିଶୁଳ୍କ ପାଠ ପଢ଼ାହୁଏ ।
ଜବାହର ନବୋଦୟ ବିଦ୍ୟାଳୟ, ତରବୋଡ଼, ନୂଆଁପଡ଼ା
|
|
ଅବସ୍ଥାନ
|
ନୂଆଁପଡ଼ା, ଓଡ଼ିଶା, ଭାରତ
|
ବିବରଣୀ
|
ପ୍ରତିଷ୍ଠା
|
୧୯୯୬-୯୭
|
ସମ୍ପାଦକ
|
ଜିଲ୍ଲାପାଳ, ନୂଆଁପଡ଼ା
|
ଅଧ୍ୟକ୍ଷ
|
ଶ୍ରୀମତୀ ଦୀକ୍ଷାଜ୍ୟୋତି ମିଶ୍ର
|
ଶ୍ରେଣୀ
|
୬ଷ୍ଠରୁ ୧୨ଶ
|
ଛାତ୍ରଛାତ୍ରୀ ସଂଖ୍ୟା
|
୪୪୫
|
ପରିମିତି
|
୩୦ ଏକର
|
ୱେବସାଇଟ
|
jnvnuapada.nic.in
|