ଜବାହର ନବୋଦୟ ବିଦ୍ୟାଳୟ, ନୂଆଁପଡ଼ା

ଜବାହର ନବୋଦୟ ବିଦ୍ୟାଳୟ ଓଡ଼ିଶାର ନୂଆପଡ଼ା ଜିଲ୍ଲାର ନୂଆପଡ଼ା ସହର ସନ୍ନିକଟ ଥିବା ତରବୋଡ଼ର ଏକ କେନ୍ଦ୍ର ସରକାରୀ ଆବାସିକ ବିଦ୍ୟାଳୟ । ୩୦ ଏକର ବିସ୍ତୃତ ଏହି ବିଦ୍ୟାଳୟରେ ଷଷ୍ଠରୁ ଦ୍ୱାଦଶ ପର୍ଯ୍ୟନ୍ତ ପାଠ ପଢ଼ିବାର ବ୍ୟବସ୍ଥା ରହିଛି । ବିଦ୍ୟାଳୟରେ ପଢ଼ିବା ପାଇଁ ଏକ ପ୍ରବେଶ ପରିକ୍ଷାରେ ଉତ୍ତିନ୍ନ ହେବାକୁ ପଡ଼େ । ସଫଳ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରେ ପଢ଼ିବା ପାଇଁ ଅନୁମତି ଦିଆଯାଏ । ଏହି ବିଦ୍ୟାଳୟରେ ସି.ବି.ଏସ୍.ଇ ପାଠ୍ୟ ଖସଡ଼ା ଅନୁସାରେ ପାଠ ପଢ଼ା ହୁଏ। ସମସ୍ତ ଉପକୃତ ଛାତ୍ରଛାତ୍ରୀଙ୍କୁ ନିଶୁଳ୍କ ପାଠ ପଢ଼ାହୁଏ ।

ଜବାହର ନବୋଦୟ ବିଦ୍ୟାଳୟ, ତରବୋଡ଼, ନୂଆଁପଡ଼ା
ଅବସ୍ଥାନ
ନୂଆଁପଡ଼ା, ଓଡ଼ିଶା, ଭାରତ
ବିବରଣୀ
ପ୍ରତିଷ୍ଠା ୧୯୯୬-୯୭
ସମ୍ପାଦକ ଜିଲ୍ଲାପାଳ, ନୂଆଁପଡ଼ା
ଅଧ୍ୟକ୍ଷ ଶ୍ରୀମତୀ ଦୀକ୍ଷାଜ୍ୟୋତି ମିଶ୍ର
ଶ୍ରେଣୀ ୬ଷ୍ଠରୁ ୧୨ଶ
ଛାତ୍ରଛାତ୍ରୀ ସଂଖ୍ୟା ୪୪୫
ପରିମିତି ୩୦ ଏକର
ୱେବସାଇଟ

ଇତିହାସ ସମ୍ପାଦନା

ଆଧାର ସମ୍ପାଦନା