ଛୋଟରାୟ ମାଝୀ
ଓଡ଼ିଆ ରାଜନୀତିଜ୍ଞ
ଛୋଟରାୟ ମାଝୀ (ମୃତ୍ୟୁ: ୩୦ ମଇ ୨୦୦୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଓଡ଼ିଶା ବିଧାନ ସଭାରେ ସେ ଉତ୍କଳ କଂଗ୍ରେସ, ଜନତା ପାର୍ଟି ଓ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଓଡ଼ିଶା ବିଧାନ ସଭାରେ ସେ ଜଣେ ବିଧାୟକ ଭାବରେ ୩ ଥର କାର୍ଯ୍ୟ କରିଥିଲେ । ୧୯୭୧, ୧୯୮୫ ଓ ୧୯୯୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ କେନ୍ଦୁଝର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ ଓଡ଼ିଶା ବିଧାନ ସଭା, ୯ମ ଓ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଛୋଟରାୟ ମାଝୀ | |
---|---|
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୧ – ୧୯୭୩ | |
ପୂର୍ବ ଅଧିକାରୀ | ଗୋବିନ୍ଦ ମୁଣ୍ଡା |
ପର ଅଧିକାରୀ | ଗୋବିନ୍ଦ ମୁଣ୍ଡା |
ନିର୍ବାଚନ ମଣ୍ଡଳୀ | କେନ୍ଦୁଝର |
ବିଧାୟକ: ୯ମ, ୧୦ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୫ – ୧୯୯୫ | |
ପୂର୍ବ ଅଧିକାରୀ | ଯୋଗେନ୍ଦ୍ର ନାୟକ |
ପର ଅଧିକାରୀ | ଯୋଗେନ୍ଦ୍ର ନାୟକ |
ନିର୍ବାଚନ ମଣ୍ଡଳୀ | କେନ୍ଦୁଝର |
ବ୍ୟକ୍ତିଗତ ସବିଶେଷ | |
ମୃତ୍ୟୁ | ୩୦ ମଇ ୨୦୦୩ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଜନତା ଦଳ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଉତ୍କଳ କଂଗ୍ରେସ, ଜନତା ପାର୍ଟି |
ଜୀବନ ସାଥୀ | କିଶୋରୀ ଦେବୀ |
ସନ୍ତାନ | ୧ ପୁଅ, ୩ ଝିଅ |
ବାପା/ବୋଉ | ଦାମନ ମାଝୀ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଆଧାର
ସମ୍ପାଦନା- ↑ "Late Chhotaray Majhi". odishaassembly.nic.in. Odisha Assembly. Retrieved 17 July 2019.