ଛାଞ୍ଚ:Welcome-anon
ପାଛୋଟା!
ଓଳିଗି, Welcome-anon ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛୁ, ଆପଣଙ୍କ ଅବଦାନ ପାଇଁ ଢେର ବଧାଇ ଆପଣ ଯାହା କରିଛନ୍ତି । ମୁଁ ଭାବୁଛି ଆପଣଙ୍କୁ ଏହି ଜାଗାଟି ଭଲ ଲାଗିବ ଆଉ ଆପଣ ଏଇଠି କିଛି କାମ କରିବାକୁ ଭଲ ପାଇବେ । ଏଇ କିଛି ଫରଦ ଆପଣଙ୍କୁ ଭଲ ଲାଗିପାରେ:
- ଉଇକିପିଡ଼ିଆର ପାଞ୍ଚଟି ଖମ୍ବ
- ଶିକ୍ଷଣ
- ଫରଦଟିଏ କେମିତି ବଦଳାଇବେ ଓ ଲେଖା ଗୁଡ଼ିକ କେମିତି ବଦଳାଇବେ
- ନିଜର ପ୍ରଥମ ଲେଖାଟି କେମିତି ଲେଖିବେ
- ମାନୁଆଲର ଶୈଳୀ
ଆପଣ ବିନା ଲଗ ଇନରେ କାମ କରିପାରିବେ, କିନ୍ତୁ ମୋ ମତରେ ଆପଣ ଖାତା ତିଆରି କରନ୍ତୁ। ଏହା ମାଗଣା, ବ୍ୟକ୍ତିଗତ ତଥ୍ୟ ଦରକାର ପଡିବନି, ଆଉ ବହୁ ସୁବିଧା ଯୋଗାଇଥାଏ, ଯେମିତି କି ନୂଆ ଲେଖା ତିଆରି କରିବା । ପୁରା ତଥ୍ୟ ଓ ନୂଆ ଖାତା ଖୋଲିବାର ସୁବିଧା ଜାଣିବା ପାଇଁ ଦୟାକରି ଏହି ପୃଷ୍ଠାଦେଖନ୍ତୁ । ଯଦି ଆପଣ ବିନା ଖାତାରେ କାମ କରିବେ, ତାହେଲେ ଆପଣଙ୍କ IP address (Welcome-anon) ହିଁ ଆପଣଙ୍କ ଚିହ୍ନା ଦେବ ।
ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗୁଛି ! ଟିକେ ଆଲୋଚନା ଫରଦରେ ନିଜ ନାଁ ଟା ଲେଖିଦିଅନ୍ତେ ଜଦି ଭଲ ହୁଅନ୍ତା ଆପଣଙ୍କ ଲେଖା ପରେ ଟିଲଡ଼େ ଚିନ୍ହଟିଏ ଦିଅନ୍ତୁ (~~~~); ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଜ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ମୋ ଆଲୋଚନା ଫରଦ କୁ ଯାଇ ମୋତେ ପଚାରିପାରିବେ, ନହେଲେ ଏଇ ଫରଦରେ ପ୍ରଶ୍ନ ଆଗରୁ ଏଇ କୋଡ {{help me}}
କପି କରି ପକାଇଦିଅନ୍ତୁ । ଆଉଥରେ, ପାଛୋଟି ନେଉଛି!
If you plan to make breaking changes to this template, move it, or nominate it for deletion, please notify Twinkle's users and maintainers at Wikipedia talk:Twinkle as a courtesy, as the standard installation of Twinkle adds and removes this template. Thank you! |
This template should always be substituted (i.e., use {{subst:Welcome-anon}}). |
This template should always be substituted (i.e., use {{subst:Welcome-anon}}). |
To use this template, add
{{subst:Welcome-anon}}
~~~~
to the user's talk page.
Parameters
ସମ୍ପାଦନା- Parameter 'art' = Article anon user positively contributed to:
{{subst:Welcome-anon|art=Radar detector}}
~~~~
See also
ସମ୍ପାଦନା- Template:Welcome-anon2 – this template with a level 2 header
- Wikipedia:Welcome templates.