ଚିର ବତୀ
ଏହି ପୃଷ୍ଠାଟି ଏବେ ତିଆରି ଚାଲିଛି ଓ ଏକ ନୂଆ ଉଇକିପିଡ଼ିଆ ଲେଖା ଭାବରେ ବ୍ୟବହାର ଓ ବଦଳ କରାଯାଉଅଛି । ଯଦି ଲେଖକ ଜଣକ ବଦଳ ଦ୍ଵନ୍ଦ, ଅଦରକାରୀ ପ୍ରକ୍ରିୟା, ବିପଥଗାମୀ ଚେଷ୍ଟା ଓ ଅନ୍ୟାନ୍ୟ ଦ୍ଵନ୍ଦକୁ ଏଡ଼ାଇବା ନିମନ୍ତେ କେଉଁଠି ସମ୍ଭବ ବୋଲି ପଚାରି ଥାନ୍ତି, ତେବେ ପୃଷ୍ଠାଟିରେ କିଛି ବଦଳାନ୍ତୁ ନାହିଁ ବା ତାହାକୁ ଲିଭାଇବା ପାଇଁ ବାଛନ୍ତୁ ନାହିଁ ଯେହେତୁ ଏହା ଲେଖାର ଆରମ୍ଭ ଅବସ୍ଥାରେ ଅଛି । ଯଦି ଲେଖାଟି କେଇ ଘଣ୍ଟାଧରି ବଦଳା ଯାଇନାହିଁ ତେବେ ଏହି ଛାଞ୍ଚଟିକୁ ବାହାର କରିଦିଅନ୍ତୁ |
ଚିର ବତୀ ଭାରତ-ପାକିସ୍ଥାନ ସୀମାରେ ଥିବା ଭାରତ ଗୁଜରାଟ ରାଜ୍ୟର କଚ୍ଛ ଜିଲ୍ଲାର କଚ୍ଛ-ରଣର ମୌସୁମୀ ଜଳାଶୟ ନିକଟସ୍ଥ ବଣି ଘାସଭୂମି ଏବଂ ମତ୍ସ୍ଯ ଲବଣାକ୍ତ ସମତଳ ନିକଟସ୍ଥ ମରୁଭୂମିର ଏକ ପ୍ରକାର ଭୂତ-ଆଲୋକ ।[୧][୨] ସ୍ଥାନୀୟ ଗ୍ରାମବାସୀ ଏହି ଆଲୋକକୁ ଚିର ବତୀ କହନ୍ତି । କଚ୍ଛୀ-ସିନ୍ଧୀ ଭାଷାରେ ଚିରର ଅର୍ଥ ଭୂତ ଓ ବତୀର ଅର୍ଥ ଆଲୋକ ।[୧]
References
ସମ୍ପାଦନା- ↑ ୧.୦ ୧.୧ Ghost lights that dance on Banni grasslands when it’s very dark; by D V Maheshwari; August 28, 2007; The Indian Express Newspaper
- ↑ "I read somewhere that on dark nights there are strange lights that dance on the Rann. The locals call them cheer batti or ghost lights. It’s a phenomenon widely documented but not explained." SOURCE: Stark beauty (Rann of Kutch); Bharati Motwani; September 23, 2008; India Today Magazine, Cached: Page 2 of 3 page article with these search terms highlighted: cheer batti ghost lights rann kutch [୧][permanent dead link], Cached: Complete View - 3 page article seen as a single page [୨]