ଚାନ୍ଦ ବାଓରି

ପାହାଚକୂପ

ଚାନ୍ଦ ବାଉରି ଗୋଟିଏ ପାହାଚ କୂଅ ରାଜସ୍ଥାନର ଜୟପୁର ନିକଟରେ ଥିବା ଅଭାନେରି ଗ୍ରାମରେ ଅଛି ।

Chand Baori, in the village of Abhaneri near Bandikui, Rajasthan.

ଭୌଗୋଳିକ ଅବସ୍ଥିତି ସମ୍ପାଦନା

ଅଭାନେରି ଗ୍ରାମ ରାଜସ୍ଥାନର ଦଉସା ଜିଲ୍ଲାରେ ଅବସ୍ଥିତ ।  ଏହି ଗ୍ରାମଟି ରାଜସ୍ଥାନ ଠାରୁ ୯୫ କି ମି ଦୂରରେ ଯଇପୁର ଆଗ୍ରା ରାସ୍ତାରେ ଅଛି ।  ଚାନ୍ଦ ବାଉରି ହରସ‌ତ ମାତା ମନ୍ଦିରର ବିପରୀତ ଦିଗରେ ଅବସ୍ଥିତ ଆଉ ଏହା ୮୦୦ ଏ ଡିରେ ତିଆରି ହୋଇଥିଲା ।  ଏଥିରେ ୩୫୦୦ଟି ସିଡ଼ି ଅଛି ।[୧][୨]

ବିଶେଷତ୍ୱ ସମ୍ପାଦନା

୩୫୦୦ ପାହାଚ ଏବଂ ୧୩ ମହଲା ବିଶିଷ୍ଟ ଏହି କୂଅ ରାଜସ୍ଥାନର ଏକ ଦର୍ଶନୀୟ ସ୍ଥାନ ସହିତ ଦେଶର ବୃହତ୍ତମ ତଥା ଗଭୀରତମ କୂଅ । କୂଅର ନିମ୍ନ ସ୍ତରରେ ଜଳର ତାପମାତ୍ରା ସାଧାରଣତଃ ଉପରସ୍ତରର ଜଳଠାରୁ ୫ରୁ ୬ ଡିଗ୍ରୀ ଶୀତଳ ଅଟେ । ଏହି ସ୍ଥାନର ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଏଠାରେ ଭୁଲ ଭୁଲ୍ଲେୟା(Bhool Bhulaiyaa) ସହ ଅନ୍ୟ କେତେକ ଚଳଚ୍ଚିତ୍ର ଶୁଟିଂ କରାଯାଇଛି ।

ଆଧାର ସମ୍ପାଦନା

  1. Livingston, Morna (2002). Steps to Water: The Ancient Stepwells of India. Princeton Architectural Press. ISBN 1568983247. Retrieved 2012-01-07.
  2. panther pink?. "Chand Baori, Abhaneri, Rajasthan". Flickr. Retrieved 2012-01-07.