ଚମ୍ପାପୁର
ଭାରତରେ ଗ୍ରାମ
ଚମ୍ପାପୁର ଭାରତୀୟ ରାଜ୍ୟ ବିହାରର ନରକଟିଗଞ୍ଜ ସବ୍ଡିଭିଜନର ଏକ ଗ୍ରାମ । ଏହା ନରକଟିଗଞ୍ଜ ଠାରୁ 15 କିଲୋମିଟର ତଥା ପାଟଣା ଠାରୁ 230 କିଲୋମିଟର ।
ଚମ୍ପାପୁର | |
---|---|
Village | |
Country | ![]() |
State | Bihar |
District | West Champaran |
Block | Narkatiaganj |
Languages | |
ସମୟ ମଣ୍ଡଳ | UTC+5:30 (IST) |
ପିନ କୋଡ଼ | 845451 |
Telephone code | 06254 |
ଗାଡ଼ି ପଞ୍ଜିକରଣ | BR-22 |
Nearest city | Narkatiaganj |
Climate | Normal |
ୱେବସାଇଟ | [୧] |
ଜନସଂଖ୍ୟା ସମ୍ପାଦନ କରନ୍ତୁ
2011 ଜନଗଣନା ଅନୁସାରେ ଏହାର ଜନସଂଖ୍ୟା 1587 ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 53 % ଥିଲା ବେଳେ ମହିଳା ସଂଖ୍ୟା 46 % ଥିଲା । ଏହାର ସାକ୍ଷ୍ୟରତା ହାର ମାତ୍ର 47.82 % ଯାହା ଜାତୀୟ ହାର ଠାରୁ ଢେର କମ ରହିଥିଲା । 6 ବର୍ଷରୁ କମ ଆବାଦୀ 22 % ହେଇଥିଲା ବେଳେ ସମୁଦାଯ ପରିବାର ସଂଖ୍ୟା 290 ରହିଥିଲା । .[୧]
ଶ୍ରୀ ଚମ୍ପାପୁର ଦିଗମ୍ବର ଜୈନ ସିଦ୍ଧ କ୍ଷେତ୍ର ସମ୍ପାଦନ କରନ୍ତୁ
ଏଠାରେ ଥିବା ଶ୍ରୀ ଚମ୍ପାପୁର ଦିଗମ୍ବର ଜୈନ ସିଦ୍ଧ କ୍ଷେତ୍ର 2500 ବର୍ଷ ପ୍ରାଚୀନ । ଜୈନ ଧର୍ମର 12 ତମ ତିରଥଙ୍କର ଭଗବାନ ବସୁପୂଜ୍ୟ ଏଠାରେ ମୁଖ୍ୟ ଆରାଧ୍ୟ । ଏହାକୁ ବସୁପୂଜ୍ୟଙ୍କ ଜନ୍ମସ୍ଥାଳୀ କୁହାଯାଏ । ଏଠାରେ ସମସ୍ତ 5 ପ୍ରକାରର କଲ୍ୟାଣକ କରାଯାଇଥାଏ । ଏଠାରେ ଗର୍ଭ , ଜନମ , ଟପା , କେଭଳଜ୍ଞାନ ଓ ମୋକ୍ଷ ସବୁ ରୀତି ପାଳନ କରାଯାଇଥାଏ ।
2014 ମସିହାରେ ଏଠାରେ ବସୁପ୍ରିୟଙ୍କ 31 ଫୁଟ ଉଛ ପ୍ରତିକୃତି ସ୍ଥାପନ କରାଯାଇଥିଲା ।
Referencesସମ୍ପାଦନ କରନ୍ତୁ
- ↑ "Census of India 2011". Retrieved 12 March 2014.