ଚନ୍ଦ୍ରଭାନୁ ସିଂହ ଦେଓ
ଓଡ଼ିଆ ରାଜନୀତିଜ୍ଞ
ଚନ୍ଦ୍ରଭାନୁ ସିଂହ ଦେଓ (୧୪ ଅକ୍ଟୋବର ୧୯୩୯ - ୧୬ ସେପ୍ଟେମ୍ବର ୧୯୯୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କୋକସରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଚନ୍ଦ୍ରଭାନୁ ସିଂହ ଦେଓ | |
---|---|
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୪ – ୧୯୭୭ | |
ନିର୍ବାଚନ ମଣ୍ଡଳୀ | କୋକସରା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୪ ଅକ୍ଟୋବର ୧୯୩୯ |
ମୃତ୍ୟୁ | ୧୬ ସେପ୍ଟେମ୍ବର ୧୯୯୪ | (ବୟସ ୫୪)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ସ୍ୱତନ୍ତ୍ର ପାର୍ଟି |
ଜୀବନ ସାଥୀ | ରଶ୍ମି ଦେବୀ |
ବାପା/ବୋଉ | ବିରେନ୍ଦ୍ରନାଥ ସିଂହଦେଓ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାଚନ୍ଦ୍ରଭାନୁ ସିଂହ ଦେଓ ୧୯୩୯ ମସିହାର ଅକ୍ଟୋବର ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବିରେନ୍ଦ୍ରନାଥ ସିଂହଦେଓ ଓ ପତ୍ନୀଙ୍କ ନାମ ରଶ୍ମି ଦେବୀ ।[୧]
ରାଜନୈତିକ ଜୀବନ
ସମ୍ପାଦନାଚନ୍ଦ୍ରଭାନୁ ସିଂହ ଦେଓ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟି କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
ସମ୍ପାଦନାଚନ୍ଦ୍ରଭାନୁ ସିଂହ ଦେଓ ୧୯୯୪ ମସିହାର ସେପ୍ଟେମ୍ବର ୧୬ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା ।
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Shri Chandrabhanu Singh Deo". odishaassembly.nic.in. Odisha Assembly. Retrieved 1 October 2022.