ଚନ୍ଦନେଶ୍ୱର ମନ୍ଦିର

ଚନ୍ଦନେଶ୍ୱର ଶିବ ମନ୍ଦିର ବାଲେଶ୍ୱର ଜିଲ୍ଲାର ଏକ ପ୍ରମୁଖ ଶିବ ମନ୍ଦିର । ଓଡ଼ିଆ ନୂଆବର୍ଷ ପଣା ସଂକ୍ରାନ୍ତି ଦିନ ଏଠାରେ ଏକ ବିରାଟ ମେଳାର ଆୟୋଜନ କରାଯାଏ । ଏହାକୁ "ଚଡକ ମେଳା" କୁହାଯାଏ l ଅନେକ ଭକ୍ତ ଓଡ଼ିଶା ଓ ଆଖପାଖ ରାଜ୍ୟରୁ ଏଠାକୁ ଏହିଦିନ ଆସିଥାନ୍ତି ।

ଚନ୍ଦନେଶ୍ୱର ଶିବ ମନ୍ଦିର

ଅବସ୍ଥିତି ସମ୍ପାଦନା

ଏହା ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ଅବସ୍ଥିତ । ଏଠାକୁ ବାଲେଶ୍ୱର, ଜଳେଶ୍ୱର ଓ ପଶ୍ଚିମବଙ୍ଗର ଦିଘାଠାରୁ ଗମନାଗମନର ସୁବିଧା ଅଛି ।

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

ବାହାର ଆଧାର ସମ୍ପାଦନା

ଛାଞ୍ଚ:ବାଲେଶ୍ୱର