ଚକ୍ରାତା
ଚକ୍ରାତା , ଭାରତୀୟ ରାଜ୍ୟ ଉତ୍ତରାଖଣ୍ଡର ଏକ କାଣ୍ଟନମେଣ୍ଟ ସହର । ଏହା ଯମୁନା ନଦୀ ଓ ଟନ ନଦୀ ମଧ୍ୟ ସ୍ଥଳରେ ରହିଛି । ଏହା ରାଜ୍ୟ ରାଜଧାନୀଠାରୁ 98 କିଲୋମିଟର ଦୂର ଓ ଏହା ସମୁଦ୍ରପତ୍ତନଠାରୁ 7000 ଫୁଟ ଉଛରେ ରହିଛି । ଏଠାରେ ବ୍ରିଟିଶ ସମୟରେ ମଧ୍ୟ କାଣ୍ଟନମେଣ୍ଟ ରହିଥିଲା ।
Chakrata
चक्राता | |
---|---|
Town | |
चकराता | |
Country | India |
State | Uttarakhand |
District | Dehradun |
Elevation | 2,118 m (6,949 ft) |
Population (2001) | |
• Total | ୩,୪୯୮ |
Languages | |
Time zone | UTC+5:30 (IST) |
ଯାନବାହାନ ପଞ୍ଚୀକରଣ | UK |
Website | uk |
ଇତିହାସ
ସମ୍ପାଦନାଜନସଂଖ୍ୟା
ସମ୍ପାଦନା2001 ଜନଗଣନା ଅନୁସାରେ ଚକ୍ରାତା କାଣ୍ଟନମେଣ୍ଟର ଜନସଂଖ୍ୟା30,102. ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 52 %ଥିବା ବେଳେ ମହିଳା ସଂଖ୍ୟା 48% ଥିଲା । ଏଠାରେ ସାକ୍ଷ୍ୟରତା ହାର 79% ରହିଥିଲା ।ଏହା ଜାତୀୟ ହାରଠାରୁ ଅଧିକ । ଚକ୍ରାତା କାଣ୍ଟନମେଣ୍ଟରେ 6 ବର୍ଷରୁ କମ ଆବାଡୀ 10% ଥିଲା ।
ଆଧାର
ସମ୍ପାଦନାବାହାର ଲିଙ୍କ
ସମ୍ପାଦନା- Chakrata Tahsil & Town, The Imperial Gazetteer of India, v. 10, p. 125., 1909
- Chakrata Tourism
- Chakrata on wikimapia
- [୧] Chakrata Travel Guide
- ↑ "ଆର୍କାଇଭ୍ କପି". Archived from the original on 2015-03-27. Retrieved 2016-12-28.
{{cite web}}
: Cite has empty unknown parameter:|1=
(help)