ଚକ୍ରାତା
ଚକ୍ରାତା , ଭାରତୀୟ ରାଜ୍ୟ ଉତ୍ତରାଖଣ୍ଡର ଏକ କାଣ୍ଟନମେଣ୍ଟ ସହର । ଏହା ଯମୁନା ନଦୀ ଓ ଟନ ନଦୀ ମଧ୍ୟ ସ୍ଥଳରେ ରହିଛି । ଏହା ରାଜ୍ୟ ରାଜଧାନୀ ଠାରୁ 98 କିଲୋମିଟର ଦୂର ଓ ଏହା ସମୁଦ୍ରପତ୍ତାନ ଠାରୁ 7000 ଫୁଟ ଉଛରେ ରହିଛି । ଏଠାରେ ବ୍ରିଟିଶ ସମୟରେ ମଧ୍ୟ କାଣ୍ଟନମେଣ୍ଟ ରହିଥିଲା ।
Chakrata चक्राता | |
---|---|
Town | |
चकराता | |
Country | ![]() |
State | Uttarakhand |
District | Dehradun |
Elevation | 2,118 m (6,949 ft) |
ଜନସଂଖ୍ୟା (2001) | |
• ମୋଟ | ୩,୪୯୮ |
Languages | |
ସମୟ ମଣ୍ଡଳ | UTC+5:30 (IST) |
ଗାଡ଼ି ପଞ୍ଜିକରଣ | UK |
ୱେବସାଇଟ | uk |
ଇତିହାସ ସମ୍ପାଦନ କରନ୍ତୁ
ଫାଇଲ:Chakratha panorama.jpg
Panorama of Chakrata
ଜନ ଆବାଦୀ ସମ୍ପାଦନ କରନ୍ତୁ
2001 ଜନଗଣନା ଅନୁସାରେ ଚକ୍ରାତା କାଣ୍ଟନମେଣ୍ଟର ଜନସଂଖ୍ୟା30,102. ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 52 %ଥିବା ବେଳେ ମହିଳା ସଂଖ୍ୟା 48% ଥିଲା । ଏଠାରେ ସାକ୍ଷ୍ୟରତା ହାର 79% ରହିଥିଲା ।ଏହା ଜାତୀୟ ହାର ଠାରୁ ଅଧିକ । ଚକ୍ରାତା କାଣ୍ଟନମେଣ୍ଟରେ 6 ବର୍ଷରୁ କମ ଆବାଡୀ 10% ଥିଲା ।