ଗୌତମ ଗମ୍ଭୀର

ଭାରତୀୟ କ୍ରିକେଟ ଖେଳାଳି

ଗୌତମ ଗମ୍ଭୀର(ଜନ୍ମ ୧୪ ଅକ୍ଟୋବର ୧୯୮୧) ଭାରତୀୟ କ୍ରିକେଟ ଦଳର ଜଣେ ସଦସ୍ୟ । ସେ ହେଉଛନ୍ତି ବାମହାତି ବ୍ୟଟ୍ସମ୍ୟାନ । ଦିଲ୍ଲୀ ତରଫରୁ ସେ ଘରୋଇ କ୍ରିକେଟ ଖେଳନ୍ତି । ବର୍ତ୍ତମାନ ସେ କଲିକତା ନାଇଟ ରାଇଡ଼ର ଆଇପିଏଲ ଦଳର ଅଧିନାୟକ । ସେ ହେଉଛନ୍ତି ପ୍ରଥମ ଭାରତୀୟ ଏକ ମାତ୍ର ବ୍ୟଟ୍ସମ୍ୟାନ ଯିଏ କ୍ରମାଗତ ଭାବେ ୫ଟି ଟେଷ୍ଟରେ ଶତକ ମାରିଥିଲେ । ୨୦୧୯ରେ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ସମ୍ମାନୀତ କରାଯାଇଥିଲା ।[୧] ସେହି ୨୦୧୯ ମସିହାର ମାର୍ଚ୍ଚ ମାସରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇ ରାଜନୀତିରେ ପ୍ରବେଶ କରିଥିଲେ ।[୨]

Gautam Gambhir
Gambhir at a book launch in 2012.
ବ୍ୟକ୍ତିଗତ ତଥ୍ୟ
ଜନ୍ମ (1981-10-14) ୧୪ ଅକ୍ଟୋବର ୧୯୮୧ (ବୟସ ୪୨)
New Delhi, Delhi, India
ଡାକ ନାମGauti
ଉଚ୍ଚତା5 ft 6 in (1.68 m)
ବ୍ୟାଟିଂ ପ୍ରକାରLeft-handed
ବୋଲିଂ ପ୍ରକାରRight-arm leg break
ଭୂମିକାOpening batsman
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ (cap 249)3 November 2004 v Australia
ଶେଷ ଟେଷ୍ଟ17 December 2012 v England
ପ୍ରଥମ ଦିନିକିଆ (cap 149)11 April 2003 v Bangladesh
ଶେଷ ଦିନିକିଆ27 January 2013 v England
ପ୍ରଥମ ଟି୨୦ (cap 12)13 September 2007 v Scotland
ଶେଷ ଟି୨୦28 December 2012 v Pakistan
ଘରୋଇ ଦଳ ତଥ୍ୟ
YearsTeam
1999/00–presentDelhi
2008–2010Delhi Daredevils
2011–presentKolkata Knight Riders
Career statistics
ପ୍ରତିଯୋଗିତା Test ODI FC LA
ମ୍ୟାଚ ସଂଖ୍ୟା 54 147 156 257
ମୋଟ ରନ 4,021 5,238 12,256 8,815
ବ୍ୟାଟିଂ ହାର 44.18 39.68 50.64 37.99
ଶତକ/ଅର୍ଦ୍ଧଶତକ 9/21 11/34 33/50 19/54
ସର୍ବାଧିକ ରନ 206 150* 233* 150*
ବଲ ସଂଖ୍ୟା 12 6 397 37
ଉଇକେଟ 0 7 1
ବୋଲିଂ ହାର 40.14 36.00
ଇନିଙ୍ଗସରେ ୫ଟି ଉଇକେଟ 0 0
ମ୍ୟାଚରେ ୧୦ଟି ଉଇକେଟ n/a 0
ସବୁଠୁ ଭଲ ବୋଲିଂ 3/12 1/7
କ୍ୟାଚ/ଷ୍ଟମ୍ପିଙ୍ଗ 38/– 36/– 87/– 68/–
Source: Cricinfo, 13 March 2013

ବ୍ୟକ୍ତିଗତ ଜୀବନ ସମ୍ପାଦନା

ଗମ୍ଭୀର ହେଉଛନ୍ତି ଦୀପକ ଗମ୍ଭୀର ଓ ସୀମା ଗମ୍ଭୀରଙ୍କ ସୁପୁତ୍ର । ଦଶମ ଶ୍ରେଣୀ ସେ ମଡନ ସ୍କୁଲ(ଦିଲ୍ଲୀ)ରୁ ପାସ କରିଥିଲେ । ଗମ୍ଭୀର ସଞ୍ଜୟ ଭାରଦ୍ୱାଜଙ୍କଠାରୁ କୋଚିଙ୍ଗ ନେଇଥିଲେ । ଅକ୍ଟୋବର ୨୦୧୧ରେ ସେ ନତାଶା ଜୈନଙ୍କୁ ବିବାହ କରିଥିଲେ ।

ଆଧାର ସମ୍ପାଦନା

  1. http://www.dharitri.com/main/news/95946
  2. Dharitri. "କ୍ରିକେଟ ପଡ଼ିଆ ଛାଡି ରାଜନୀତିରେ ଯୋଗ ଦେଲେ ଗୌତମ ଗମ୍ଭୀର: ଭାଜପାରେ ସାମିଲ". Dharitri.com (in ଇଂରାଜୀ). Retrieved 2019-03-22.