ଗୋଲପଡ଼ା ଏକ ଭାରତୀୟ ପୌର ବୋର୍ଡ଼ ଅଟେ । ଏହା ଆସାମର ଗୋଅଲ୍ପର ଜିଲ୍ଲାରେ ଅବସ୍ଥିତ ।

Goalpara
city
ଦେଶ India
ରାଜ୍ୟAssam
ଜିଲ୍ଲାGoalpara
Government
 • BodyGoalpara Municipality Board
Elevation
35 m (115 ft)
Population
 (2001)
 • Total୪୮,୯୧୧
ଭାଷା
 • ସରକାରୀAssamese
Time zoneUTC+5:30 (IST)
PIN
Websitegoalpara.gov.in

ଭୌଗଳିକ ଅବସ୍ଥିତି

ସମ୍ପାଦନା

ଗୋଲପଡ଼ା ୨୬.୧୭୬୭ ଉତ୍ତର ଅକ୍ଷାଂଶ ଓ ୯୦.୬୨୬୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୦୧ ଫୁଟ ଉଚ୍ଚତାରେ ରହିଛି ।[]

ଜନସଂଖ୍ୟା ଓ ସାକ୍ଷରତା

ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଗୋଲପଡ଼ା ସହରର ମୋଟ ଜନସଂଖ୍ୟା ୪୮୯୧୧ ଅଟେ ।[] ସେଥି ମଧ୍ୟରୁ ୫୧.୬୦% ଜଣ ପରୁଷ ହୋଇଥିବା ବେଳେ ୪୮.୪୦% ଜଣ ନାରୀ ଅଟନ୍ତି । ଗୋଲପଡ଼ାର ସାକ୍ଷରତା ହାର ୬୮.୫୦% ଅଟେ । ଏହା ଜାତୀୟ ହାରଠାରୁ ୩.୬୬% ପ୍ରତିଶତ କମ ଅଟେ । ସେଥିରୁ ୩୭.୪୭% ପ୍ରତିଶତ ପୁରୁଷ ଓ ୩୧.୦୩% ନାରୀ ଅଟନ୍ତି । ୧୨.୨୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[]

ଅହମିଆ ଗୋଲପଡ଼ାର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ

ସମ୍ପାଦନା
  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

ସମ୍ପାଦନା