ଗୋପାଳ ଦତ୍ତ

ଭାରତୀୟ ଅଭିନେତା ଓ ଲେଖକ

ଗୋପାଳ ଦତ୍ତ ଜଣେ ଭାରତୀୟ ଅଭିନେତା ଓ ଲେଖକ । ୧୯୯୯ ମସିହାରେ ସେ ଜଣେ ଥିଏଟର କଳାକାର ଭାବରେ କାମ କରିବା ଆରମ୍ଭ କରିଥିଲେ । ୨୦୦୧ ମସିହାରେ ସେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ମୁଝେ କୁଚ୍ଛ୍ କେହନା ହୈତେରେ ନାମ୍, ସାମ୍ରାଟ ଏଣ୍ଡ୍ କୋ ଏବଂ ଜାତୀୟ ଜଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ କଥାଚିତ୍ର ଫିଲ୍ମିସ୍ତାନ ଭଳି ଉଲ୍ଲଖନୀୟ ହିନ୍ଦୀ କଥାଚିତ୍ରରେ ଅଭିନୟ କରିଛନ୍ତି ।[]

ଗୋପାଳ ଦତ୍ତ
ଜନ୍ମ
ଜାତୀୟତାଭାରତୀୟ
ବୃତ୍ତିସମୂହ
  • ଅଭିନେତା
  • ଲେଖକ

ପ୍ରାରମ୍ଭିକ ଜୀବନ

ସମ୍ପାଦନା

ସେ ନୈନିତାଲରେ ଜନ୍ମଗ୍ରହଣ କରିଥିଲେ ଏବଂ ସେଠାରେ ତାଙ୍କ ହାଇସ୍କୁଲ ଶିକ୍ଷା ଶେଷ ହୋଇଥିଲା । ସେ ରସାୟନ ବିଜ୍ଞାନରେ ସ୍ନାତକ କରିଛନ୍ତି । ସ୍ନାତକ ପରେ ସେ ଦିଲ୍ଲୀସ୍ଥିତ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରୁ ଶିକ୍ଷାଗ୍ରହଣ କରିଥିଲେ ଏବଂ ୧୯୯୯ ମସିହାରେ ଉତ୍ତୀର୍ଣ୍ଣ ହୋଇଥିଲେ । ସେ ଅନେକ ଥିଏଟରରେ ଅଭିନୟ କରିଥିଛନ୍ତି ।

ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରୁ ଉତ୍ତୀର୍ଣ୍ଣ ହେବା ପରେ ସେ ଦିଲ୍ଲୀରୁ ମୁମ୍ବାଇ ଯାଇଥିଲେ । ୨୦୦୧ ମସିହାରେ ସେ ହିନ୍ଦୀ କଥାଚିତ୍ର ମୁଝେ କୁଛ୍ କେହେନା ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ କିଛି ଜଣାଶୁଣା ହିନ୍ଦୀ କଥାଚିତ୍ରରେ କାମ କରିବା ସହିତ ଏକ ଫିଲ୍ମ ଫେଷ୍ଟିଭାଲରେ ଜୁରି ଭାବରେ କାର୍ଯ୍ୟ କରିଥିଲେ ।[][] ସେ କିଛି ୱେବ୍ ସିରିଜ୍‌ରେ ମଧ୍ୟ କାମ କରିଛନ୍ତି, ଯେଉଁଥିରେ ଟିଭିଏଫ୍, ଆରେ, ଭୁଟ୍, ଏଆଇବି ଭଳି ସଂସ୍ଥା ସହ କାମ କରିଛନ୍ତି ।[]

  1. pandolin.comI Consciously Refused As Many As A Dozen Film Offers Gopal Datt, pandolin.com, 2016, archived from the original on 16 September 2018, retrieved 5 April 2018
  2. "a short 2014 - Bing". binged.it (in ଇଂରାଜୀ). Retrieved 2018-09-18.
  3. "Ramkishan Suthar". IMDb. Retrieved 2018-09-18.
  4. indianexpress Sahadevan, Sonup (3 September 2016). "Gopal Dutt in Chukiyagiri". Archived from the original on 14 April 2018. Retrieved 5 April 2018.

ବାହାର ଲିଙ୍କ୍

ସମ୍ପାଦନା