ଗୁଗ୍ଲୈଲୋମ ମାର୍କୋନୀ
ଗୁଗ୍ଲୈଲୋମ ମାର୍କୋନୀ(୧୮୭୪ ଏପ୍ରିଲ ୨୫ - ୧୯୩୭ ଜୁଲାଇ ୨୦) ଜଣେ ଇଟାଲୀୟ ଉଦ୍ଭାବକ।ତାଙ୍କୁ ଦୂରବର୍ତ୍ତୀ ରେଡ଼ିଓର ସ୍ରଷ୍ଟା ବୋଲି କୁହାଯାଏ।ସେ ମାର୍କୋନୀ ଆଇନ ଏବଂ ରେଡିଓ ଟେଲିଗ୍ରାଫ ବ୍ୟବସ୍ଥା ଉଦ୍ଭାବନ କରିଥିଲେ।ତାଛଡା ରେଡ଼ିଓ ଉଦ୍ଭାବନର ଶ୍ରେୟ ମଧ୍ୟ ତାଙ୍କୁ ମିଳିଥିଲା।[୧]
ଗୁଗ୍ଲୈଲୋମ ମାର୍କୋନୀ | |
---|---|
ଜନ୍ମ | |
ମୃତ୍ୟୁ | ୨୦ ଜୁଲାଇ ୧୯୩୭ ରୋମ, ଇଟାଲୀ | (ବୟସ ୬୩)
ଜାତୀୟତା | ଇଟାଲୀୟନ |
ଶିକ୍ଷାନୁଷ୍ଠାନ | ୟୁନିଭରସିଟି ଅଫ ବୋଲୋଗ୍ନା |
ପ୍ରସିଦ୍ଧି | ରେଡିଓ |
ପୁରସ୍କାର | ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର (୧୯୦୯) |
ଦସ୍ତଖତ | |
ମାର୍କୋନୀ ବହୁତ କମ ପାଠ ପଢ଼ିଥିଲେ।ସେ ନିଜ ପିତାଙ୍କର ଥିବା ଲାଇବ୍ରେରୀରେ ଥିବା ପୁସ୍ତକ ପଢ଼ି ଅଧିକ ଜ୍ଞାନ ଆହାରଣ କରିଥିଲେ।ସେ ବିଦ୍ୟୁତ ଉପରେ ଥିବା ତଥ୍ୟ ପୁସ୍ତକ ଅଧିକାଂଶ ପଢ଼ିଥିଲେ।ଔପଚାରିକ ଶିକ୍ଷା ଗ୍ରହଣ କରିବା ପାଇଁ ସେ ବାଲୋଗ୍ନା ବିଶ୍ୱବିଦ୍ୟାଳୟକୁ ଯାଇଥିଲେ।ପରେ ସେ ବିଶିଷ୍ଟ ବୈଜ୍ଞାନିକ ଅଗଷ୍ଟୋ ରିଘିଙ୍କ ଅଧିନରେ ପାଠପଢ଼ିବା ସହ ଇଲେକ୍ଟୋମ୍ୟାଗ୍ନେଟିକ ୱ୍ଏଭ (ବିଦ୍ୟୁତଚୁମ୍ବକୀୟ ତରଙ୍ଗ) ଉପରେ ଗବେଷଣା କଲେ।
ଉଦ୍ଭାବନ ଓ ସଫଳତା
ସମ୍ପାଦନା୧୮୯୫ ମସିହାରେ ମାତ୍ର ୨୧ ବର୍ଷ ବୟସରେ ସେ ଏହି ବିଦ୍ୟୁତଚୁମ୍ବକୀୟ ତରଙ୍ଗ ବ୍ୟବହାର କରି ନିଜ ଘରଠାରୁ ଅଳ୍ପ ଦୂରରେ ଥିବା କାର୍ଯ୍ୟସ୍ଥଳୀରେ ବେଲ୍ ବଜାଇପାରିଥିଲେ।ଏହା ପରେ ସେ ଆଣ୍ଟିନା ବ୍ୟବହାର କରି ସେ ଦୁଇ ମାଇଲ ପର୍ଯ୍ୟନ୍ତ ସିଗନାଲ୍ ପଠେଇ ପାରିଥିଲେ।ତାଙ୍କଦ୍ୱାରା ଉଦ୍ଭାବିତ ବ୍ୟବସ୍ଥାକୁ ଇଟାଲୀର ଡାକ ଓ ତାର ବିଭାଗ ଗ୍ରହଣ କରିନଥିଲା।ତେଣୁ ସେ ଏହି ସଫଳତାକୁ ଇଂଲଣ୍ଡରେ ପହଞ୍ଚାଇଥିଲେ।ସେଠାରେ ସାହାଯ୍ୟ ଓ ସମର୍ଥନ ପାଇବାପରେ ସେ ୩୨ ମାଇଲ ଦୂର ଥିବା ସ୍ଥାନକୁ ୱ୍ଏୟାରଲେସ ସିଗନାଲ ପଠେଇଥିଲେ।ତାଙ୍କଦ୍ୱାରା ଉଦ୍ଭାବିତ କୈଶଳ ମଧ୍ୟ ବ୍ୟବସାୟିକ ସଫଳତା ଲାଭ କରିଥିଲା।ସେ ଆମେରିକାରେ ପ୍ରତିଷ୍ଠା କରିଥିଲେ ଏକ ୱ୍ଏୟାରଲେସ ସିଗନାଲ କମ୍ପାନୀ।ମାତ୍ର ପରବର୍ତ୍ତୀ ସମୟରେ ଆମେରିକା ସରକାର ତାକୁ ନିଜ ଅଧିନକୁ ନେଇଥିଲେ।ବ୍ରିଟେନରେ ଥିବା ତାଙ୍କର ଏକ କମ୍ପାନୀ ସର୍ବସାଧାରଣ ରେଡିଓ ପ୍ରସାରଣ ସେବା ଆରମ୍ଭ କରିଥିଲେ।ପରେ ତାହା ବିବିସି ନାମରେ ପରିଚିତ ହେଇଥିଲା।[୨][୩]
ବିଶ୍ୱରେ ବିଭିନ୍ନ ସ୍ଥାନରେ ଥିବା ବ୍ରିଟିଶ କଲୋନୀ ସହ ଯୋଗାଯୋଗ ପାଇଁ ସେ ୧୯୨୪ରେ ଇଂଲଣ୍ଡର କେତେକ ସ୍ଥାନରେ ୱ୍ଏୟାରଲେସ ଷ୍ଟେସନ ପ୍ରତିଷ୍ଠା କରିଥିଲେ।ରୋମରେ ମଧ୍ୟ ପୋପଙ୍କ ବାର୍ତ୍ତା ପ୍ରସାରଣ ପାଇଁ ରେଡିଓ ସେବା ଆରମ୍ଭ କରିଥିଲେ।
ପୁରସ୍କାର
ସମ୍ପାଦନାୱ୍ଏୟାରଲେସ ଟେଲିଗ୍ରାଫର ବିକାଶ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ୧୯୦୯ରେ ନୋବେଲ ପୁରସ୍କାର ପାଇଥିଲେ।
୧୯୩୭ ମସିହାରେ ଜୁଲାଇ ୨୦ତାରିଖରେ ହୃଦଘାତରେ ତାଙ୍କର ପରଲୋକ ହେଇଥିଲା।[୪]
ଆଧାର
ସମ୍ପାଦନା- ↑ http://ieeexplore.ieee.org/xpl/articleDetails.jsp?arnumber=4137304
- ↑ http://www.biography.com/people/guglielmo-marconi-9398611
- ↑ "ଆର୍କାଇଭ୍ କପି". Archived from the original on 2013-12-02. Retrieved 2012-07-30.
{{cite web}}
: Cite has empty unknown parameter:|1=
(help) - ↑ http://www.nobelprize.org/nobel_prizes/physics/laureates/1909/marconi-bio.html
ବାହାର ତଥ୍ୟ
ସମ୍ପାଦନା- Wikimedia
- Chisholm, Hugh, ed. (1922). . Encyclopædia Britannica (12th ed.). London & New York.
{{cite encyclopedia}}
: Cite has empty unknown parameters:|HIDE_PARAMETER4=
,|HIDE_PARAMETER2=
,|HIDE_PARAMETER8=
,|HIDE_PARAMETER5=
,|HIDE_PARAMETER7=
,|HIDE_PARAMETER10=
,|HIDE_PARAMETER6=
,|HIDE_PARAMETER9=
,|HIDE_PARAMETER11=
,|HIDE_PARAMETER1=
, and|HIDE_PARAMETER3=
(help)CS1 maint: location missing publisher (link)
- General achievements
- Nobel Prize: Guglielmo Marconi biography
- Marconi il 5 marzo 1896, presenta a Londra la prima richiesta provvisoria di brevetto, col numero 5028 e col titolo "Miglioramenti nella telegrafia e relativi apparati" (Great Britain and France between 1896 and 1924)
- List of British and French patents (1896–1924) The first patent application number 5028 of 5 March 1896 (Provisional deprivation)
- Foundations and academics
- University of Oxford Introduction to the Online Catalogue of the Marconi Collection
- University of Oxford Online Catalogue of the Marconi Archives Archived 2019-12-23 at the Wayback Machine.
- Guglielmo Marconi Foundation, Pontecchio Marconi, Bologna, Italy
- Galileo Legacy Foundation: pictures of the Dedication of the Guglielmo Marconi Square, Johnston RI USA Dedication Photos
- History of Marconi House, Marconi House, Strand / Aldwych, London.
- Multimedia and books
- MarconiCalling – The Life, Science and Achievements of Guglielmo Marconi, part of the Marconi Collection at the University of Oxford
- Canadian Heritage Minute featuring Marconi
- Guglielmo Marconi documentary Archived 2019-07-09 at the Wayback Machine., narrated by Walter Cronkite
- Review of Signor Marconi's Magic Box Archived 2005-11-05 at the Wayback Machine.
- Transatlantic "signals" and radio
- Robert (Bob) White, Guglielmo Marconi – Aerial Assistance With a Kite. Bridging the Atlantic By Wireless Signal – 12 December 1901. Kiting, The Journal of the American Kitefliers Association. Vol. 23, Issue 5 – Winter 2002. November 2001
- Faking the Waves, 1901
- Marconi and "wireless telegraphy" using kites Archived 2010-08-13 at the Wayback Machine.
- Keys and "signals"
- Sparks Telegraph Key Review An exhaustive listing of wireless telegraph key manufacturers including photos of most Marconi keys
- United States Senate Inquiry into the Titanic disaster – Testimony of Guglielmo Marconi
- Priority of invention
vs Tesla
- PBS: Marconi and Tesla: Who invented radio?
- U.S. Supreme Court, "Marconi Wireless Telegraph co. of America v. United States". 320 U.S. 1. Nos. 369, 373. Argued 9–12 April 1943. Decided 21 June 1943.
- 21st Century Books: Priority in the Invention of Radio — Tesla vs. Marconi
- Personal
- Information about Marconi and his yacht Elettra Archived 2012-07-24 at the Wayback Machine.
- I diari di laboratorio di Guglielmo Marconi (The diaries of laboratory Guglielmo Marconi.)
- Comitato Guglielmo Marconi International, Bologna, Italy (Marconi's voice)
- Aug. 1914 photo article on Marconi Belmar station in Wall, NJ, InfoAge. (See also, Marconi Period of Significance Historic Buildings.)
- Marconi, Guglielmo: Statue north of Meridian Hill Park in Washington, D.C. by Attilio Piccirilli
- Other
- Guglielmo Marconi, 2000 Italian Lire (1990) Archived 2009-04-18 at the Wayback Machine.