ଗାୟତ୍ରୀ ଚାନ୍ଦ
ଓଡ଼ିଶୀ ନୃତ୍ୟଶିଳ୍ପୀ, ଅଭିନେତ୍ରୀ ଓ ଲେଖିକା
ଗାୟତ୍ରୀ ଚାନ୍ଦ, ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ, ଅଭିନେତ୍ରୀ ଓ ଲେଖିକା ଅଟନ୍ତି । ସେ ଗୁରୁ ଦେବ ପ୍ରସାଦ ଦାସଙ୍କଠାରୁ ନୃତ୍ୟ ଶିକ୍ଷା କରିଛନ୍ତି ଓ ଦେବ ପ୍ରସାଦଙ୍କ ଶୈଳୀରେ ନାଚ ପ୍ରଦର୍ଶନ କରନ୍ତି । ଭୁବନେଶ୍ୱରରେ ସେ ଦେବ ପ୍ରସାଦ ନୃତ୍ୟ ପ୍ରତିଷ୍ଠାନ ନାମକ ଅନୁଷ୍ଠାନ ପ୍ରତିଷ୍ଠା (୨୦୧୦) କରି ଦେବ ପ୍ରସାଦଙ୍କ ଶୈଳୀର ପ୍ରଚାର ପ୍ରସାର ଦିଗରେ ମଧ୍ୟ କାର୍ଯ୍ୟ କରନ୍ତି ।[୧][୨] ସେ ଦେବ ପ୍ରସାଦଙ୍କ ଉପରେ ଏକ ପୁସ୍ତକ ମଧ୍ୟ ରଚନା କରିଛନ୍ତି ।[୩]
ଗାୟତ୍ରୀ ଚାନ୍ଦ | |
---|---|
ଜାତୀୟତା | ଭାରତୀୟ |
ବୃତ୍ତି | ନୃତ୍ୟାଙ୍ଗନା ଓ ଅଭିନେତ୍ରୀ |
ଅଭିନେତ୍ରୀ ଜୀବନ
ସମ୍ପାଦନାଗାୟତ୍ରୀ ୪ଟି ଓଡ଼ିଆ ଚଳଚ୍ଚିତ୍ର ଓ ଗୋଟିଏ ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ବଙ୍ଗଳା ଚଳଚ୍ଚିତ୍ରଟି ମୂଳ ଓଡ଼ିଆ ଚଳଚ୍ଚିତ୍ରର ରିମେକ । ସେ ଦୁଇଟି ଟେଲିଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି ।[୪]
- ଅଗ୍ନି ସଙ୍କେତ
ରଚିତ ପୁସ୍ତକ
ସମ୍ପାଦନା- ଗୁରୁ ଦେବ ପ୍ରସାଦ ଦାସ : ଆଇକନ ଅଫ ଓଡ଼ିଶୀ[୫]
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ଶ୍ରେଷ୍ଠ ଅଭିନେତ୍ରୀ ( ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର - ଅଗ୍ନି ସଙ୍କେତ ଚଳଚ୍ଚିତ୍ର )
- ସିନିୟର ଫେଲୋସିପ ( କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ )
- ନୃତ୍ୟ ଶିରୋମଣି - ୨୦୦୮
- ପ୍ରତିଭା ସମ୍ମାନ - ୨୦୦୮
- ହରିପ୍ରିୟା ଦେବଦାସୀ ସମ୍ମାନ - ୨୦୧୨ (ରୂପଶ୍ରୀ କଳାମନ୍ଦିର ପୁରୀ)
ଆଧାର
ସମ୍ପାଦନା- ↑ "Odissi delights". www.thestatesman.com. the statesman. Archived from the original on 1 March 2021. Retrieved 1 March 2021.
- ↑ "A fest that blended folk and classical". www.newindianexpress.com. The New Indian Express. Archived from the original on 1 March 2021. Retrieved 1 March 2021.
- ↑ "Name: Odissi Dance – 1". www.iitbbs.ac.in. IIT Bhubaneswar. Archived from the original on 1 March 2021. Retrieved 1 March 2021.
{{cite web}}
:|archive-date=
/|archive-url=
timestamp mismatch; 11 ସେପ୍ଟେମ୍ବର 2019 suggested (help) - ↑ "FRIDAY REVIEW : Step by step". www.thehindu.com. The Hindu. Archived from the original on 1 March 2021. Retrieved 1 March 2021.
- ↑ "Book Review". www.narthaki.com/. www.narthaki.com/. Retrieved 1 March 2021.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଗାୟତ୍ରୀ ଚାନ୍ଦ