ଗରିମା ଚୌଧୁରୀ
ଗରିମା ଚୌଧୁରୀ (ଜନ୍ମ ଏପ୍ରିଲ ୨ , 1990 ) ଜଣେ ଭାରତୀୟ ମହିଳା ଯୁଡୋ ଖେଳାଳି । ତାଙ୍କର ଜନ୍ମ ମିରତଠାରେ ହେଇଥିଲା । ସେ ୨୦୧୨ ମସିହା ଲଣ୍ଡନ ଅଲିମ୍ପିକରେ ଭାଗନେବା ପାଇଁ ଭାରତର ଏକ ମାତ୍ର ଯୁଦୋକା ଭାବରେ ମହିଳା ୬୩ କିଲୋଗ୍ରାମ ବର୍ଗରେ ଯୋଗ୍ୟତା ଅର୍ଜନ କରିଥିଲେ । .[୧][୨]
ବାଲ୍ୟକାଳ ଓ ଟ୍ରେନିଂ
ସମ୍ପାଦନାମଧ୍ୟବିତ୍ତ ପରିବାରରେ ଜନ୍ମିତ ଗାରିମା ତାଙ୍କର ବାଲ୍ୟକାଳରୁ କ୍ରୀଡ଼ା ପ୍ରତି ଆକର୍ଷିତ ଥିଲେ । ସେ କବାଡି , କ୍ରିକେଟ ଓ ଆଥଲେଟିକ ପରି କ୍ରୀଡ଼ାରେ ଭାଗ ନଉଥିଲେ । ତାଙ୍କ ମାଁ ଏଥିରେ ତାଙ୍କୁ ସହାୟତା କରୁଥିଲେ । ଯୁଡୋ ଶିକ୍ଷା ଲାଭ କଳା ପରେ ସେ ନିଜ ରାଜ୍ୟ ଉତ୍ତରପ୍ରଦେଶ ପାଇଁ ଯୁଡୋ ପ୍ରତିଯୋଗିତାମାନଙ୍କରେ ଭାଗ ନେଇ ଆସୁଥିଲେ । କିନ୍ତୁ ଉତ୍ତର ପ୍ରଦେଶ ଖେଳ ବିଭାଗ ତରଫରୁ ସେ ହରିୟାଣା ରାଜ୍ୟ ତରଫରୁ ଜାତୀୟା କ୍ରୀଡ଼ା ମାନଙ୍କରେ ଭାଗ ନେଲେ । [୩]
୨୦୦୪ ମସିହାରୁ ସେ ପାଟିଆଲା ଜାତୀୟ କ୍ରୀଡ଼ା ଏକାଡେମିରେ ଜୀବନ ଶର୍ମାଙ୍କଠାରୁ କୋଚିଙ୍ଗ ନେଇଥିଲେ । ସେଠାରେ ସେ ବାଳକ ମାନଙ୍କ ସହ ଟ୍ରେନିଂ ନେବାକୁ ହେଇଥିଲା । .[୪]
୨୦୧୨ ଗ୍ରୀଷ୍ମ କାଳୀନ ଅଲିମ୍ପିକ
ସମ୍ପାଦନାସେ ପ୍ଯାରିସଠାରେ ହେଇଥିବା ବିଶ୍ୱ ଯୁଡୋ ଚମ୍ପିୟାନଶିପରେ ଓ ପରେ ବିଶ୍ୱ ଯୁଡୋ କପରେ ଭାଗ ନେଇ ଅଲିମ୍ପିକ ପାଇଁ ଯୋଗ୍ୟତା ହାସଲ କରିଥିଲେ । ସେଥିରେ ସେ ତାଙ୍କ ବର୍ଗ ୫୩ କିଲୋଗ୍ରାମରେ ସେ ସପ୍ତମ ସ୍ଥାନ ଅଧିକାର କରିଥିଲେ । .[୫][୬]ଅଲିମ୍ପିକ ପାଇଁ ଗାରିମା ଜର୍ମାନ ଦେଶ ଯାଇ ଟ୍ରେନିଂ ନେଇଥିଲେ । .[୫]
ଅଲିମ୍ପିକରେ ସେ ପ୍ରଥମ ରାଉଣ୍ଡରେ ହାରିଯାଇଥିଲେ ମଧ୍ୟ ତାଙ୍କର ଶୈଳୀ ପ୍ରଶଂସିତ ହେଇଥିଲା[୭]
ଆଧାର
ସମ୍ପାଦନା- ↑ Indo-Asian News Service (31 July 2012). "Olympics 2012: India's sole judoka knocked out". Daily News and Analysis. Retrieved 12 August 2012.
- ↑ "Garima Chaudhary - Judo - Olympic Athlete". London Organising Committee of the Olympic and Paralympic Games. Archived from the original on 7 January 2019. Retrieved 12 August 2012.
- ↑ Sharma, Arun (18 July 2012). "I've sometimes had to fight against boys to train". The Times of India. Archived from the original on 3 January 2013. Retrieved 12 August 2012.
- ↑ Rizvi, Taus (20 July 2012). "Being an underdog is a blessing, says Garima Chaudhary". Daily News and Analysis. Retrieved 12 August 2012.
- ↑ ୫.୦ ୫.୧ "India's lone judoka Garima confident of good show". The Indian Express. 16 July 2012. Retrieved 12 August 2012.
- ↑ "JUA Continental Championships 2012 - Results" (PDF). International Judo Federation. Archived from the original (PDF) on 7 July 2020. Retrieved 12 August 2012.
- ↑ "London Olympics: Judoka Garima knocked out by Japanese Ueno". The Times Of India. Retrieved 1 August 2012.