ଗଣ୍ଡୋଳା
ଗଣ୍ଡୋଳା ଭାରତୀୟ ରାଜ୍ୟ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ପୂର୍ବ ତଟବର୍ତୀ ଇଲାକାରେ ଏକ ଗ୍ରାମ ।
Gandala | |
---|---|
Village | |
Country | India |
State | Odisha |
District | Ganjam |
Elevation | 28 m (92 ft) |
Population (2012) | |
• Total | ୮,୩୮୯ |
Languages | |
Time zone | UTC+5:30 (IST) |
PIN | 761 003 |
Telephone code | 06811- |
ଯାନବାହାନ ପଞ୍ଚୀକରଣ | OD |
Website | odisha |
ଏହା ହିଞ୍ଜୁଳିକଟୁ ପଞ୍ଚାଯତ ଅଧୀନରେ ରହିଛି ଓ ଏହା ଏକ କୃଷି ପ୍ରଧାନ ଗ୍ରାମ ।
ଭୌଗୋଳିକ ଅବସ୍ଥିତି
ସମ୍ପାଦନାଏହି ଗ୍ରାମର ଅବସ୍ଥିତି 19.32°N 84.78°E ଓ ଏହା ସମୁଦ୍ରପତ୍ତାନଠାରୁ 92 ଫୁଟ ଉପରେ ରହିଛି ।
ଜନସଂଖ୍ୟା
ସମ୍ପାଦନାବରତିୟ ଜନଗଣନା ଉପରେ ବିଶ୍ୱ ଗଜେଟିଆର ଅନୁସାରେ ଏହି ଗ୍ରାମ ସହ ବେଲଗାନର ଜନସଂଖ୍ୟା 2013ରେ 8389. ଥିଲା .,[୧] କିନ୍ତୁ 2011 ଜନଗଣନା ଅନୁସାରେ ଗଣ୍ଡେଲାର ଜନସଂଖ୍ୟା 4652 ଥିଲା .
।
ସମ୍ପାଦନାଆକର୍ଷଣ
ସମ୍ପାଦନାବୁଢ଼ୀ ଠାକୁରାଣୀ ଯାତ୍ରା ସମୟରେ ଗ୍ରାମ ଚଳ ଚଞ୍ଚଗଳ ହେଇଥାଏ ।
ଆଧାର
ସମ୍ପାଦନା- ↑ "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.