ଖଲୀଲ ଅହମଦ (ବିଚାରପତି)
ଖଲୀଲ ଅହମଦ ଜଣେ ଭାରତୀୟ ନ୍ୟାୟାଧୀଶ । ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।[୧]
Justice ଖଲୀଲ ଅହମଦ | |
---|---|
5th Chief justice of ଓଡ଼ିଶା ଉଚ୍ଚ ନ୍ୟାୟାଳୟ | |
କାର୍ଯ୍ୟକାଳ 18 January 1965 – 05 April 1967 | |
ପୂର୍ବ ଅଧିକାରୀ | R. L. Narasimham |
ପର ଅଧିକାରୀ | ସତ୍ୟ ଭୂଷଣ ବର୍ମନ୍ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୪ ଅପ୍ରେଲ ୧୯୦୭ |
କର୍ମ ଜୀବନ
ସମ୍ପାଦନା୪ର୍ଥ ଏପ୍ରିଲ୍ ୧୯୦୭ ତାରିଖରେ ପାଟନାରେ ଅହମଦଙ୍କ ଜନ୍ମ । ତାଙ୍କ ପିତାମାତାଙ୍କର ସେ ଥିଲେ ଜ୍ୟେଷ୍ଠ ସନ୍ତାନ । ସେ ପ୍ରାଥମିକ ଶିକ୍ଷା ପାଟନା ହାଇ ସ୍କୁଲରୁ ପ୍ରାପ୍ତ କରିଥିଲେ । ୧୯୨୮ ରେ, ସେ ଆଇନ ଏବଂ ଗଣିତରେ ସ୍ନାତକୋତ୍ତର ଶିକ୍ଷା ପାଇଁ ଭର୍ତ୍ତି ହୋଇଥିଲେ । ୧୯୩୦ ରେ ଆଇନ ଶେଷ କରିବା ପରେ, ସେ ୧୯୩୧ ରେ ପାଟନାର ଜିଲ୍ଲା ସିଭିଲ୍ କୋର୍ଟରେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ । ୧୯୪୨ ରେ ସେ ପାଟନା ଉଚ୍ଚ ନ୍ୟାୟାଳୟ ବାର୍ ଆସୋସିଏସନର ଏକ ପ୍ରମୁଖ ସଦସ୍ୟ ଥିଲେ ।
୨୩.୪.୧୯୫୧ ତାରିଖରେ ସେ ପାଟନା ଉଚ୍ଚ ନ୍ୟାୟାଳୟର ବେଞ୍ଚକୁ ବିଚରପତି ଭାବେ ନିଯୁକ୍ତି ପାଇଲେ ଏବଂ ୧୮.୧.୧୯୬୫ ରୁ ୫.୪.୧୯୬୭ ପର୍ଯ୍ୟନ୍ତ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ଭାବେ କାର୍ଯ୍ୟ କରିଥିଲେ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Former Chief Justice | Orissa High Court, Cuttack". www.orissahighcourt.nic.in. Retrieved 2024-12-19.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |