କ୍ଲୋରହେକ୍ସିଡିନ

କ୍ଲୋରହେକ୍ସିଡିନ (ଇଂରାଜୀ ଭାଷାରେ Chlorhexidine) ଏକ ଔଷଧ ଯାହା ଡିସଇନଫେକ୍ଟାଣ୍ଟ (disinfectant) ଓ ଆଣ୍ଟିସେପ୍ଟିକ (antiseptic) କାମ କରେ ଓ ଅପରେଶନ ଯନ୍ତ୍ରପାତି (surgical instruments) ସ୍ଟେରିଲାଇଜ ତ‌ଥା ଅପରେଶନ ପୂର୍ବରୁ ରୋଗୀର ଚର୍ମ ଡିସଇଫେକସନ (skin disinfection) କରିବା ନିମନ୍ତେ ବ୍ୟବ‌ହାର କରାଯାଏ ।[] ରୋଗୀର ଚର୍ମ ଓ ଚିକିତ୍ସାକର ହାତ ଡିସଇନଫେକସନ କରିବାକୁ ବ୍ୟବ‌ହାର କରାଯାଏ । ଏହା କ୍ଷତ (wounds) ପରିଷ୍କାର କରିବାକୁ, ଦାନ୍ତ ପ୍ଲେକ (dental plaque) ପ୍ରତିଷେଧ ନିମନ୍ତେ, ପାଟି ଇସ୍ଟ ସଂକ୍ରମଣ (yeast infections of the mouth) ଓ ପରିସ୍ରାନଳୀ କାଥେଟର (urinary catheters) ଅବରୋଧ ନହେବା ନିମନ୍ତେ ବ୍ୟବ‌ହାର କରାଯାଏ । [] ଏହା ତରଳ ପଦାର୍ଥ ବା ପାଉଡର ଆକାରରେ ବ୍ୟବ‌ହାର କରାଯାଏ ।[][]

କ୍ଲୋରହେକ୍ସିଡିନ
Clinical data
Trade namesBetasept, ChloraPrep, Chlorostat, others
Synonyms1,6-bis(4-chloro-phenylbiguanido)hexane
AHFS/Drugs.commonograph
Pregnancy
category
  • US: B (No risk in non-human studies) and C[]
Routes of
administration
topical, mouth wash
ATC code
Legal status
Legal status
Identifiers
  • N,N′′′′1,6-Hexanediylbis[N′-(4-chlorophenyl)(imidodicarbonimidic diamide)]
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.000.217 Edit this at Wikidata
Chemical and physical data
FormulaC22H30Cl2N10
Molar mass505.446 g/mol
3D model (JSmol)
Solubility in water0.0008 mg/mL (20 °C)
  • Clc1ccc(NC(=N)NC(=N)NCCCCCCNC(=N)NC(=N)Nc2ccc(Cl)cc2)cc1
  • InChI=1S/C22H30Cl2N10/c23-15-5-9-17(10-6-15)31-21(27)33-19(25)29-13-3-1-2-4-14-30-20(26)34-22(28)32-18-11-7-16(24)8-12-18/h5-12H,1-4,13-14H2,(H5,25,27,29,31,33)(H5,26,28,30,32,34) checkY
  • Key:GHXZTYHSJHQHIJ-UHFFFAOYSA-N checkY
  (verify)

ଏହାର ପ୍ରତିକ୍ରିୟାରେ ଚର୍ମ ଜଳାପୋଡ଼ା, ଦାନ୍ତ ରଙ୍ଗ ପରିବର୍ତ୍ତନ ଓ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[] ଆଖିରେ ଲାଗିଲେ ଦୃଷ୍ଟି ସମସ୍ୟା ହୋଇପାରେ ।[] ଗର୍ଭାବସ୍ଥାରେ ଏହା ନିରାପଦ ଜଣାପଡ଼େ । [] ଆଲକୋହୋଲ (alcohol), ପାଣି ବା ସରଫାକ୍ଟାଣ୍ଟ ସଲ୍ୟୁସନ (surfactant solution) ସାଥିରେ ମିଶ୍ରିତ ହୋଇ ଏହା ମିଳେ ।[] ଅନେକ ରକମର ଅଣୁଜୀବ (microorganisms) ବିରୁଦ୍ଧରେ ଏହା ପ୍ରଭାବଶାଳୀ ଥାଏ କିନ୍ତୁ ସ୍ପୋରକୁ (spores) ନିଷ୍କ୍ରିୟ କରେନାହିଁ ।[]

କ୍ଲୋରହେକ୍ସିଡିନ ସନ ୧୯୫୦ରୁ ଚିକିତ୍ସା କ୍ଷେତ୍ରରେ ନିୟୋଜିତ ହୋଇଆସୁଛି ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ବିନା ପ୍ରେସକ୍ରିପସନରେ ଏହା ଦୋକାନରେ (‌over the counter) ମିଳେ ।[] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ୫% ସଲ୍ୟୁସନର ଏକ ଲିଟରର ହୋଲସେଲ ମୂଲ୍ୟ ଆମେରିକୀୟ ଡଲାର ।[] ସଂଯୁକ୍ତ ରାଷ୍ଟ୍ରରେ ଏହାର ମୂଲ୍ୟ ୪.୮୦ ପାଉଣ୍ଡ ।[]

  1. ୧.୦ ୧.୧ ୧.୨ "Chlorhexidine Gluconate topical". The American Society of Health-System Pharmacists. Retrieved 8 January 2017.
  2. ୨.୦ ୨.୧ ୨.୨ WHO Model Formulary 2008 (PDF). World Health Organization. 2009. pp. 321–22. ISBN 9789241547659. Retrieved 8 January 2017.
  3. ୩.୦ ୩.୧ ୩.୨ ୩.୩ ୩.୪ British national formulary : BNF 69 (69 ed.). British Medical Association. 2015. pp. 568, 791, 839. ISBN 9780857111562.
  4. Briggs, Gerald G.; Freeman, Roger K.; Yaffe, Sumner J. (2011). Drugs in Pregnancy and Lactation: A Reference Guide to Fetal and Neonatal Risk (in ଇଂରାଜୀ). Lippincott Williams & Wilkins. p. 252. ISBN 9781608317080.
  5. Schmalz, Gottfried; Bindslev, Dorthe Arenholt (2008). Biocompatibility of Dental Materials (in ଇଂରାଜୀ). Springer Science & Business Media. p. 351. ISBN 9783540777823.
  6. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  7. "Chlorhexidine Gluconate". International Drug Price Indicator Guide. Archived from the original on 10 May 2017. Retrieved 8 December 2016.