କ୍ଲେଭିଡିପିନ
କ୍ଲେଭିଡିପିନ, କ୍ଲିଭିପ୍ରେକ୍ସ ଏହାର ବେପାର ନାମ, ହେଉଛି ଏକ ଔଷଧ ଯାହା ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଉଚ୍ଚ ରକ୍ତଚାପ ଜରୁରୀକାଳୀନ ପରିସ୍ଥିତିରେ ଏବଂ ଅସ୍ତ୍ରୋପଚାର ସମୟରେ ଏହା ଦିଆଯାଏ ।[୨] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୨] ପ୍ରଭାବ 4 ମିନିଟ ମଧ୍ୟରେ ଆରମ୍ଭ ହୋଇ ୧୫ ମିନିଟ୍ ପର୍ଯ୍ୟନ୍ତ ରହିଥାଏ ।[୨]
Clinical data | |
---|---|
Trade names | Cleviprex |
AHFS/Drugs.com | monograph |
data |
|
Routes of administration | Intravenous |
Legal status | |
Legal status | |
Pharmacokinetic data | |
Bioavailability | 100% (used only IV) |
Protein binding | >99.5% |
Metabolism | Blood and tissue esterases |
Onset of action | With 4 min[୨] |
Elimination half-life | 1 minute |
Duration of action | Up to 15 min[୨] |
Excretion | Urine (63–74%), feces (7–22%) |
Identifiers | |
| |
ECHA InfoCard | 100.208.117 |
Chemical and physical data | |
Formula | C21H23Cl2NO6 |
Molar mass | ୪୫୬.୩୨ g·mol−1 |
3D model (JSmol) | |
|
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା ଏବଂ ଅଇ ଲାଗେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ, ଦ୍ରୁତ ହୃଦସ୍ପନ୍ଦନ ଏବଂ ଖରାପ ଦିଗକୁ ହୃଦ୍ପାତ ଯାଇପାରେ ।[୩] ଅଣ୍ଡା କିମ୍ବା ସୋୟା ଆଲର୍ଜି ଥିବା ଲୋକଙ୍କୁ ଏହା ବ୍ୟବହାର କରିବାକୁ ଦେବା ଉଚିତ୍ ନୁହେଁ ।[୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୪] ଏହା ଡିହାଇଡ୍ରୋପାଇରିଡିନ ପ୍ରକାରର ଏକ କ୍ୟାଲସିୟମ୍ ଚ୍ୟାନେଲ୍ ବ୍ଲକର୍ ।[୨]
୨୦୦୮ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ କ୍ଲେଭିଡିପିନ ଅନୁମୋଦିତ ହୋଇଥିଲା ।[୨] ଏହା ଅନେକ ୟୁରୋପୀୟ ଦେଶରେ ମଧ୍ୟ ଉପଲବ୍ଧ । [୫] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ୫୦ ମିଗ୍ରାର ମୂଲ୍ୟ ୧୬୦ ଡଲାର ଥିଲା ।[୬]
ଆଧାର
ସମ୍ପାଦନା- ↑ "Archive copy" (PDF). Archived (PDF) from the original on 2021-11-02. Retrieved 2021-10-31.
{{cite web}}
: CS1 maint: archived copy as title (link) - ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Clevidipine Monograph for Professionals". Drugs.com (in ଇଂରାଜୀ). Archived from the original on 10 June 2021. Retrieved 5 January 2022.
- ↑ ୩.୦ ୩.୧ ୩.୨ "DailyMed - CLEVIPREX- clevidipine emulsion". dailymed.nlm.nih.gov. Archived from the original on 2 March 2021. Retrieved 5 January 2022.
- ↑ "Clevidipine (Cleviprex) Use During Pregnancy". Drugs.com (in ଇଂରାଜୀ). Archived from the original on 26 November 2020. Retrieved 5 January 2022.
- ↑ "List of nationally authorised medicinal products" (PDF). Archived (PDF) from the original on 5 July 2019. Retrieved 5 January 2022.
- ↑ "Cleviprex Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 18 January 2021. Retrieved 5 January 2022.