କ୍ଲେଭିଡିପିନ, କ୍ଲିଭିପ୍ରେକ୍ସ ଏହାର ବେପାର ନାମ, ହେଉଛି ଏକ ଔଷଧ ଯାହା ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଉଚ୍ଚ ରକ୍ତଚାପ ଜରୁରୀକାଳୀନ ପରିସ୍ଥିତିରେ ଏବଂ ଅସ୍ତ୍ରୋପଚାର ସମୟରେ ଏହା ଦିଆଯାଏ ।[୨] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୨] ପ୍ରଭାବ 4 ମିନିଟ ମଧ୍ୟରେ ଆରମ୍ଭ ହୋଇ ୧୫ ମିନିଟ୍ ପର୍ଯ୍ୟନ୍ତ ରହିଥାଏ ।[୨]

କ୍ଲେଭିଡିପିନ
Clinical data
Trade namesCleviprex
AHFS/Drugs.commonograph
data
Routes of
administration
Intravenous
Legal status
Legal status
Pharmacokinetic data
Bioavailability100% (used only IV)
Protein binding>99.5%
MetabolismBlood and tissue esterases
Onset of actionWith 4 min[୨]
Elimination half-life1 minute
Duration of actionUp to 15 min[୨]
ExcretionUrine (63–74%), feces (7–22%)
Identifiers
  • (RS)-5-O-(Butanoyloxymethyl) 3-O-methyl 4-(2,3-dichlorophenyl)-2,6-dimethyl-1,4-dihydropyridine-3,5-dicarboxylate
ECHA InfoCard100.208.117 Edit this at Wikidata
Chemical and physical data
FormulaC21H23Cl2NO6
Molar mass୪୫୬.୩୨ g·mol−1
3D model (JSmol)
  • O=C(OCOC(=O)CCC)\C1=C(\N/C(=C(/C(=O)OC)[C@H]1c2cccc(Cl)c2Cl)C)C

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା ଏବଂ ଅଇ ଲାଗେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ, ଦ୍ରୁତ ହୃଦସ୍ପନ୍ଦନ ଏବଂ ଖରାପ ଦିଗକୁ ହୃଦ୍‌ପାତ ଯାଇପାରେ ।[୩] ଅଣ୍ଡା କିମ୍ବା ସୋୟା ଆଲର୍ଜି ଥିବା ଲୋକଙ୍କୁ ଏହା ବ୍ୟବହାର କରିବାକୁ ଦେବା ଉଚିତ୍ ନୁହେଁ ।[୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୪] ଏହା ଡିହାଇଡ୍ରୋପାଇରିଡିନ ପ୍ରକାରର ଏକ କ୍ୟାଲସିୟମ୍ ଚ୍ୟାନେଲ୍ ବ୍ଲକର୍[୨]

୨୦୦୮ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ କ୍ଲେଭିଡିପିନ ଅନୁମୋଦିତ ହୋଇଥିଲା ।[୨] ଏହା ଅନେକ ୟୁରୋପୀୟ ଦେଶରେ ମଧ୍ୟ ଉପଲବ୍ଧ । [୫] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ୫୦ ମିଗ୍ରାର ମୂଲ୍ୟ ୧୬୦ ଡଲାର ଥିଲା ।[୬]

ଆଧାର ସମ୍ପାଦନା

  1. "Archive copy" (PDF). Archived (PDF) from the original on 2021-11-02. Retrieved 2021-10-31.{{cite web}}: CS1 maint: archived copy as title (link)
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Clevidipine Monograph for Professionals". Drugs.com (in ଇଂରାଜୀ). Archived from the original on 10 June 2021. Retrieved 5 January 2022.
  3. ୩.୦ ୩.୧ ୩.୨ "DailyMed - CLEVIPREX- clevidipine emulsion". dailymed.nlm.nih.gov. Archived from the original on 2 March 2021. Retrieved 5 January 2022.
  4. "Clevidipine (Cleviprex) Use During Pregnancy". Drugs.com (in ଇଂରାଜୀ). Archived from the original on 26 November 2020. Retrieved 5 January 2022.
  5. "List of nationally authorised medicinal products" (PDF). Archived (PDF) from the original on 5 July 2019. Retrieved 5 January 2022.
  6. "Cleviprex Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 18 January 2021. Retrieved 5 January 2022.