,

କ୍ଲାସ୍କୋଟେରୋନ
Clinical data
Trade namesWinlevi
SynonymsCB-03-01; Breezula; 11-Deoxycortisol 17α-propionate; 17α-(Propionyloxy)-
deoxycorticosterone; 21-Hydroxy-3,20-dioxopregn-4-en-17-yl propionate
AHFS/Drugs.commonograph
data
Routes of
administration
Topical (cream)
Legal status
Legal status
Identifiers
  • [(8R,9S,10R,13S,14S,17R)-17-(2-hydroxyacetyl)-10,13-dimethyl-3-oxo-2,6,7,8,9,11,12,14,15,16-decahydro-1H-cyclopenta[a]phenanthren-17-yl] propanoate
ECHA InfoCard100.210.810 Edit this at Wikidata
Chemical and physical data
FormulaC24H34O5
Molar mass୪୦୨.୫୩ g·mol−1
3D model (JSmol)
  • CCC(=O)O[C@@]1(CC[C@@H]2[C@@]1(CC[C@H]3[C@H]2CCC4=CC(=O)CC[C@]34C)C)C(=O)CO
  • InChI=1S/C24H34O5/c1-4-21(28)29-24(20(27)14-25)12-9-19-17-6-5-15-13-16(26)7-10-22(15,2)18(17)8-11-23(19,24)3/h13,17-19,25H,4-12,14H2,1-3H3/t17-,18+,19+,22+,23+,24+/m1/s1
  • Key:GPNHMOZDMYNCPO-PDUMRIMRSA-N

କ୍ଲାସ୍କୋଟେରୋନ, ଏକ ବେପାର ନାମ, ୱିନଲେଭି, ହେଉଛି ଏକ ଔଷଧ ଯାହାକି ଅତି କମରେ ୧୨ ବର୍ଷ ବୟସର ଲୋକର ହୋଇଥିବା ବ୍ରଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହା ଚର୍ମରେ କ୍ରିମ୍ ଭାବରେ ପ୍ରୟୋଗ କରାଯାଏ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଲାଲ ରଙ୍ଗ, ଗଲୁ, ଶୁଷ୍କ ଚର୍ମ ଏବଂ ଲୋକାଲ୍ ଫୁଲା ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତରେ ଉଚ୍ଚ ପୋଟାସିୟମ ସ୍ତର ହୋଇପାରେ ।[୨] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୨] ଏହା ଏକ ଆଣ୍ଡ୍ରୋଜେନ୍ ରିସେପ୍ଟର ଇନହିବିଟର[୨] ଚର୍ମରେ ପ୍ରୟୋଗ କଲେ ରକ୍ତ ସଞ୍ଚାଳନରେ ସର୍ବନିମ୍ନ ଅବଶୋଷଣ ଦେଖାଯାଏ ।[୩]

୨୦୨୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ କ୍ଲାସ୍କୋଟେରୋନ ଅନୁମୋଦିତ ହୋଇଥିଲା ।[୨] ୨୦୨୨ ସୁଦ୍ଧା ବ୍ରିଟେନ କିମ୍ବା ୟୁରୋପରେ ଏହା ଅନୁମୋଦିତ ନୁହେଁ ।[୪] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ୬୦ ଗ୍ରାମ ଟ୍ୟୁବର ମୂଲ୍ୟ ପ୍ରାୟ ୪୮୦ ଡଲାର ଥିଲା ।[୫]

ଆଧାର ସମ୍ପାଦନା

  1. "Winlevi (clascoterone) cream, for topical use" (PDF). Cassiopea. Archived (PDF) from the original on 18 September 2020. Retrieved 9 September 2020.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "DailyMed - WINLEVI- clascoterone cream". dailymed.nlm.nih.gov. Archived from the original on 28 October 2021. Retrieved 3 November 2022.
  3. Kircik LH (July 2019). "What's new in the management of acne vulgaris". Cutis. 104 (1): 48–52. PMID 31487336. Archived from the original on 2020-10-26. Retrieved 2022-09-09.
  4. "Clascoterone". SPS - Specialist Pharmacy Service. 3 March 2018. Archived from the original on 5 December 2021. Retrieved 3 November 2022.
  5. "Winlevi". GoodRx. Archived from the original on 11 November 2022. Retrieved 3 November 2022.