କ୍ରେଅନ ସିନ ଚାନ: ବହୁତ ସ୍ୱାଦିଷ୍ଟ B କ୍ଳାସ ଗୋର୍ମେଟ ସର୍ଭାଇବାଲ!!
'କ୍ରେୟନ ଶିନଚାନ: ବହୁତ ସ୍ୱାଦିଷ୍ଟ! !। B-ଶ୍ରେଣୀ ଖାଦ୍ୟ ସର୍ଭାଇବାଲ।' ହେଉଛି ପ୍ରସିଦ୍ଧ ଆନିମେ ଶିନଚାନର ୨୧ତମ ଚଳଚ୍ଚିତ୍ରର ନାମ । ଏହା ଅପ୍ରେଲ୨୦, ୨୦୧୩ରେ ଜାପାନରେ ରିଲୀଜ ହୋଇଥିଲା। ଏହା ମାସାକାଜୁ ହାଶିମୋତୋଙ୍କଦ୍ୱାରା ନିର୍ଦ୍ଦେଶିତ । ଏହାକୁ କିମିକୋ ଉଏନୋ ଲେଖିଛନ୍ତି । ଏହି ଚଳଚ୍ଚିତ୍ରରେ B-ଗ୍ରେଡ ଖାଦ୍ୟକୁ ବଞ୍ଚେଇବା ପାଇଁ ମୁଖ୍ୟ ପାତ୍ର ଶିନଚାନକୁ ଏକ ସ୍ପେଶାଲ ସସକୁ ସୁରକ୍ଷା କରିବାକୁ ପଡ଼ିବ । ଏହି ଚଳଚ୍ଚିତ୍ରଟା ଶିନ-ଏଇ ଏନିମେଶନଦ୍ୱାରା ନିର୍ମିତ ।
କ୍ରେୟନ ଶିନଚାନ: ବହୁତ ସ୍ୱାଦିଷ୍ଟ! !। B-ଶ୍ରେଣୀ ଖାଦ୍ୟ ସର୍ଭାଇବାଲ Crayon Shin-chan: Very Tasty! B-class Gourmet Survival!! | |
---|---|
ନିର୍ଦ୍ଦେଶକ | ମାସାକାଜୁ଼ ହାଶିମୋତୋ |
ସଂଳାପ | କିମିକୋ ଉଏନୋ |
ସଙ୍ଗୀତ | ତୋଶିୟୁକି ଆରାକାୱା |
Production company | |
ବିତରକ | ତୋହୋ |
ମୁକ୍ତିଲାଭ ତାରିଖ | ଏପ୍ରିଲ ୨୦, ୨୦୧୩ |
କଥାଚିତ୍ରର ସମୟ | ୯୬ ମିନଟ୍ |
ଦେଶ | ଜାପାନ |
ଭାଷା | ଜାପାନୀ ଭାଷା |
ମୋଟ ଆୟ | US$୧୨.୭ ମିଲିୟନ୍ (ଜାପାନରେ) |
ସାରକଥା
ସମ୍ପାଦନାଏହି କାହାଣିରେ ଶିନ୍ ଚାନ୍ ଓ କାସୁକାବେ ଡିଫେନ୍ସ୍ ଗ୍ରୁପ୍କୁ B-ଶ୍ରେଣୀ ଖାଦ୍ୟର ମେଳାକୁ ଯିବାର ଥିଲା। କିନ୍ତୁ ସେହି ସମୟରେ, ଜଣେ ଅଜିବ ଲୋକ ତାଙ୍କୁ ଏକ ସସ୍କୁ ମେଳାକୁ ପଠେଇବାକୁ କହିଲା । ସେ ସସ୍ ଟା ଥିଲା ଏକ ଲେଜେନ୍ଡାରି ସସ୍, ଜେଉଟା ପ୍ରୁଥିବିର B-ଶ୍ରେଣୀ ଖାଦ୍ୟକୁ ବଞ୍ଛେଇବା ପାଇ ସକ୍ଷମ । ଯଦି ତାହା ଶୈତାନ୍ ହାତରେ ପଡ଼ିଗଲା, ତେବେ B-ଶ୍ରେଣୀ ଖାଦ୍ୟ ସମାପ୍ତ ହେଇଜିବ । ବର୍ତ୍ତମାନ, ଶିନ୍ ଚାନ୍ ଓ ସାଥିମାନଙ୍କୁ ସେହି ସସ୍କୁ ମେଳାକୁ ସୁରକ୍ଷା କରି ପହଞ୍ଚେଇବକୁ ପଡ଼ିବ । [୧]
ଫିଲ୍ମ ପାତ୍ର
ସମ୍ପାଦନା- ଶିନଚାନ
- ହିରୋଶି ନୋହାରା
- ମିସାଏ
- ହିମାୱାରି
- ଶିରୋ
- କାଜାମା
- ମାସାଓ
- ନେନେ
- ବୋଚାନ
- ମିଚ୍ଚି
- ୟୋଶିରିନ
- କାଜାମାର ମାମା
ଅତିଥି ଚରିତ୍ର
ସମ୍ପାଦନା- ବେନିକୋ ଶୌଗାନୋ
- କୋରୋକ୍କେ-ଦୋନ
- ସସ୍ର କେନ
- ଶେଫ କାୱାଗୋଏ
- ବୁନ୍ତା
- ମିନାମି
- ଓକ୍ୟୌ
- ମାସା
- ଗୌର୍ମେଟ୍ ପୋଏ
- କାବିଆର୍
- ଟ୍ରଫଲ୍
- ପିଗ୍ଗୀ
- ଫୋଇଏ-ଗ୍ରାସ୍
- ସୁଶି କପଲ୍
- ସ୍ଟେକ୍ ରାଇଡ଼ର
ସ୍ଲୋଗାନ
ସମ୍ପାଦନାରୋଷ! ଭଜା ନୁଡ଼ଲ! ଏକାଗ୍ରତା! ବନ୍ଧୁତ୍ୱ !
ପ୍ରସଙ୍ଗ ଗୀତ
ସମ୍ପାଦନାପ୍ରାରମ୍ଭିକ ଗୀତ
ସମ୍ପାଦନାନାମ: "କିମି ନି ୧୦୦ ପରସେନ୍ଟ"
ଗାୟକ: "କ୍ୟାରୀ ପାମୟୁ ପାମୟୁ"
ମଝି ଗିତ
ସମ୍ପାଦନାନାମ: "ୟାକିସୋବା ନୋ ଉତା ~ସସ୍ ଇଜ୍ ଲଭ୍~"
ଗାୟାକ: ତୋଶିୟୁକି ଆରାକାବ୍ୱା"
ସମାପ୍ତି ଗୀତ
ସମ୍ପାଦନାନାମ: RPG
ଗାୟକ/ବ୍ୟାନ୍ଡ୍: SEKAI NO OWARI
ଡିଭିଡି ରିଲୀଜ
ସମ୍ପାଦନାଏହି ଚଳଚ୍ଚିତ୍ରର ଡିଭିଡି ଏବଂ ବ୍ଲୁ-ରେ ଜାପାନରେ ୮ ନଭେମ୍ବର ୨୦୧୩ରେ ପ୍ରକାଶିତ ହୋଇଥିଲା ।
ସିନେମା ଆୟ
ସମ୍ପାଦନାଏହି ଚଳଚ୍ଚିତ୍ରଟି ମୋଟ ୧କୋଟି୨୭ ଲକ୍ଷ ଡଲାର ଆୟ କରିଥିଲା ।
ଭାରତରେ
ସମ୍ପାଦନାଭାରତରେ ଏହି ଚଳଚ୍ଚିତ୍ରଟି ୧୯ ଜୁଲାଇ ୨୦୧୪ରେ ହଂଗାମା ଟିଭିରେ ପ୍ରସାରିତ ହୋଇଥିଲା ।
ଆଧାର
ସମ୍ପାଦନା- ↑ "ଆର୍କାଇଭ୍ କପି". Archived from the original on 2013-03-12. Retrieved 2015-07-01.
{{cite web}}
: Cite has empty unknown parameter:|1=
(help)