ଆନିମେ
ଆନିମେ (ଜାପାନୀ ଭାଷା: アニメ, Anime) , ଜାପାନରୁ ଆସିଥିବା ଆନିମେଶନ୍କୁ ବୁଝାଏ । ଏହି କଳାକୁ ବିଶ୍ୱରେ ବହୁତ ଲୋକ ପସନ୍ଦ କରନ୍ତି ।
ଆନିମେ ଜାପାନ, ଦକ୍ଷିଣ କୋରିଆ, ଚୀନ, ଇଣ୍ଡୋନେସିଆ, ସିଙ୍ଗାପୁର ଓ ତାଇୱାନ ଭଳି ଏସୀୟ ଦେଶଗୁଡ଼ିକରେ ବେଶୀ ଜନପ୍ରିୟ ।
ଆନିମେ ସର୍ବପ୍ରଥମେ ୧୯୧୭ ମସିହାରେ ଦେଖାଯାଇଥିଲା ।
ଆନିମେର ବିଭିନ୍ନ ପ୍ରକାର ଅଛି ।
ପିଲାଠୁ ଆରମ୍ଭ କରି କିଶୋର ଓ ବୟସ୍କ ଲୋକ , ସମସ୍ତ ପାଇଁ ଉଦ୍ଧିଷ୍ଟ ।
ଆନିମେ ଚରିତ୍ରମାନଙ୍କ ତିଆରି ଶୈଳୀ, ପାଶ୍ଚାତ୍ୟ କାର୍ଟୁନ୍ଠାରୁ ଅଲଗା ଅଟେ ।
କିଛିଟା ଲୋକପ୍ରିୟ ଆନିମେର ଉଦାହରଣ ହେଲା -
ଇତ୍ୟାଦି
ଅଧିକ ତଥ୍ୟ
ସମ୍ପାଦନାଆନିମେ ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ | |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
ଉଇକିକଥାରୁ ଢଗଢମାଳି ଓ କଥାମାନ |
- ଆନିମେ at Curlie