କୋଲାବା
କୋଲାବା ([koˈlaːbaː]) ଭାରତୀୟ ମହାନଗର ମୁମ୍ବାଇର ଏକ ଅଂଶ ତଥା ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ । ୧୬ଶ ଶତାବ୍ଦୀରେ ଏହି ଦ୍ୱୀପ ଟିକୁ ପର୍ତୁଗୀଜମାନେ ଶାସନ କରୁଥିଲେ ଓ ସେତେବେଳେ ଏହାକୁ କାଣ୍ଡିଳ ବୋଲି କୁହାଯାଉଥିଲା । ୧୭ ଶ ଶତାବ୍ଦୀରେ ଇଂରେଜମାନେ ଏହାକୁ ଅଧିକାର କଳା ପରେ ଏହାର ନାମ ରଖିଲେ " କୋଲିଓ" ।
Colaba
कुलाबा | |
---|---|
neighbourhood | |
Country | India |
State | Maharashtra |
District | Mumbai City |
Metro | Mumbai |
Zone | 1 |
Ward | A |
Government | |
• Body | MCGM |
Elevation | 4 m (13 ft) |
Languages | |
• Official | Marathi |
Time zone | UTC+5:30 (IST) |
PIN | 400005[୧] |
Area code | 022 |
ଯାନବାହାନ ପଞ୍ଚୀକରଣ | MH 01 |
Lok Sabha constituency | Mumbai South |
Vidhan Sabha constituency | Colaba |
Civic agency | BMC |
ଇତିହାସ
ସମ୍ପାଦନାକୋଲାବା ନାମଟି କୋଳି ଭାଷାର କୋଲାଭାତ ଶବ୍ଦରୁ ଉଦ୍ଧୃତ । ଏହି ଦ୍ୱୀପର ଆଦିମ ଅଧିବାସୀମାନେ କୋଲି ନାମକ ଜାତିର ଲୋକ ଥିଲେ [୨]। ବର୍ତ୍ତମାନ ଏହି ଅଞ୍ଚଳ ଟିକୁ କୋଲାବା ଓ ଲିଟିଲ କୋଲାବ ନାମରେ ଦୁଇଭାଗରେ ବିଭକ୍ତ କରାଯାଇଛି । ଏହା ମୁମ୍ବାଇର ସାତ ଦ୍ୱୀପ ମଧ୍ୟରୁ ଗୋଟିଏ ।
ପର୍ତୁଗୀଜମାନେ ଏହି ଦ୍ୱୀପ ପ୍ରାଚୀନ କାମ୍ବେର ସୁଲତାନଙ୍କଠାରୁ ୧୫୩୪ ମସିହାରେ କିଣିଥିଲେ । ସେମାନେ ଏହାକୁ ଇଂଲଣ୍ଡର ସମ୍ରାଟ ଚାର୍ଲ୍ସଙ୍କୁ ତାଙ୍କର ବିବାହ ଉପଲକ୍ଷ୍ଯେ ଉପହାର ଦେଇଥିଲେ ।
୧୭୩୪ରେ ବ୍ରିଟିଶ କୋଲାବା ରିଚାର୍ଡ ବ୍ରୌଟନ ନାମକ ଜଣେ ବ୍ରିଟିଶଙ୍କୁ ବାର୍ଷିକ ୨୦୦ ଟଙ୍କାରେ ଲିଜ ଦିଆଯାଇଥିଲା । ଏହି ଲିଜ ୧୭୬୪ରେ ନବୀକରଣ ହେଇଥିଲା ।[୪] ସେତେବେଳେ ଏହା କନ୍ତାଂମେଣ୍ଟ ଅଚଳ ଓ ମାଛ ଧାରା କେନ୍ଦ୍ର ଭାବରେ ବ୍ୟବହାର ହଉଥିଲା ।
ଆଧୁନିକ କୋଲାବା ଏକ ଉନ୍ନତ ଅଞ୍ଚଳରେ ପରିଣତ ହେଇ ଭାରତର ଗେଟୱେ ଭାବରେ ପରିଚିତ । ଏହା ମୁମ୍ବାଇ ସହରର ଏକ କେନ୍ଦ୍ର ସ୍ଥଳ ହେବା ସହ ସମସ୍ତ ସୁବିଧା ଏଠାରେ ଉପଲବ୍ଧ । [୫]
ଇତିହାସ
ସମ୍ପାଦନାଆତଙ୍କବଦୀ ଆକ୍ରମଣ
ସମ୍ପାଦନା୨୦୦୮ , ନଭେମ୍ବର ୨୬ରେ କୋଲାବାର ବିଭିନ୍ନ ସ୍ଥାନରେ ଆତଙ୍କବଦୀ ଆକ୍ରମଣ ହେଇଥିଲା । ଏହା ମଧ୍ୟରୁ ଟାଟାଙ୍କ ତାଜ ମହଲ ପେଲେସ ହୋଟେଲ ମୁଖ୍ୟ । ଏଠି ଆକ୍ରମଣରେ ୧୦୦ରୁ ଉର୍ଦ୍ଧ ଲୋକ ପ୍ରାଣ ହରେଇଥିଲେ ।
ପୁନଶ୍ଚ ଦେଖଣା
ସମ୍ପାଦନା- Colaba Woods
- Other business districts in and around Mumbai: Fort, Nariman Point, Vashi, CBD Belapur, Worli, Bandra Kurla Complex, Andheri, Lower Parel
ଆଧାର
ସମ୍ପାଦନା- ↑ "Pin code : Colaba, Mumbai". pincode.org.in. Retrieved 9 February 2015.
- ↑ 7 islands of Mumbai[permanent dead link]
- ↑ Clutterbuck, G W (1889).
- ↑ Colaba and Cuffe Parade
- ↑ http://timesofindia.indiatimes.com/topic/Colaba