କୋପାନଲିସିବ
କୋପାନଲିସିବ, ଅଲିକୋପା ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଫୋଲିକୁଲାର ଲିମ୍ଫୋମା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଯେଉଁମାନେ ଅନ୍ୟ ଚିକିତ୍ସାରେ ବିଫଳ ହୋଇଛନ୍ତି ସେମାନଙ୍କ ପାଇଁ ଏହା ବ୍ୟବହୃତ ହୁଏ ।[୨] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୨]
Clinical data | |
---|---|
Pronunciation | Aliqopa /ˌælɪˈkoʊpə/ AL-ih-KOH-pah |
Trade names | Aliqopa |
Synonyms | BAY 80-6946 |
AHFS/Drugs.com | monograph |
MedlinePlus | a617044 |
data |
|
Routes of administration | intravenous infusion only |
Legal status | |
Legal status |
|
Pharmacokinetic data | |
Protein binding | 84.2%[୧] |
Metabolism | CYP3A4/5 (≈90%), CYP1A1 (≈10%)[୧] |
Elimination half-life | 39.1 hours (range: 14.6 to 82.4)[୧] |
Excretion | Feces (64%), Urine (22%); 14% were not recovered[୧] |
Identifiers | |
| |
Chemical and physical data | |
Formula | C23H28N8O4 |
Molar mass | ୪୮୦.୫୩ g·mol−1 |
3D model (JSmol) | |
| |
|
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତ ଶର୍କରା, ତରଳ ଝାଡ଼ା, ଦୁର୍ବଳତା, ଉଚ୍ଚ ରକ୍ତଚାପ, ସ୍ୱଳ୍ପ ଶ୍ୱାତ ରକ୍ତ କଣିକା, ଅଇ, ନିମୋନିଆ ଏବଂ ସ୍ୱଳ୍ପ ରକ୍ତ ପ୍ଲାଟେଲେଟ୍ ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ ଏବଂ ନିମୋନାଇଟିସ୍ ହୋଇପାରେ ।[୨] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୨] ଏହା ଏକ ପିଆଇ୩-କାଇନେଜ ଇନହିବିଟର (PI3-kinase
inhibitor) ।[୩]
୨୦୧୭ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ କୋପାନଲିସିବ୍ ଅନୁମୋଦିତ ହୋଇଥିଲା ।[୨] ୨୦୨୨ ସୁଦ୍ଧା ଏହା ବ୍ରିଟେନ କିମ୍ବା ୟୁରୋପରେ ଅନୁମୋଦିତ ହୋଇନାହିଁ ।[୪] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ଏହାର ଏକ ମାତ୍ରାର ମୂଲ୍ୟ ପ୍ରାୟ ୫୦୦୦ ଡଲାର ଥିଲା ।[୫]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ "FDA Prescribing information for Aliqopa" (PDF). Archived (PDF) from the original on 2021-04-06. Retrieved 2021-05-25.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "DailyMed - ALIQOPA- copanlisib injection, powder, lyophilized, for solution". dailymed.nlm.nih.gov. Archived from the original on 18 March 2021. Retrieved 7 January 2022.
- ↑ "Copanlisib Monograph for Professionals". Drugs.com (in ଇଂରାଜୀ). Retrieved 7 January 2022.
- ↑ "Copanlisib". SPS - Specialist Pharmacy Service. 30 December 2015. Archived from the original on 3 October 2021. Retrieved 7 January 2022.
- ↑ "Aliqopa Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 2019-04-12. Retrieved 2022-01-07.