କୋଣାର୍କ ଏକ୍ସପ୍ରେସ ଟ୍ରେନ

କୋଣାର୍କ ଏକ୍ସପ୍ରେସ, ଏକ ଶ୍ରେଣୀବିହୀନ ସୁପର ଫାଷ୍ଟ ରେଳଗାଡ଼ି ଯାହା ସିକନ୍ଦରାବାଦରୁ ଭୁବନେଶ୍ୱର ପର୍ଯ୍ୟନ୍ତ ୧୯୭୮ ମସିହାରେ ଦୈନିକ ଯାତାୟତ କରୁଥିଲା । ଏହା ତତ୍କାଳୀନ ଭାରତୀୟ ରେଳ ମନ୍ତ୍ରୀ ମଧୁ ଦଣ୍ଡବତେଙ୍କଦ୍ୱାରା ଆରମ୍ଭ କରାହୋଇଥିଲା । ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା ମିନାର ଏକ୍ସପ୍ରେସ ସହ ସଂଯୁକ୍ତ ହେଇ ଯାଉଥିବା ଏହି ଟ୍ରେନଟି ୧୯୯୪ରୁ ସ୍ୱତନ୍ତ୍ର ଭାବେ ମୁମ୍ବାଇ ପର୍ଯ୍ୟନ୍ତ ପରିବର୍ଧିତ ହୋଇ ଦୈନିକ ଯାତ୍ରା କରୁଛି । ଏହା ପୂର୍ବ ଓ ପଶ୍ଚିମ ଭାରତକୁ ସଂଯୋଗ କରୁଥିବା ଏକ ସର୍ବ ପୁରାତନ ସୁପରଫାଷ୍ଟ ଟ୍ରେନ । ଏହି ଟ୍ରେନ, (ଟ୍ରେନ# ୧୧୦୨୦) ଭୁବନେଶ୍ୱରରୁ ଦୈନିକ ଅପରାହ୍ନ ୩ଟା ୨୫ ମିନିଟରେ ଏବଂ (ଟ୍ରେନ# ୧୧୦୧୯) ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନସଠାରୁ ଦୈନିକ ଅପରାହ୍ନ ୩ଟା ୫୦ ମିନିଟରେ ଛାଡ଼ିଥାଏ । [୨]

କୋଣାର୍କ ଏକ୍ସପ୍ରେସ
Overview
Service typeଏକ୍ସପ୍ରେସ ଟ୍ରେନ
Localeଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର
First service16 ଅଗଷ୍ଟ 1978; 45 years ago (1978-୦୮-16) (initial service between ଛାଞ୍ଚ:Rws and ଛାଞ୍ଚ:Rws)[୧]
Current operator(s)କେନ୍ଦ୍ରୀୟ ରେଳପଥ (ଭାରତ)
Route
Startଭୁବନେଶ୍ୱର
Stops୩୯
Endମୁମ୍ବାଇ
Distance travelled1,932 km (1,200 mi)
Average journey time୩୭ ଘଣ୍ଟା, ୧୫ ମିନିଟ
Service frequencyଦୈନିକ
Train number(s)୧୧୦୧୯/୧୧୦୨୦
On-board services
Class(es)ଏସି ୨ ଟାୟାର, ଏସି ୩ ଟାୟାର, ସ୍ଲିପର ଏବଂ ଜେନେରାଲ
Seating arrangementsଅଛି
Sleeping arrangementsଅଛି
Catering facilitiesପାଣ୍ଟ୍ରି କୋଚ ଅଛି
Observation facilitiesSmall ICF Windows
Entertainment facilitiesନାହିଁ
Baggage facilitiesବସିବା ସ୍ଥାନ ତଳେ
Technical
Operating speed51 km/h (32 mph) average with halts
Route map

ଗତିପଥ  ସମ୍ପାଦନା

ସମୁଦାୟ ୧୯୩୨ କିଲୋମିଟର ଯାତ୍ରା କରୁଥିବା ଏହି ଟ୍ରେନ କେବଳ ଆନ୍ଧ୍ରପ୍ରଦେଶ ( ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗନା )  ଦେଇ ୧୦୬୬ କିଲୋମିଟର ଯାଇଥାଏ । 

ଛବି ଗ୍ୟାଲେରି ସମ୍ପାଦନା

ସମୟ ସାରଣୀ ସମ୍ପାଦନା

୩୯ଟି ଷ୍ଟେସନରେ ଏହି ରେଳଗାଡ଼ିଟି ରହିଥାଏ । ନିମ୍ନରେ ଦିଆଯାଇଥିବା ଦୈନିକ ନିର୍ଘଣ୍ଟ:[୩][୨]

ଭୁବନେଶ୍ୱର(BBS) - ମୁମ୍ବାଇ (CSMT) (୧୧୦୨୦)[୪]
ପ୍ରମୁଖ ଷ୍ଟେସନ ଯାତ୍ରା ଦିନ

ସଂଖ୍ୟା

ପହଞ୍ଚିବା ସମୟ ଛାଡ଼ିବା ସମୟ ଷ୍ଟେସନରେ ରହିବ ପ୍ଲାଟଫର୍ମ ସଂଖ୍ୟା
ଭୁବନେଶ୍ୱର ଆରମ୍ଭ ଷ୍ଟେସନ ୧୫:୨୫
ଖୋର୍ଦ୍ଧା ଜଙ୍କ୍ସନ ୧୫:୫୦ ୧୫:୫୫ ୫ ମିନିଟ ୩ କିମ୍ବା ୪
ବ୍ରହ୍ମପୁର ୧୭:୫୦ ୧୮:୦୦ ୧୦ ମିନିଟ
ବିଜୟନଗରମ ୨୧:୧୦ ୨୧:୧୫ ୫ ମିନିଟ
ବିଶାଖାପଟନମ ୨୨:୧୫ ୨୨:୩୫ ୨୦ ମିନିଟ ୨ କିମ୍ବା ୩
ବିଜୟୱାଡା ୦୫:୦୦ ୦୫:୨୦ ୨୦ ମିନିଟ
ସିକନ୍ଦରାବାଦ ୧୧:୩୦ ୧୧:୪୦ ୧୦ ମିନିଟ ୧୦
ସୋଲାପୁର ୧୮:୫୦ ୧୮:୫୫ ୫ ମିନିଟ
ପୁନେ ଜଙ୍କ୍ସନ ୨୩:୪୫ ୨୩:୫୦ ୫ ମିନିଟ
ଲୋନାୱାଲା ୦୦:୫୩ ୦୦:୫୫ ୨ ମିନିଟ
କଜରତ ଜଙ୍କ୍ସନ ୦୧:୪୩ ୦୧:୪୫ ୨ ମିନିଟ
କଲ୍ୟାଣ ଜଙ୍କ୍ସନ ୦୨:୩୭ ୦୨:୪୦ ୩ ମିନିଟ
ଥାନେ ୦୨:୫୭ ୦୩:୦୦ ୩ ମିନିଟ
ଦାଦର ସେଣ୍ଟ୍ରାଲ ୦୩:୨୨ ୦୩:୨୫ ୩ ମିନିଟ
ଛତ୍ରପତି ଶିବାଜୀ ଟର୍ମିନସ (ସିଏସଟି) ୦୩:୫୫ ଶେଷ ଷ୍ଟେସନ ୧୪
ମୁମ୍ବାଇ (CSMT) - ଭୁବନେଶ୍ୱର(BBS)(୧୧୦୧୯)[୫]
ପ୍ରମୁଖ ଷ୍ଟେସନ ଯାତ୍ରାଦିନ ସଂଖ୍ୟା ପହଞ୍ଚିବା ସମୟ ଛାଡ଼ିବା ସମୟ ଷ୍ଟେସନରେ ରହିବ ପ୍ଲାଟଫର୍ମ ସଂଖ୍ୟା
ଛତ୍ରପତି ଶିବାଜୀ ଟର୍ମିନସ (ସିଏସଟି) ଆରମ୍ଭ ଷ୍ଟେସନ ୧୫:୫୦
ଦାଦର ସେଣ୍ଟ୍ରାଲ ୧୫:୧୮ ୧୫:୨୦ ୨ ମିନିଟ
ଥାନେ ୧୫:୩୮ ୧୫:୪୦ ୨ ମିନିଟ
କଲ୍ୟାଣ ଜଙ୍କ୍ସନ ୧୬:୦୧ ୧୬:୦୩ ୨ ମିନିଟ
ପୁନେ ଜଙ୍କ୍ସନ ୧୯:୦୦ ୧୯:୦୫ ୫ ମିନିଟ
ସୋଲାପୁର ୦୦:୨୦ ୦୦:୨୫ ୫ ମିନିଟ
ସିକନ୍ଦରାବାଦ ୦୭:୪୫ ୦୮:୦୦ ୧୫ ମିନିଟ ୨ କିମ୍ବା ୬
ବିଜୟୱାଡା ୧୩:୫୦ ୧୪:୦୫ ୧୫ ମିନିଟ
ବିଶାଖାପଟନମ ୨୦:୪୫ ୨୧:୦୫ ୨୦ ମିନିଟ
ବିଜୟନଗରମ ୨୨:୦୮ ୨୨:୧୩ ୫ ମିନିଟ
ବ୍ରହ୍ମପୁର ୦୧:୩୦ ୦୧:୪୦ ୧୦ ମିନିଟ
ଛତ୍ରପୁର ୦୧:୫୪ ୦୧:୫୬ ୨ ମିନିଟ --
ବାଲୁଗାଁ ୦୨:୩୮ ୦୨:୪୦ ୨ ମିନିଟ
ଖୋର୍ଦ୍ଧା ରୋଡ଼ ଜଙ୍କ୍ସନ ୦୩:୪୫ ୦୩:୫୦ ୫ ମିନିଟ
ଭୁବନେଶ୍ୱର ୦୪:୩୫ ଶେଷ ଷ୍ଟେସନ

ବିଶେଷ ଘଟଣା  ସମ୍ପାଦନା

  • ୨୦୦୮ରେ ଗୁଲବର୍ଗା ନିକଟସ୍ଥ ଗାଙ୍ଗପୁରଠାରେ ଦୁଇଟି ବଗି ଲାଇନ ଚ୍ୟୁତ ହେବା ଯୋଗୁ ୨ ଜଣ ଯାତ୍ରୀ ଆହତ ହେଇଥିଲେ । 

ଆଧାର ସମ୍ପାଦନା

  1. "Railway Budget speech 1979-80" (PDF). www.indianrailways.gov.in. Government of India, Ministry of Railways. 20 February 1979.
  2. ୨.୦ ୨.୧ karthik. "11019/Konark Express (PT) - Chhatrapati Shivaji Maharaj Terminus to Bhubaneswar CR/Central Zone - Railway Enquiry". indiarailinfo.com. Retrieved 2019-07-24.
  3. "Konark Express (PT)/11020 Time Table/Schedule: Bhubaneswar to Chhatrapati Shivaji Maharaj Terminus CR/Central Zone - Railway Enquiry". indiarailinfo.com. Retrieved 2019-07-24.
  4. https://indiarailinfo.com/train/pdf/konark-express-11020/946/238/12282
  5. https://indiarailinfo.com/train/pdf/konark-express-11019/945/12282/238