କେଦାର ଜାଧବ
କେଦାର ମହାଦେବ ଜାଧବ (ଜନ୍ମ ୨୬ ମାର୍ଚ , ୧୯୮୫ ) iଜଣେ ଭାରତୀୟ କ୍ରିକେଟର । ସେ ଜଣେ ମଧ୍ୟକ୍ରମ ବେଟସମେନ ହେବା ସହ ସ୍ପିନ ବୋଲର ମଧ୍ୟ ।ଆଇପିଏଲରେ ସେ ଦିଲ୍ଲୀ ଦଳ ପାଇଁ ଖେଳୁଥିଲେ ଓ ପ-ଆରେ କୋଚି ଦଳକୁ ଗଲେ ।[୧] ସେ ଭାରତୀୟ A ଦଳ ଓ ପଶ୍ଚିମ ଯୋନେ ତରଫରୁ ମଧ୍ୟ ଖେଳନ୍ତି ।
ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ନାମ | Kedar Mahadav Jadhav | |||||||||||||||||||||||||||||||||||||||||||||||||||||||||||||||||
ଜନ୍ମ | 1985 Pune, Maharashtra, India | |||||||||||||||||||||||||||||||||||||||||||||||||||||||||||||||||
ଉଚ୍ଚତା | 165 cm (5 ft 5 in) | |||||||||||||||||||||||||||||||||||||||||||||||||||||||||||||||||
ବ୍ୟାଟିଂ ପ୍ରକାର | Right-handed | |||||||||||||||||||||||||||||||||||||||||||||||||||||||||||||||||
ବୋଲିଂ ପ୍ରକାର | Right arm off break | |||||||||||||||||||||||||||||||||||||||||||||||||||||||||||||||||
ଭୂମିକା | Batsman; Occasional wicket-keeper | |||||||||||||||||||||||||||||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
National side | ||||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଦିନିକିଆ | 16 November 2014 v Sri Lanka | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଦିନିକିଆ | 23 October 2016 v New Zealand | |||||||||||||||||||||||||||||||||||||||||||||||||||||||||||||||||
ଘରୋଇ ଦଳ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
Years | Team | |||||||||||||||||||||||||||||||||||||||||||||||||||||||||||||||||
2007–present | Maharashtra | |||||||||||||||||||||||||||||||||||||||||||||||||||||||||||||||||
2010 | Delhi Daredevils | |||||||||||||||||||||||||||||||||||||||||||||||||||||||||||||||||
2011 | Kochi Tuskers Kerala | |||||||||||||||||||||||||||||||||||||||||||||||||||||||||||||||||
2013–2015 | Delhi Daredevils (squad no. 18) | |||||||||||||||||||||||||||||||||||||||||||||||||||||||||||||||||
2016–present | Royal Challengers Bangalore | |||||||||||||||||||||||||||||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||||||||
Source: Cricinfo, 14 November 2014 |
ଶ୍ରୀଲଙ୍କା ସହ ସେ ପ୍ରଥମ ଅନ୍ତର୍ଜାତିକ ଏକଦିବାସୀୟ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଥିଲେ ଓ ୨୪ ବଲରୁ ୨୦ କରିଥିଲେ । T୨୦ରେ ସେ ଜିମ୍ବାବ୍ୱେ ବିରୁଦ୍ଧରେ ପଦାର୍ପଣ ମେଚ ଖେଳିଥିଲେ ୨୦୧୫ ଜୁଲାଇରେ ।
ଘରେଇ ପ୍ରଦର୍ଶନ
ସମ୍ପାଦନାମହାରାଷ୍ଟ୍ର ପାଇଁ ରଣଜୀ ଟ୍ରଫି ଖେଳି କେଦାର ମଧ୍ୟ ପ୍ରଦେଶ ବିରୂଢହରେ ୩୨୭ ରନ କରିଥିଲେ । ୨୦୧୩-୧୪ ସିଜନରେ ସେ ରଣଜୀରେ ୧୨୨୩ ରନ , ୬ଟି ଶତକ ସହ କରିଥିଲେ । ଆଇପିଏଲରେ ସେ ପ୍ରଥମେ ବାଙ୍ଗାଲୋର ଦଳ ପାଇଁ ଓ ପରେ ଦିଲ୍ଲୀ ଖେଳିଲେ । ପୁନର୍ବାର ୨୦୧୬ରେ ବାଙ୍ଗାଲୋର ଦଳକୁ ଆସିଲେ ।
ଅନ୍ତର୍ଜାତିକ ପ୍ରଦର୍ଶନ
ସମ୍ପାଦନାଜୁନ ୨୦୧୪ରେ ବାଂଲାଦେଶ ଗସ୍ତ ପାଇଁ ଥିବା ଦଳରେ ଥିଲେ ମଧ୍ୟ ଖେଳି ନ ଥିଲେ । ୨୦୧୪ରେ ଶ୍ରୀଲଙ୍କା ବିରୁଦ୍ଧ ତାଙ୍କ ପ୍ରଥମ ମେଚ ଖେଳିଥିଲେ । ୨୦୧୫ରେ ଜିମ୍ବାବ୍ୱେ ଗସ୍ତରେ ସମସ୍ତ ମେଚ ଖେଳିଥିଲେ । ସେଠାରେ ସେ ପ୍ରଥମ ଟି୨୦ ମେଚୀ ମଧ୍ୟ ଖେଳିଥିଲେ ।
ଅନ୍ତର୍ଜାତିକ ଶତକ
ସମ୍ପାଦନାଏକଦିବସୀୟ ଶତକ
ସମ୍ପାଦନାKedar Jadhav's ODI centuries | ||||||||
---|---|---|---|---|---|---|---|---|
No. | Runs | Match | Against | Venue | City | Year | Result | Ref. |
1 | 105* | 4 | ZimbabweZimbabwe | Harare Sports Club | Harare, Zimbabwe | 2015 | [୨] |
ପୁରସ୍କାର
ସମ୍ପାଦନା- Madhavrao Scindia Award for highest run-getter in Ranji Trophy: 2013/14
ଏକଦିବସୀୟ ମେନ ଓଫ ମେଚ
ସମ୍ପାଦନାS No | Opponent | Venue | Date | Match Performance | Result |
---|---|---|---|---|---|
1 | Zimbabwe | Harare Sports Club, Harare | 14 July 2015 | 105 (87 balls, 12×4, 1×6); 1 catch | IndiaIndia won by 83 runs. |
t୨୦ ମେନ ଓଫ ମେଚ
ସମ୍ପାଦନାS No | Opponent | Venue | Date | Match Performance | Result |
---|---|---|---|---|---|
1 | Zimbabwe | Harare Sports Club, Harare | 22 June 2016 | 58 (42 balls, 7×4, 1×6) | IndiaIndia won by 3 runs. |
References
ସମ୍ପାଦନା- ↑ Karhadkar, Amol (14 ଜାନୁଆରୀ 2011). "IPL franchises carry on the talent hunt". Hindustan Times. Archived from the original on 17 ଜାନୁଆରୀ 2011. Retrieved 15 ଜାନୁଆରୀ 2011.
{{cite news}}
: More than one of|accessdate=
and|access-date=
specified (help) - ↑ "First ODI Century"