କେଟାୟୁନ୍ ଆର୍ଦେଶିର୍ ଦିନସା
ଭାରତୀୟ ଚିକିତ୍ସକ
କେଟାୟୁନ୍ ଆର୍ଦେଶିର୍ ଦିନସା (୧୬ ନଭେମ୍ବର ୧୯୪୩ – ୨୬ ଅଗଷ୍ଟ ୨୦୧୧) ଭାରତୀୟ ଚିକିତ୍ସକଙ୍କ କ୍ଷେତ୍ରରେ ଏକ ପରିଚିତ ନାମ ଓ ଭାରତରେ ଆଧୁନିକ କର୍କଟ ଯତ୍ନ ଓ ରାଡିଏସନ୍ ଥେରାପି କ୍ଷେତ୍ରରେ ଦୃତ ଅଭିବୃଦ୍ଧି ଆଣିଥିଲେ । ୨୦୦୧ରେ ସେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ।[୧] ଏକ ପ୍ରତିଷ୍ଠିତ ଗଣମାଧ୍ୟମ ଅନୁଯାୟୀ, ସେ କର୍କଟ ପ୍ରପୀଡିତ ଭାରତର ଅନ୍ୟତମ ଓ ଶେଷ ସାମ୍ଭାବ୍ୟ ଆଶା ।
କେଟାୟୁନ୍ ଆର୍ଦେଶିର୍ ଦିନସା | |
---|---|
ଜନ୍ମ | ୧୬ ନଭେମ୍ବର ୧୯୪୩ କଲିକତା, ଭାରତ |
ମୃତ୍ୟୁ | ୨୬ ଅଗଷ୍ଟ ୨୦୧୧ (ବୟସ ୬୭) ମୁମ୍ବାଇ, ଭାରତ |
ଶିକ୍ଷା | MBBS DMRT ରୟାଲ୍ କଲେଜ୍ ଅଫ୍ ରାଡିଓଲୋଜିଷ୍ଟ୍ |
Medical career | |
Profession | ରାଡିଏସନ୍ ଅଙ୍କୋଲୋଜି |
Institutions | ଟାଟା ମେମୋରିଆଲ୍ ସେଣ୍ଟର୍ |
Research | କର୍କଟ ଏପିଡେମିଓଲୋଜି, ରାଡିଏସନ୍ ଥେରାପି |
Notable prizes | ପଦ୍ମଶ୍ରୀ |
ଆଧାର
ସମ୍ପାଦନା- ↑ Padma Shri award winners 2001, Government of India.