କୁମୁଦିନୀ ମହାପାତ୍ର

ଓଡ଼ିଆ ଲେଖକ ଓ ଅନୁବାଦକ

କୁମୁଦିନୀ ମହାପାତ୍ର (୧୯୩୦-୨୦୦୬) ଓଡ଼ିଶା ରାଜ୍ୟର ଓ ଓଡ଼ିଆ ଭାଷାର ଭାରତୀୟ ଲେଖକ ଓ ଅନୁବାଦକ ।[୨] ତାଙ୍କ ଭ୍ରମଣ କାହାଣୀ ଆମେରିକାର ଘର ଓ ଘରଣୀ[୩] ଓ ବିଜ୍ଞାନ ଭିତ୍ତିକ କାଳ୍ପନିକ କାହାଣୀ ଚନ୍ଦ୍ର ଅଭିମୁଖେ ଅଭିଯାନ, ପ୍ରଭୃତି ତାଙ୍କର କେତୋଟି ଲୋକପ୍ରିୟ ଲେଖା ।[୪] ସେ ଗୋକୁଳାନନ୍ଦ ମହାପାତ୍ରଙ୍କୁ ବିବାହ କରିଥିଲେ । ସେ ୧୯୪୭-୪୮ରେ ବିଜ୍ଞାନ ଭିତ୍ତିକ ଲେଖା ଲେଖିବାରେ ସକ୍ରିୟ ଥିଲେ ।[୫]

କୁମୁଦିନୀ ମହାପାତ୍ର
ଜନ୍ମ ଓ ଜନ୍ମସ୍ଥାନ୧୯୩୦
ଓଡ଼ିଶା
ମୃତ୍ୟୁ୨୦୦୬[୧]
ବୃତ୍ତିଲେଖିକା
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶୈଳୀବିଜ୍ଞାନ କାଳ୍ପନିକ
ଜୀବନସାଥୀଗୋକୁଳାନନ୍ଦ ମହାପାତ୍ର
ସନ୍ତାନଜ୍ୟୋତ୍ସ୍ନା ମହାପାତ୍ର,
ଗିରିଜା ମହାପାତ୍ର,
ରଶ୍ମୀ ମହାନ୍ତି,
ସ୍ନିଗ୍ଧା ପଟ୍ଟନାୟକ,
ନନ୍ଦ ନନ୍ଦନ ମହାପାତ୍ର

ଜୀବନ ସମ୍ପାଦନା

ସେ ଗୋକୁଳାନନ୍ଦ ମହାପାତ୍ରଙ୍କୁ ବିବାହ କରିଥିଲେ । ଏହି ଦମ୍ପତିଙ୍କର ପାଞ୍ଚଟି ସନ୍ତାନ ଥିଲେ, ଜ୍ୟୋତ୍ସ୍ନା, ଗିରିଜା, ରଶ୍ମୀ, ସ୍ନିଗ୍ଧା, ଓ ନନ୍ଦ ନନ୍ଦନ ।[୬]

ଆଧାର ସମ୍ପାଦନା

  1. [୧], Mrs. Kumudini Mahapatra
  2. Philomena Royappa Reddy; P. Sumangala (1998). Women in Development: Perspectives from Selected States of India. B.R. Publishing Corporation. ISBN 978-81-7018-978-7.
  3. Savitri Rout (1971). Women Pioneers in Oriya Literature: A Monograph. Manorama Rout.
  4. Pattnaik, Nikhil Mohan (2014). "Science for the Odia Public". Journal of Scientific Temper: 35. Retrieved 28 July 2016.
  5. "Science writing in Oriya (1850 - 1950): An Electronic Compilation of Science Articles and Books in Oriya Language" (PDF). arvindguptatoys.com. Srujanika, Vigyan Prasar. Retrieved 28 July 2016.
  6. [୨][permanent dead link], Kumudini Mohapatra