କୁମୁଦିନୀ ମହାପାତ୍ର
ଓଡ଼ିଆ ଲେଖକ ଓ ଅନୁବାଦକ
କୁମୁଦିନୀ ମହାପାତ୍ର (୧୯୩୦-୨୦୦୬) ଓଡ଼ିଶା ରାଜ୍ୟର ଓ ଓଡ଼ିଆ ଭାଷାର ଭାରତୀୟ ଲେଖକ ଓ ଅନୁବାଦକ ।[୨] ତାଙ୍କ ଭ୍ରମଣ କାହାଣୀ ଆମେରିକାର ଘର ଓ ଘରଣୀ[୩] ଓ ବିଜ୍ଞାନ ଭିତ୍ତିକ କାଳ୍ପନିକ କାହାଣୀ ଚନ୍ଦ୍ର ଅଭିମୁଖେ ଅଭିଯାନ, ପ୍ରଭୃତି ତାଙ୍କର କେତୋଟି ଲୋକପ୍ରିୟ ଲେଖା ।[୪] ସେ ଗୋକୁଳାନନ୍ଦ ମହାପାତ୍ରଙ୍କୁ ବିବାହ କରିଥିଲେ । ସେ ୧୯୪୭-୪୮ରେ ବିଜ୍ଞାନ ଭିତ୍ତିକ ଲେଖା ଲେଖିବାରେ ସକ୍ରିୟ ଥିଲେ ।[୫]
କୁମୁଦିନୀ ମହାପାତ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୯୩୦ ଓଡ଼ିଶା |
ମୃତ୍ୟୁ | ୨୦୦୬[୧] |
ବୃତ୍ତି | ଲେଖିକା |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଶୈଳୀ | ବିଜ୍ଞାନ କାଳ୍ପନିକ |
ଜୀବନସାଥୀ | ଗୋକୁଳାନନ୍ଦ ମହାପାତ୍ର |
ସନ୍ତାନ | ଜ୍ୟୋତ୍ସ୍ନା ମହାପାତ୍ର, ଗିରିଜା ମହାପାତ୍ର, ରଶ୍ମୀ ମହାନ୍ତି, ସ୍ନିଗ୍ଧା ପଟ୍ଟନାୟକ, ନନ୍ଦ ନନ୍ଦନ ମହାପାତ୍ର |
ଜୀବନ
ସମ୍ପାଦନାସେ ଗୋକୁଳାନନ୍ଦ ମହାପାତ୍ରଙ୍କୁ ବିବାହ କରିଥିଲେ । ଏହି ଦମ୍ପତିଙ୍କର ପାଞ୍ଚଟି ସନ୍ତାନ ଥିଲେ, ଜ୍ୟୋତ୍ସ୍ନା, ଗିରିଜା, ରଶ୍ମୀ, ସ୍ନିଗ୍ଧା, ଓ ନନ୍ଦ ନନ୍ଦନ ।[୬]
ଆଧାର
ସମ୍ପାଦନା- ↑ [୧], Mrs. Kumudini Mahapatra
- ↑ Philomena Royappa Reddy; P. Sumangala (1998). Women in Development: Perspectives from Selected States of India. B.R. Publishing Corporation. ISBN 978-81-7018-978-7.
- ↑ Savitri Rout (1971). Women Pioneers in Oriya Literature: A Monograph. Manorama Rout.
- ↑ Pattnaik, Nikhil Mohan (2014). "Science for the Odia Public". Journal of Scientific Temper: 35. Retrieved 28 July 2016.
- ↑ "Science writing in Oriya (1850 - 1950): An Electronic Compilation of Science Articles and Books in Oriya Language" (PDF). arvindguptatoys.com. Srujanika, Vigyan Prasar. Retrieved 28 July 2016.
- ↑ [୨][permanent dead link], Kumudini Mohapatra