କୁମାର ମହାନ୍ତି

(୧୯୪୧ -୧୯୯୫) ଜଣେ ଓଡ଼ିଆ କବି ଥିଲେ

କୁମାର ମହାନ୍ତି (୧୯୪୧ -୧୯୯୫) ଜଣେ ଓଡ଼ିଆ କବି ଥିଲେ । ସେ ଅନାମ କବିତା ଆନ୍ଦୋଳନର ଆନ୍ଦୋଳନର ସୂତ୍ରଧର ଥିଲେ । ସେ ଓ ତାଙ୍କର ଅନ୍ୟ ୪ ଜଣ ବନ୍ଧୁ ମିଶି ୧୯୬୯ ମସିହାରେ ଅନାମ କବିତା ଗୋଷ୍ଠୀ ଗଠନ କରି ଅନାମ କବିତା ଆନ୍ଦୋଳନର ଆନ୍ଦୋଳନର ମୂଳଦୂଆ ପକାଇଥିଲେ ।[୧][୨]

କୁମାର ମହାନ୍ତି
ଜନ୍ମ ଓ ଜନ୍ମସ୍ଥାନକୃଷ୍ଣଚନ୍ଦ୍ର ମହାନ୍ତି
୧୯୪୧
ଦଈତାପଡ଼ା ସାହି, ପୁରୀ
ମୃତ୍ୟୁ୧୯ ଡିସେମ୍ବର ୧୯୯୫
ଭାଷାଓଡ଼ିଆ
ଜାତୀୟତାଭାରତୀୟ

ଜୀବନୀ ସମ୍ପାଦନା

କୁମାର ମହାନ୍ତିଙ୍କର ପ୍ରକୃତ ନାମ ଥିଲା କୃଷ୍ଣଚନ୍ଦ୍ର ମହାନ୍ତି ଓ ସେ ପୁରୀ ଦଈତାପଡ଼ା ସାହିର ଲୋକ ଥିଲେ ।[୩] ସେ ପୁଲିସ ଚାକିରୀରେ ଥିଲେ ଓ ତାଙ୍କୁ ସେ ଚାକିରୀରୁ ବହିଷ୍କୃତ କରାଯାଇଥିଲା । ୧୯୯୫ ଡିସେମ୍ବର ୧୯ ତାରିଖରେ କୁମାର ମହାନ୍ତିଙ୍କ ପରଲୋକ ଘଟିଥିଲା ଓ ଏଥି ସହିତ ଅନାମ କବିତା ଆନ୍ଦୋଳନର ମଧ୍ୟ ଯବନିକା ପଡ଼ିଥିଲା ।

୧୯୭୫ ମସିହାରେ କୁମାର ମହାନ୍ତିଙ୍କଦ୍ୱାରା ଏକ କବିତାର ଅଂଶ :

କହନା କଥା

କହନା କଥା
କହିଲେ ଫିଟିବ ଅଡ଼ୁଆ ସୂତା
ଫିଟିଲେ ଗୁମର ସବୁ ତ ପିତା
ଭାଙ୍ଗିବ ତାଲା

ବାନ୍ଧି ନେଇଯିବ ପୁଲିସବାଲାରେ ପୁଲିସବାଲା ।


[୪]

ଆଧାର ସମ୍ପାଦନା

  1. ସୀତାକାନ୍ତ ମହାପାତ୍ର (୧୯୭୮). The Curve of Meaning: Studies in Oriya Literature. Image Publications. pp. ୧୨୦.
  2. Bhagaban Jayasingh (09 May 2020). Footprints of Fire: The Black Eagle Book of Modern Odia Poetry. Black Eagle Books, 2020. p. 186. ISBN 1645600300. Archived from the original on 20 January 2022. Retrieved 20 January 2022. {{cite book}}: Check date values in: |date= (help)
  3. "କବିତାରେ ଦେଶୀ ଛନ୍ଦ ଓ ଦୟଣା ପତ୍ରର ଗନ୍ଧ, କୁମାର ମହାନ୍ତିଙ୍କ "ଅନାମ ବାୟାର ଗୀତ"". www.odishasambad.in. ଓଡ଼ିଶା ସମ୍ବାଦ. Archived from the original on 20 January 2022. Retrieved 20 January 2022.
  4. "ଅନାମ କାବ୍ୟ ଆନ୍ଦୋଳନର ପ୍ରାସଙ୍ଗିକତା". No. ଧରିତ୍ରୀ ୧୬/୦୩/୨୦୨୨ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୬. ଧରିତ୍ରୀ. 16 March 2022. Archived from the original on 21 March 2022. Retrieved 21 March 2022.