କୁମାରଗଞ୍ଜ
କୁମାରଗଞ୍ଜ, ଏକ ସହର । ଏହା ଭାରତୀୟ ରାଜ୍ୟ ଉତ୍ତରପ୍ରଦେଶର ଫାଇଜାବାଦ ଜିଲ୍ଲାରେ ଅବସ୍ଥିତ । ଏହା ଫାଇଜାବାଦ ରାୟବରେଲୀ ଜାତୀୟ ରାଜପଥ ଉପରେ ଅବସ୍ଥିତ ।
Kumarganj town | |
---|---|
Town | |
Country | India |
State | Uttar Pradesh |
District | Faizabad |
Government | |
• Type | census town |
Area | |
• ସମୁଦାୟ | 3.5 km2 (1.4 sq mi) |
Elevation | 98 m (322 ft) |
Population (2011) | |
• Total | ୧୯,୯୮୫ |
• Density | 850/km2 (2,200/sq mi) |
Languages | |
Time zone | UTC+5:30 (IST) |
PIN | 224229 |
ଯାନବାହାନ ପଞ୍ଚୀକରଣ | UP 42 |
Sex ratio | 1000/992 ♂/♀ |
Website | up |
ଜନସଂଖ୍ୟା
ସମ୍ପାଦନା2011 ଜନଗଣନା ଅନୁସାରେ ଏଠାକାର ଜନସଂଖ୍ୟା 19,990 ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 51% ଥିବା ବେଳେ ମହିଳା ସଂଖ୍ୟା 49 % ଥିଲା । ଏଠାରେ ସାକ୍ଷ୍ୟରତା ହାର 62 % ରହିଥିଲା । 6 ବର୍ଷରୁ କମ ସଂଖ୍ୟା 17% ରହିଥିଲା ।