କୁକୁରୀପା
କୁକୁରିପା ଓ କୁକ୍କୁରୀପା ଏଠାକୁ ଫେରା ଆଣିଥାନ୍ତି ।
କୁକୁରୀପା | |
---|---|
ଧର୍ମ | ବୌଦ୍ଧ |
ଜନ୍ମସ୍ଥାନ | ଓଡ଼ିଶା |
ଦର୍ଶନ | ବୌଦ୍ଧବାଦ |
ରଚନାବଳୀ | ଆଶ୍ଚର୍ଯ୍ୟଚର୍ଯାଚୟର ଚର୍ଯା ଗୀତିକା ରଚନା |
କୁକୁରୀପା ବୌଦ୍ଧ ଧର୍ମର ଜଣେ ମହାସିଦ୍ଧ ଥିଲେ ।
ଜୀବନକାଳ
ସମ୍ପାଦନାସେ ପୁରାତନ ଭାରତର ଓଡ଼ିଶାରେ ଜନ୍ମ ଓ ବସବାସ କରୁଥିଲେ ।[୧][୨] ସେ ବଜ୍ରଯାନରେ ବିଶେଷ ସାଧନା କରିଥିଲେ । ତାଙ୍କର ଭ୍ରମଣ କାଳରେ ସେ ଭୋକିଲା କୁକୁରଟିଏ ଏକ ବୁଦା ମୂଳରୁ ପାଇଥିଲେ । କରୁଣାରେ ସେ ତାହାକୁ ଖୁଆଇଥିଲେ ଓ ପାଖରେ ରଖି ପାଳିଥିଲେ । ସେ ତାଙ୍କ ପାଖରେ ରହିଥିଲା ଓ ଗୁହାଟିଏ ଖୋଜି ପାଇଥିଲା ଯେଉଁଠାରେ ସେ ଅଧିକ କାଳ ଧରି ନିରବଚ୍ଛିନ୍ନ ଯୋଗ ସାଧନା କରିପାରୁଥିଲେ ଓ କୁକୁରୀଟି ଗୁମ୍ଫାର ବାହାରେ ଜଗିବସୁଥିଲା ।[୩]
ଲାମା ସୂର୍ଯ୍ୟ ଦାସଙ୍କ ମତରେ:
ଜ୍ଞାନ-ଡାକିଣୀ ତାଙ୍କୁ କହିଥିଲା: "କୁକୁରୀପା ମାୟା ମୋହରୁ ମୁକ୍ତ । ସେ କୁଡ଼ିଆରେ ଶୋଇପାରନ୍ତି, କୁକୁରୀ ସହ ବୁଲିପାରନ୍ତି, ନିଜର ବୋଲି କିଛି ନଥାଏ, ଗାନ-ବାଜଣା କରନ୍ତି ନାହିଁ, ତାଙ୍କ ପାଖରେ ଶୁଆ ନଥାଏ କି ବାଦନ ଯନ୍ତ୍ର ନଥାଏ କିମ୍ବା ଧର୍ମ ପୋଥି ନଥାଏ । ଯେହେତୁ ସେ କୌଣସି ମହାନୁଭବଙ୍କ ଉପରେ ନିର୍ଭର କରିନଥାନ୍ତି ଓ ମହା-ବୋଧିର ଅଧିକାରୀ, ଆମ୍ଭେ ନଭଚାରୀ-ଡାକିଣୀ ଗଣ ତାହାଙ୍କ ସେବା ନିମନ୍ତେ ଖଞ୍ଜା ଓ ବାଧ୍ୟ ।”[୪]
ରଚନାବଳୀ
ସମ୍ପାଦନାକୁକୁରୀପା ତାହାଙ୍କର ଚର୍ଯାପଦର ଅନେକ ରଚନା ନିମନ୍ତେ ଖ୍ୟାତ ।
ଆହୁରି ଦେଖନ୍ତୁ
ସମ୍ପାଦନାଟୀକା
ସମ୍ପାଦନା- ↑ Robert Beer (illustrator), Keith Dowman (translator), and Bhaga Tulku Pema Tenzin (translator) (1998-06-01). Buddhist Masters of Enchantment: The Lives and Legends of the Mahasiddhas. Inner Traditions. ISBN 0892817844.
{{cite book}}
:|author=
has generic name (help)CS1 maint: multiple names: authors list (link) - ↑ Mondup Sherab (author), Keith Dowman (translator), and Bhaga Tulku Pema Tenzin (translator) (1985). Legends of the Eighty-four Mahasiddhas (Grub thob brgyad bcu tsa bzhi'i lo rgyus). State University of New York Press: Albany, NY.
{{cite book}}
:|author=
has generic name (help); Cite has empty unknown parameter:|1=
(help)CS1 maint: multiple names: authors list (link) - ↑ Robert Beer (1986). Mahasiddha Kukkuripa, The Dog Lover. Wisdom Publications: London.
- ↑ Das, Surya (06 Jun 2003). "The Radiant River of Mahamudra". Archived from the original on 2008-05-11. Retrieved 2008-09-26.
{{cite web}}
: Check date values in:|date=
(help)
ଆଧାର
ସମ୍ପାଦନା- ମହାନ୍ତି, ଡ. ବଂଶୀଧର. (୧୯୭୦) ଓଡ଼ିଆ ସାହିତ୍ୟର ଇତିହାସ (ଭାଗ ୧). ଫ୍ରେଣ୍ଡସ ପବ୍ଲିସର୍ସ. କଟକ