କୁକାପଲ୍ଲୀ ମନୀଷା  (ଜନ୍ମ ଏପ୍ରିଲ ୨୯, ୧୯୯୫ )ଜଣେ ଭାରତୀୟ ମହିଳା ବେଦମିଣ୍ଟନ ଖେଳାଳି । ସେ ବିଶେଷ ଭାବରେ ଡବଲ୍ସ ଓ ମିକ୍ସ୍ଡ ଦବଲ୍ଡ ଖେଳିଥାନ୍ତି ।   ସେ ସନଯୋଗୀତା ଘୋରପଡେ , ପି . ଭି . ସିନ୍ଧୁଙ୍କ ସହ ଯୋଡି ଭାବରେ ଖେଳିଥାନ୍ତି । .[୨] ତାଙ୍କର ମିକ୍ସ ଦବାଲ୍ସ ଯୋଡି ଭାବରେ ରଙ୍କିରାରେଡ୍ଡି ଓ ନନ୍ଦଗୋପାଳ ଆଦି ଖେଳିଥାନ୍ତି । .[୩]

Maneesha, Kukkapalli
ବ୍ୟକ୍ତିଗତ ତଥ୍ୟ
ଜନ୍ମ (1995-04-29) ୨୯ ଅପ୍ରେଲ ୧୯୯୫ (ବୟସ ୨୮)[୧]
India
ଦେଶ ଭାରତ
କେଉଁ ହାତ ବ୍ୟବହାର କରନ୍ତିRight
Women's & mixed doubles
ସର୍ବୋଚ୍ଚ ରାଙ୍କ82 (WD) 27 Oct 2016
72 (XD) 8 Dec 2016
BWF Profile

କ୍ରୀଡ଼ା ଅବଦାନ  ସମ୍ପାଦନା

ବିଶ୍ୱ ବେଡମିଣ୍ଟନ ଫେଡେରେସନ ତରଫରୁ ହାଉଥିବା BWF ଗ୍ରାଣ୍ଡ ପ୍ରିକସ୍କୁ ବିଶ୍ୱର ମର୍ଯ୍ୟାଦା ପୂର୍ଣ ବେଡମିଣ୍ଟନ ସିରିଜ କୁହାଯାଇଥାଏ । ଏହା ୨୦୦୭ ମସିହାରୁ ହେଇଆସୁଛି । ମନୀଷା ଏଥିରେ ନିୟମିତ ଅଂଶ ଗ୍ରହଣ କରାଇଥାନ୍ତି । ତାଙ୍କର ବିବ ବିଭିନ୍ନ ଅବଦାନ ସବୁ ହେଲା , 

ମିକ୍ସ ଦବଲ୍ସ ରେ 

Year Tournament Partner Opponent Score Result
2015 Syed Modi International   Manu Attri   Riky Widianto

  Richi Puspita Dili

17-21, 17-21 02 !  Runner-up
     BWF Grand Prix Gold tournament
     BWF Grand Prix tournament

ମହିଳା ଦବଲ୍ସ ରେ 

Year Tournament Partner Opponent Score Result
2015 Tata India International   N. Sikki Reddy   Chaladchalam Chayanit

  Phataimas Muenwong

11-21, 21-15, 13-21 02 !  Runner-up
2014 Tata India International   J. Meghana   Aparna Balan

  Prajakta Sawant

13-21, 21-10, 13-21 02 !  Runner-up
Year Tournament Partner Opponent Score Result
2016 Bangladesh International   Satwiksairaj Rankireddy   Viriyangkura Tanupat

  Thanyasuda Wongya

21-12, 21-12 01 !  Winner
2016 India International Series   Satwiksairaj Rankireddy   Low Hang Yee

  Cheah Yee See

5-11, 11-8, 12-10, 11-8 01 !  Winner
2016 Mauritius International   Satwiksairaj Rankireddy   Yogendran Khrishnan

  Prajakta Sawant

21-19, 11-21, 21-17 01 !  Winner
2015 Tata India International   Satwiksairaj Rankireddy   Arun Vishnu

  Aparna Balan

21–13, 21–16 01 !  Winner
2013 Maldives International   K. Nandagopal   Kim Dae-sung

  Oh Bo-kyung

21-16, 23-21 01 !  Winner
     BWF International Challenge tournament
     BWF International Series tournament
     BWF Future Series tournament

ପୁନଶ୍ଚ ଦେଖଣା  ସମ୍ପାଦନା

  • Indian Badminton League

ଆଧାର  ସମ୍ପାଦନା