କିରଣ ମାର୍ଟିନ୍
କିରଣ ମାର୍ଟିନ୍ ଜଣେ ଭାରତୀୟ ଶିଶୁରୋଗ ବିଶେଷଜ୍ଞ, ସମାଜସେବୀ ଓ ଅଣ-ସରକାରୀ ପ୍ରତିଷ୍ଠାନ ଆଶାର ପ୍ରତିଷ୍ଠାତା,[୧] ଯାହା ସ୍ୱାସ୍ଥ୍ୟ ଓ ଗୋଷ୍ଠୀ ଉନ୍ନତି ଉଦ୍ଦେଶ୍ୟରେ କାମ କରେ ।[୨] ଏହା ଦିଲ୍ଲୀର ପାଖାପାଖି ୫୦ଟି ବସ୍ତିର ୪୦୦,୦୦୦ରୁ ୫୦୦,୦୦୦ ଲୋକଙ୍କ ପାଇଁ କାମ କରେ ।[୩][୪][୫] ଭାରତ ସରକାର ତାଙ୍କୁ ୨୦୦୨ ମସିହାରେ ଚତୁର୍ଥ ସର୍ବବୃହତ୍ତ ବେସାମରିକ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ କରିଥିଲେ ।[୬]
କିରଣ ମାର୍ଟିନ୍ | |
---|---|
ଜନ୍ମ | ୯ ଜୁନ ୧୯୫୯ |
ଜାତୀୟତା | ଭାରତୀୟ |
ଶିକ୍ଷା | ମେଡ଼ିସିନ୍ରେ ସ୍ନାତ୍ତକ, ସର୍ଜରୀରେ ସ୍ନାତ୍ତକ, ଶିଶୁସ୍ୱାସ୍ଥ୍ୟ ଓ ଶିଶୁରୋଗରେ ଡିପ୍ଲୋମା |
ବୃତ୍ତି(ସମୂହ) | ସମାଜସେବୀ, ଶିଶୁରୋଗ ବିଶେଷଜ୍ଞ, ଆଶା ସୋସାଇଟିର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ |
ବୈବାହିକ-ସାଥୀ | ଗଡ଼ଫ୍ରେ ମାର୍ଟିନ୍ |
ସନ୍ତାନ | ୨ |
ପୁରସ୍କାର | ପଦ୍ମଶ୍ରୀ |
ୱେବସାଇଟ | Personal blog |
ଆଦ୍ୟ ଜୀବନ
ସମ୍ପାଦନାକିରଣ ମାର୍ଟିନ୍ ଦିଲ୍ଲୀର ମୌଲାନାଆଜାଦ୍ ଡାକ୍ତରୀ ମହାବିଦ୍ୟାଳୟରୁ ମେଡ଼ିସିନ୍ରେ ସ୍ନାତ୍ତକ ଲାଭ କରିଥିଲେ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଲେଡି ହାର୍ଡ଼ିଙ୍ଗ୍ ଡାକ୍ତରୀ ମହାବିଦ୍ୟାଳୟରୁ ୧୯୮୫ରେ ଶିଶୁରୋଗରେ ଅଧିକ ଶିକ୍ଷା ଲାଭ କରିଥିଲେ ।[୭][୮][୯]
ଆଶା ସୋସାଇଟିର ପ୍ରତିଷ୍ଠା
ସମ୍ପାଦନା୧୯୮୮ ମସିହାରେ ଦକ୍ଷିଣ ଦିଲ୍ଲୀର ଏକ ବସ୍ତି, ଡଃ ଆମ୍ବେଦକର ବସ୍ତିରେ ହଇଜା ବ୍ୟାପିବା ତାଙ୍କ ପେଶାଗତ ଜୀବନରେ ଏକ ମୋଡ ଆଣିଥିଲା ।[୮] ସେ ବସ୍ତିରେ ଡାକ୍ତରୀ ସେବା ପ୍ରଦାନ କରିବା ପାଇଁ ଚେଷ୍ଟା କରିଥିଲେ, ଯାହା ପରବର୍ତ୍ତୀ ସମୟରେ ତାଙ୍କୁ ସମାଜ ସେବା କରିବା ପାଇଁ ଉତ୍ସାହିତ କରିଥିଲା ।[୭][୧୦] ସେହି ବର୍ଷ ସଂଗଠିତ ସେବା ପ୍ରଦାନ ପାଇଁ ସେ କେତେଜଣ ସହାୟକଙ୍କ ସହ ଏକ ଅଣ-ସରକାରୀ ପ୍ରତିଷ୍ଠାନ, ଆଶା ସୋସାଇଟି ପ୍ରତିଷ୍ଠା କରିଥିଲେ ।[୮][୧୧][୧୨]
କିରଣ ମାର୍ଟିନ୍ଙ୍କ ଦର୍ଶନ ତତ୍ତ୍ୱ
ସମ୍ପାଦନାଆଧାର
ସମ୍ପାଦନା- ↑ "ABC". ABC. 23 September 2010. Retrieved January 14, 2015.
- ↑ "Opinion". Opinion. 13 October 2010. Retrieved January 14, 2015.
- ↑ "In Conversation with Asha founder Dr Kiran Martin". YouTube video. The Conversation. 19 November 2013. Retrieved January 14, 2015.
- ↑ "AFAS". AFAS. 2014. Retrieved January 14, 2015.
- ↑ "Ten20". Ten20. 2014. Archived from the original on March 3, 2015. Retrieved January 14, 2015.
- ↑ "Padma Awards" (PDF). Padma Awards. 2014. Archived from the original (PDF) on November 15, 2014. Retrieved November 11, 2014.
- ↑ ୭.୦ ୭.୧ "Willow Creek". Willow Creek. 9 September 2013. Archived from the original on 14 January 2015. Retrieved January 14, 2015.
- ↑ ୮.୦ ୮.୧ ୮.୨ "India West". India West. 2014. Archived from the original on May 5, 2018. Retrieved January 14, 2015.
- ↑ "Boston University". Boston University. 5 September 2012. Retrieved January 14, 2015.
- ↑ Rob Moodie (21 November 2013). "In Conversation". Article. The Conversation. Retrieved January 14, 2015.
- ↑ "The Age". The Age. 6 October 2010. Retrieved January 14, 2015.
- ↑ "Australia India Institute". Australia India Institute. 15 May 2010. Archived from the original on 16 January 2015. Retrieved January 14, 2015.