କାର୍ବାଜିଟାକ୍ସେଲ

ପ୍ରୋଷ୍ଟେଟ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏହା ଏକ ଔଷଧ ।

କାର୍ବାଜିଟାକ୍ସେଲ, ବେପାର ନାମ ଜେଭଟାନା, ହେଉଛି ପ୍ରୋଷ୍ଟେଟ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । [୧] ନିର୍ଦ୍ଦିଷ୍ଟ ଭାବରେ ଏହା ମେଟାଷ୍ଟାଟିକ୍ କାଷ୍ଟ୍ରେସନ୍-ପ୍ରତିରୋଧୀ ପ୍ରୋଷ୍ଟେଟ୍ କର୍କଟ ପାଇଁ ବ୍ୟବହୃତ ହୁଏ ଯେଉଁମାନେ ଅନ୍ୟ ଚିକିତ୍ସାରେ ବିଫଳ ହୋଇଥିଲେ । [୨] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ । [୨]

କାର୍ବାଜିଟାକ୍ସେଲ
Clinical data
Trade namesJevtana
SynonymsXRP-6258
AHFS/Drugs.commonograph
MedlinePlusa611009
data
Pregnancy
category
  • AU: D
  • US: N (Not classified yet)
Routes of
administration
Intravenous
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
  • EU: Rx-only
Identifiers
  • (1S,2S,3R,4S,7R,9S,10S,12R,15S)-4-(Acetyloxy)-15-{[(2R,3S)-3-{[(tert-butoxy)carbonyl]amino}-2-hydroxy-3-phenylpropanoyl]oxy}-1-hydroxy-9,12-dimethoxy-10,14,17,17-tetramethyl-11-oxo-6-oxatetracyclo[11.3.1.03,10.04,7]heptadec-13-en-2-yl benzoate
ECHA InfoCard100.205.741 Edit this at Wikidata
Chemical and physical data
FormulaC45H57NO14
Molar mass୮୩୫.୯୪ g·mol−1
3D model (JSmol)
  • CC1=C2C(C(=O)C3(C(CC4C(C3C(C(C2(C)C)(CC1OC(=O)C(C(C5=CC=CC=C5)NC(=O)OC(C)(C)C)O)O)OC(=O)C6=CC=CC=C6)(CO4)OC(=O)C)OC)C)OC
  • InChI=1S/C45H57NO14/c1-24-28(57-39(51)33(48)32(26-17-13-11-14-18-26)46-40(52)60-41(3,4)5)22-45(53)37(58-38(50)27-19-15-12-16-20-27)35-43(8,36(49)34(55-10)31(24)42(45,6)7)29(54-9)21-30-44(35, ☒N
  • Key:BMQGVNUXMIRLCK-OAGWZNDDSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ଲୋହିତ ରକ୍ତ କଣିକା, ସ୍ୱଳ୍ପ ଶ୍ୱେତରକ୍ତ କଣିକା, କମ୍ ପ୍ଲାଲେଟ୍ ଏବଂ ତରଳ ଝାଡ଼ା ହୋଇପାରେ ।| [୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ଏବଂ କିଡନୀ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ।| [୩] ଏହା ଏକ ଟ୍ୟାକ୍ସାନେ ଯାହା ମାଇକ୍ରୋଟ୍ୟୁବୁଲରେ ବାଧା ସୃଷ୍ଟି କରେ । [୪]

୨୦୧୦ରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୧ରେ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ କାବାଜାଇଟାକ୍ସେଲ୍ ଅନୁମୋଦିତ ହୋଇଥିଲା [୧][୩] ଯୁକ୍ତରାଜ୍ୟରେ ୨୦୨୧ରେ ଏହାର ୬୦ ମିଗ୍ରାର ମୂଲ୍ୟ ୩୭୦୦ ପାଉଣ୍ଡ ଥିଲା । [୫] ଯୁକ୍ତରାଷ୍ଟ୍ରରେ ଏହି ରାଶି ପ୍ରାୟ ୧୨,୭୦୦ ଡଲାର ଅଟେ । [୬]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Jevtana". Archived from the original on 1 May 2021. Retrieved 29 December 2021.
  2. ୨.୦ ୨.୧ "Jevtana". Archived from the original on 1 May 2021. Retrieved 29 December 2021.
  3. ୩.୦ ୩.୧ "Cabazitaxel Monograph for Professionals". Drugs.com (in ଇଂରାଜୀ). Archived from the original on 2 November 2020. Retrieved 28 December 2021.
  4. "Cabazitaxel". NCI Drug Dictionary. U.S. Department of Health and Human Services, National Institutes of Health, National Cancer Institute. 2011-02-02. Archived from the original on 2015-04-25. Retrieved 2021-02-16.
  5. BNF 81: March-September 2021. BMJ Group and the Pharmaceutical Press. 2021. p. 968. ISBN 978-0857114105.
  6. "Jevtana Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 29 December 2021.