କାର୍ଫିଲଜୋମିବ

ଏହା ଏକ ଔଷଧ ଯାହା ମଲ୍ଟିପ୍ଲ ମାଇଲୋମା ( MM) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।

କାର୍ଫିଲଜୋମିବ, ଏକ ବେପାର ନାମ କିପ୍ରୋଲିସ, ହେଉଛି ଏକ ଔଷଧ ଯାହା ମଲ୍ଟିପ୍ଲ ମାଇଲୋମା ( MM) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୨] ଅନ୍ୟାନ୍ୟ ଚିକିତ୍ସାରେ ଉନ୍ନତି କରିନଥିବା ଅବସ୍ଥାରେ ଏହା ବ୍ୟବହୃତ ହୁଏ । [୩] ଏହା ଶିରାରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ । [୩]

କାର୍ଫିଲଜୋମିବ
Clinical data
Trade namesKyprolis
SynonymsPX-171-007
AHFS/Drugs.commonograph
MedlinePlusa612031
data
Pregnancy
category
  • AU: C
  • US: N (Not classified yet)
Routes of
administration
Intravenous
Legal status
Legal status
Pharmacokinetic data
Protein binding97%[୧]
MetabolismExtensive; CYP plays a minor role
Identifiers
  • (2S)-4-Methyl-N-[(2S)-1-[[(2S)-4-methyl-1-[(2R)-2-methyloxiran-2-yl]-1-oxopentan-2-yl]amino]-1-oxo-3-phenylpropan-2-yl]-2-[[(2S)-2-[(2-morpholin-4-ylacetyl)amino]-4-phenylbutanoyl]amino]pentanamide
ECHA InfoCard100.219.957 Edit this at Wikidata
Chemical and physical data
FormulaC40H57N5O7
Molar mass୭୧୯.୯୨ g·mol−1
3D model (JSmol)
  • O=C(N[C@H](C(=O)N[C@H](C(=O)N[C@H](C(=O)N[C@H](C(=O)[C@@]1(OC1)C)CC(C)C)Cc2ccccc2)CC(C)C)CCc3ccccc3)CN4CCOCC4
  • InChI=1S/C40H57N5O7/c1-27(2)22-32(36(47)40(5)26-52-40)42-39(50)34(24-30-14-10-7-11-15-30)44-38(49)33(23-28(3)4)43-37(48)31(17-16-29-12-8-6-9-13-29)41-35(46)25-45-18-20-51-21-19-45/h6-15,27-28,31-34H,16-26H2,1-5H3,(H,41,46)(H,42,50)(H,43,48)(H,44,49)/t31-,32-,33-,34-,40+/m0/s1
  • Key:BLMPQMFVWMYDKT-NZTKNTHTSA-N

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ଲୋହିତ ରକ୍ତ କଣିକା, ଥକ୍କା, ବାନ୍ତି, ତରଳ ଝାଡ଼ା, କମ୍ ପ୍ଲାଟେଲେଟ୍, ଜ୍ୱର, ଅଣନିଶ୍ୱାସ, କାଶ ଏବଂ ନିମ୍ନ ଶ୍ୱେତ ରକ୍ତ କଣିକା ହୋଇପାରେ । [୪] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହୃଦଘାତ, ଯକୃତ ସମସ୍ୟା, ଫୁସଫୁସ ସମସ୍ୟା, ବୃକ୍‌କ ସମସ୍ୟା, ରକ୍ତସ୍ରାବ, ସଂକ୍ରମଣ ଏବଂ ଉଚ୍ଚ ରକ୍ତଚାପ ଅନ୍ତର୍ଭୁକ୍ତ ହୋଇପାରେ । [୪] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ | [୫] ଏହା ଏକ ପ୍ରୋଟିଜୋମ ଅବରୋଧକାରୀ ଔଷଧ | [୨]

୨୦୧୨ ମସିହାରେ ଆମେରିକାରେ ଏବଂ ୨୦୧୫ରେ ୟୁରୋପରେ ଡାକ୍ତରୀ ବ୍ୟବହାର ନିମନ୍ତେ କାର୍ଫିଲଜୋମିବ ଅନୁମୋଦିତ ହୋଇଥିଲା ।[୪][୨] ଯୁକ୍ତରାଜ୍ୟରେ ୨୦୨୧ ମସିହାରେ ଏହାର ମୂଲ୍ୟ ୧୦୫୦ ପାଉଣ୍ଡ ଥିଲା । [୩] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ପ୍ରାୟ ୨,୭୦୦ ଡଲାର । [୬]

ଆଧାର ସମ୍ପାଦନା

  1. ୧.୦ ୧.୧ "Kyprolis- carfilzomib injection, powder, lyophilized, for solution". DailyMed. 26 August 2020. Archived from the original on 12 August 2020. Retrieved 13 November 2020.
  2. ୨.୦ ୨.୧ ୨.୨ "Carfilzomib Monograph for Professionals". Drugs.com (in ଇଂରାଜୀ). Archived from the original on 9 June 2021. Retrieved 30 December 2021.
  3. ୩.୦ ୩.୧ ୩.୨ BNF 81: March-September 2021. BMJ Group and the Pharmaceutical Press. 2021. p. 1008. ISBN 978-0857114105.
  4. ୪.୦ ୪.୧ ୪.୨ "Kyprolis". Archived from the original on 14 November 2021. Retrieved 30 December 2021.
  5. "DailyMed - KYPROLIS- carfilzomib injection, powder, lyophilized, for solution". dailymed.nlm.nih.gov. Archived from the original on 12 August 2020. Retrieved 30 December 2021.
  6. "Kyprolis Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 8 February 2018. Retrieved 30 December 2021.