[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Kandukur
ଦେଶ India
ରାଜ୍ୟଆନ୍ଧ୍ର ପ୍ରଦେଶ
ଜିଲ୍ଲାପ୍ରକସମ୍
Elevation
85[୧] m (Bad rounding hereFormatting error: invalid input when rounding ft)
Population
 (2001)[୧]
 • Total୫୦,୦୮୪
ଭାଷା
 • ସରକାରୀତେଲୁଗୁ
Time zoneUTC+5:30 (IST)

କାନ୍ଦୁକୁର୍ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଆନ୍ଧ୍ର ପ୍ରଦେଶର ପ୍ରକସମ୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି ସମ୍ପାଦନା

କାନ୍ଦୁକୁର୍ ୧୫.୨୧୫୪ ଉତ୍ତର ଅକ୍ଷାଂଶ ଓ ୭୯.୯୦୩୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୫ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, କାନ୍ଦୁକୁର୍ ସହରର ମୋଟ ଜନସଂଖ୍ୟା ୫୦୦୮୪ ଅଟେ ।[୨] ସେଥି ମଧ୍ୟରୁ ୫୦.୮୨% ଜଣ ପରୁଷ ହୋଇଥିବା ବେଳେ ୪୯.୧୮% ଜଣ ନାରୀ ଅଟନ୍ତି । କାନ୍ଦୁକୁର୍ର ସାକ୍ଷରତା ହାର ୬୩.୧୯% ଅଟେ । ଏହା ଜାତୀୟ ହାରଠାରୁ ୧.୬୫% ପ୍ରତିଶତ କମ ଅଟେ । ସେଥିରୁ ୩୬.୩୪% ପ୍ରତିଶତ ପୁରୁଷ ଓ ୨୬.୮୫% ନାରୀ ଅଟନ୍ତି । ୧୦.୮୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା ସମ୍ପାଦନା

ତେଲୁଗୁ କାନ୍ଦୁକୁର୍ର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା