କାନସବାହାଲ ସୁନ୍ଦରଗଡ଼ ଜିଲ୍ଲାରେ ଅବସ୍ଥିତ ଏକ ଛୋଟ ସହର । ଏହା ଏକ ଆଧୁନିକ ଶିଳ୍ପପତି ସହର ଅଟେ । ଏଠାରେ ଲାରସନ ଏନ୍ ଟୁବ୍ର ଶିଳ୍ପ ଅବସ୍ଥିତ । ଏହା ରାଜ୍ୟ ସଡକ ୧୦ଦ୍ୱାରା ରାଉରକେଲାରାଜଗାଙ୍ଗପୁର ସହ ଜଡ଼ିତ ଏହା ରାଉରକେଲାଠାରୁ ୩୯ କି.ମି ଓ ରାଜଗାଙ୍ଗପୁରଠାରୁ ୧୫ କି.ମି ଦୁରରେ ସଂଜଗ କରୁ ଅଛି । ଏହା ମୁଖ୍ୟ ରେଳରାସ୍ତା ହାଓଡ଼ା କଲିକତା ଏବଂ ସି ଏସ୍ ଟି/ କୁର୍ଲା ମୁମ୍ବାଇକୁ ସଂଯୋଗ କରୁଛି କାଂଶବାହାଲ ରାଉରକେଲା ପୌରପାଳିକାରେ ନିର୍ଭର ଅଟେ । ଏହା ନଦୀ ପାହାଡରେ ଭରା ଏକ ଗ୍ରାମ ବହୁଳ ସହର ଅଟେ । ଏହା ତିନୋଟି ଗ୍ରାମପଞ୍ଚାୟତକୁ ନେଇ ଗଠିତ । ୧) ଚୁଙ୍ଗିମାଟି ୨)ପାନପୋଷ ୩) ଲାଇଙ୍ଗ ଚୁଙ୍ଗିମାଟି ଗ୍ରାମପଞ୍ଚାୟତରେ ଲାରସନ ଏନ୍ ଟୁବ୍ର ଶିଳ୍ପ ଅବସ୍ଥିତ ।

କାନସବାହାଲ
ସହର
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାସୁନ୍ଦରଗଡ଼
ଭାଷା
 • ସରକାରୀଓଡ଼ିଆ ଭାଷା
Time zoneUTC+5:30 (IST)
PIN
୭୭୦୦୩୪
Telephone code୦୬୬୨୪
ଯାନବାହାନ ପଞ୍ଚୀକରଣOD-14

ଇତିହାସ

ସମ୍ପାଦନା

କାନସବାହାଲ ବ‌ହୁଦିନ‌ଧରି ଆଦିବାସୀ ଅଞ୍ଚଳ ଥିଲା । ଏଠାରେ ଧୀରେ ଧୀରେ ଶିଳ୍ପ ଗଢ଼ି ଉଠିଲା ଉତମଲ କାରଖାନା ଏହା ଧୀରେ ଧୀରେ ଆଉ ଏକ ନାମ ଲାରସନ ଏନ୍ ଟୁବ୍ର L&Tନାମରେ ନାମିତ ହେଲା ଏହି କାରଖାନାର ଆସିବାରୁ ଏହି ଅଞଳ ଉନତ ହେବାକୁ ଲାଗିଲା ୧୯୩୮ ମସିହାରେ ବୋମ୍ବେଠାରେ ପ୍ରତିଥା ହେଇଥିଲା