କଳିଙ୍ଗ (ମହାଭାରତ)

ପ୍ରାଚୀନ ଭାରତ ର ଏକ ରାଜ୍ୟ

କଳିଙ୍ଗ ଭାରତର ଓଡ଼ିଶାର ଉପକୂଳ ଭାଗ ଓ ଆନ୍ଧ୍ର ପ୍ରଦେଶର ଆନ୍ଧ୍ରା ଭାଗକୁ ନେଇ ଗଠିତ ଏକ ପୁରାତନ ସାମ୍ରାଜ୍ୟ । ମହାଭାରତର ଦୁର୍ଯ୍ୟୋଧନଙ୍କ ପତ୍ନୀ କଳିଙ୍ଗରୁ ଥିଲେ ବୋଲି ଏଥିରେ ବର୍ଣ୍ଣିତ । ଏଥି ସକାଶେ କଳିଙ୍ଗର ଅଧିବାସୀ କୁରୁକ୍ଷେତ୍ର ଯୁଦ୍ଧରେ କୌରବଙ୍କ ପକ୍ଷରେ ଲଢ଼ାଇ କରିଥିଲେ । ପାଞ୍ଚଟି ପୂର୍ବଭାଗଆର ସାମ୍ରାଜ୍ୟ ଯଥା: ଅଙ୍ଗ (ମଝି, କେନ୍ଦ୍ରଭାଗର ବିହାର), ବଙ୍ଗ (ପଶ୍ଚିମ ବଙ୍ଗ, ବଙ୍ଗଳାଦେଶ), କଳିଙ୍ଗ ( ଓଡ଼ିଶାର ସାଗର ଉପକୂଳ ନିକଟସ୍ଥ ଭାଗ), ପୁଣ୍ଡ୍ର (ପଶ୍ଚିମ ବଙ୍ଗଳାଦେଶପଶ୍ଚିମବଙ୍ଗ), ସୁହମା (ଉତ୍ତର-ପଶ୍ଚିମ ବଙ୍ଗଳାଦେଶପଶ୍ଚିମବଙ୍ଗ) ବାବଦରେ ଏଥିରେ ବର୍ଣ୍ଣନା କରାଯାଇଅଛି । ଏଥିରେ କଳିଙ୍ଗର ଦୁଇଗୋଟି ରାଜଧାନୀ ଦନ୍ତପୁରରାଜପୁର କଥା ବର୍ଣ୍ଣିତ । କଳିଙ୍ଗର ଅନେକ ରାଜଗାନ ସେତେବେଳ ଶାସନ କରୁଥିଲେ । ଦନ୍ତପୁର ଆଜିର ପୁରୀ ସହର ନାମରେ ପରିଚିତ ଯାହା ପୁରାଣରେ ସହଦେବଙ୍କ ଦେଇ ଅଧିକାର କରାଯାଇଥିଲା ବୋଲି ବର୍ଣ୍ଣିତ । (୫,୨୩)

ଆହୁରି ଦେଖନ୍ତୁ ସମ୍ପାଦନା

ପୁରାତନ ଭାରତୀୟ ଉପମହାଦେଶର ସାମ୍ରାଜ୍ୟ

ଆଧାର ସମ୍ପାଦନା