ମହାଭାରତ
ମହାଭାରତ, ମହର୍ଷି ବ୍ୟାସଦେବଙ୍କ ରଚିତ ଅଷ୍ଟାଦଶ ପର୍ବଯୁକ୍ତ ବିରାଟ ସଂସ୍କୃତ ପଦ୍ୟଗ୍ରନ୍ଥ ବା ମହାକାବ୍ୟ । ମହାଭାରତ ପର୍ବ ସଂଗ୍ରହାଧ୍ୟାୟରେ ସୂଚିତ ଅଧ୍ୟାୟ ଓ ଶ୍ଳୋକମାନଙ୍କ ସଂଖ୍ୟାକୁ ମୋଟ କଲେ ଏଥିରେ ପ୍ରାୟ ୧୯୨୩ଟି ଅଧ୍ୟାୟ ଓ ୧,୦୪,୮୩୬ ଶ୍ଳୋକ (ପ୍ରତି ଶ୍ଳୋକରେ ଚାରି ଚରଣ ବା ଦୁଇ ଧାଡ଼ି) ଥିବାର ଜଣାଯାଏ ।

ସଂସ୍କୃତ ମହାଭାରତ ପଦାବଳୀରେ କୁରୁକ୍ଷେତ୍ରର ବର୍ଣ୍ଣନା
ଉତ୍କଳର ସାରଳା ଦାସ ମହାଭାରତକୁ ଓଡ଼ିଆ ପଦ୍ୟରେ ଲେଖିଅଛନ୍ତି; କିନ୍ତୁ ସେଥିରେ ମୂଳ ଗ୍ରନ୍ଥର ଅନେକ ବିଷୟକୁ ଛାଡ଼ିଯାଇ ଅଛନ୍ତି । ଗଞ୍ଜାମ ଧରାକୋଟର ପୂର୍ବତନ ରାଜା କୃଷ୍ଣସିଂହ ସମଗ୍ର ସଂସ୍କୃତ ମହାଭାରତକୁ ଓଡ଼ିଆ ପଦ୍ୟରେ ଅନୁବାଦ କରିଥିଲେ ।
ମହାଭାରତର ଅଷ୍ଟାଦଶ ପର୍ବ parbaସମ୍ପାଦନ କରନ୍ତୁ
- ଆଦି ପର୍ବ
- ସଭା ପର୍ବ
- ବନ ପର୍ବ
- ବିରାଟ ପର୍ବ
- ଉଦ୍ଯୋଗ ପର୍ବ
- ଭୀଷ୍ମ ପର୍ବ
- ଦ୍ରୋଣ ପର୍ବ
- କର୍ଣ୍ଣ ପର୍ବ
- ଶଲ୍ୟ ପର୍ବ
- ସୌପ୍ତିକ ପର୍ବ
- ନାରୀ ପର୍ବ
- ଶାନ୍ତି ପର୍ବ
- ଅନୁଶାସନ ପର୍ବ
- ଅଶ୍ୱମେଧ ପର୍ବ
- ଆଶ୍ରମ ବାସ ପର୍ବ
- ମୁଷଳ ପର୍ବ
- ମହାପ୍ରସ୍ଥାନ ପର୍ବ
- ସ୍ୱର୍ଗାରୋହଣ ପର୍ବ
ଅଧିକ ତଥ୍ୟସମ୍ପାଦନ କରନ୍ତୁ
ସଂସ୍କୃତ Wikisource has original text related to this article:
ଉଇକି କଥାରେ ମହାଭାରତ ସମ୍ବନ୍ଧୀୟ ଅନେକ ଲୋକବାଣୀ ରହିଛି
ଉଇକିପାଠାଗାରରେ ଏହି ବିଷୟ ଉପରେ ତଥ୍ୟ ରହିଛି -
ଉଇକିମିଡ଼ିଆ କମନ୍ସରେ Mahabharata
ବାବଦରେ ମାଧ୍ୟମ ରହିଛି ।
- Original text online (ସଂସ୍କୃତ)
- etext (metrical), entered by Muneo Tokunaga
- GRETIL etext (Muneo Tokunaga)
- Mahābhārata online
- Textual resources
- Articles on the Mahabharata
- Visuals